ପୁଣି ଫେରିଲା ଲକଡାଉନ – ଏହି ଦିନଠୁ ପୁଣି ଲାଗୁ ହେବ ଲକଡାଉନ

lockdown

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଫେରିଲା କୋରନା କୋର୍ଫ୍ୟୁ ଗୁଜୁରାଟ ଅହମ୍ମଦା ବାଦ୍ ରେ 57 ଘଣ୍ଟିଆ କର୍ଫ୍ୟୁ ଲାଗିଛି ଶୁକ୍ରବାର ରାତି 9 ରୁ ସୋମବାର ସକାଳ 6 ଟା ପର୍ଯ୍ୟନ୍ତ ବଳବତ୍ତର ରହିବା ପାଇଁ ଥିବା ବେଳେ ଏହି ସମୟ ରେ କେବଳ ଔଷଧ ଏବଂ କ୍ଷୀର ଦୋକାନ ଖୋଲା ରହିବା ସହିତ ଅନ୍ୟ ସବୁ ବନ୍ଧ ରହିବ ଏବଂ ସୋମବାର ଠାରୁ ପ୍ରତି ଦିନ ଚାଲିବ ନାଇଟ୍ କୋର୍ଫ୍ୟୁ ଆପଣ ମାନଙ୍କୁ ଜଣେଇ ଦେବୁ କି ଅହମ୍ମଦା ବାଦ୍ ହଠାତ୍ ମାତ୍ରେ 230 ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇ ଥିବା ବେଳେ ଏହି ପରି ନିସ୍ପତି ନେଇଛି ପ୍ରଶାସନ । ତେବେ ବର୍ତମାନ ସ୍ଥିତି ରେ ସଂମ୍ପର୍ଣ୍ଣ ଗୁଜୁରାଟ କୁ ଲକଡାଉନ୍ କରିବା ପାଇଁ ୟୋଜନା ନ ଥିବା କହିଛନ୍ତି ମୂଖ୍ୟ ମନ୍ତ୍ରୀ ବଜୟ ରୁପାନୀ ଏବଂ ଏପଟେ ରାଜଧାନୀ ଦିଲ୍ଲୀ ରେ ଘରକୁ ର ବୁଲି ସର୍ଭେ ଆରମ୍ଭ ହେଉଛି ,lock

ସବୁ କୋଣ୍ଟେନମେଣ୍ଟ ଜୋନ ମାନଙ୍କ ରେ ଆଜିଠୁ ଆରମ୍ଭ ହୋଇଛି ସର୍ଭେ ଲକ୍ଷମ ରହି ଥିବା ଲୋକ ମାନଙ୍କୁ ଚିହ୍ନଟ କରା ଯିବା ସହିତ 5 ଦିନ ମଧ୍ୟ ରେ ଏହି ସର୍ଭେ କାର୍ଯ୍ୟ ସେଷ କରିବା ପାଇଁ ଲକ୍ଷ୍ୟ ରଖା ଜାଇଛି। ସେହି ପରି ଦିଲ୍ଲୀ ରେ ମାସ୍କ ଧର୍ପ ଗଡ ବି ଜୋରଦାର କରା ଜାଇଛି ଖିଲାପ କାରୀ ଙ୍କ ଠାରୁ 2 ହଜାର ଟଙ୍କା ଫାଇନ୍ ନିଆ ଜିବାର ରହିଛି । ତେବେ ଦିଲ୍ଲୀ ରେ ସଂଙ୍କ୍ରମଣ ବଢୁ ଥିଲେ ବି ବଜାର ମାନ ବନ୍ଧ ରହିବ ନାହିଁ ବୋଲି ବ୍ୟବସାୟୀ ସଂଙ୍ଗଠନ ଗୁ଼ଡିକ କହିଛନ୍ତି ମୂଖ୍ୟମନ୍ତ୍ରୀ ଅରବିନ୍ଦମ୍ କେଜିୱାଲ ସେହି ପରି ବର୍ତମାନ ସମୟ ରେ ମୂଖ୍ୟ କାର୍ଯ୍ୟଳୟ ଗୁଡିକ କୁ ବନ୍ଦ କରିବାରୁ ନିସ୍ପତି ନିଆ ଜାଇ ଥିବା ବେଳେ ସ୍କୁଲ କଲେଜ୍ ସବୁକୁ ବର୍ତମାନ ସ୍ଥିତି ରେ ଖୋଲିବ ନାହିଁ ବୋଲି ସୂଚନା ରହିଛି ,lockdown

ସେମିତି ରେ ନଭେମ୍ବର 23 ରୁ ସ୍କୁଲ ଖୋଲିବା ନେଇ ନିସ୍ପତି ହୋଇ ଥିବା ବେଳେ ବର୍ତମାନ ସମୟ ରେ ଡିସେମ୍ବର 31 ଯାଏ ସ୍କୁଲ ଖୋଲିବ ନାହିଁ ବୋଲି ନିସ୍ପତି ହୋଇଛି । କୋରନା ର ଏହି ଲହର ପାଇଁ ପୁଣି ଥରେ ସରକାର ଙ୍କ ନିସ୍ପତି କୁ ବଦଳେଇ ଦେଇଛି ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *