ଦୀପାବଳୀରେ ଏହି ( 5ଟି ଜାଗାରେ ) ଦୀପ ଜାଳନ୍ତୁ,ଧନର ବର୍ଷା ହେବ |

diwali

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଦୀପାବଳୀ ଭାରତର ସବୁଠୁ ବଡପର୍ବ ଏବଂ ସବୁଠାରୁ ବଡ ପ୍ରକାଶ ମୟ ଉତ୍ସବ ହୋଇଥାଏ , ଏହି ଦୀପାବଳୀରେ ଦୀପର ସାକ୍ଷାତ ମୋହତ ରହିଥାଏ । ଦୀପାବଳୀ ଏବଂ ଘରେ ଦୀପ ନଜାଳିବ ଏଭଳି କେବେବି ସମ୍ଭବ ହୋଇ ନଥାଏ , ତେବେ ଏହି ଉତ୍ସବ ହିଁ ଆଲକର ଉତ୍ସବ ଅଟେ ହିନ୍ଦୁ ଧର୍ମରେ ଏହା ମାନ୍ୟତା ଅଛିକି ଯେ ଦୀପାବଳୀର ଶୁଭ ସମୟରେ ମାତା ଲକ୍ଷ୍ମୀ ପୃଥିବୀ ଭମଣ କରିଥିଲେ । ଏହା ମଧ୍ୟ କୁହାଯାଏ ଯେ ମାତା ଲକ୍ଷ୍ମୀ ଯାହାର ଘରେ ଏହି ଦୀପାବଳୀରେ ବାସ କରନ୍ତି ତାର ଘର ଜୀବନ ଯାକ ଟଙ୍କା ପଇସା ଏବଂ ଧନର ଅଭାବ ରହି ନଥାଏ ଏହି କାରଣ ହେତୁ ଦୀପାବଳୀ ରାତିରେ ପ୍ରତେକ ମଣିଷ ନିଜ ଘରେ ଦୀପ ଜଳାଇ ସଂମ୍ପର୍ଣ୍ଣ ଘରକୁ ପ୍ରକାଶ କରନ୍ତି ଏହା ସହିତ ମଧ୍ୟ କେତକ ଲୋକଙ୍କୁ ଜଣା ନଥାଏ ଯେ ଘରର ସହିତ ଏମିତି କିଛି ଜାଗା ରହିଛି ଯେଉଁଠାରେ ଦୀପାବଳୀ ଦିନ ଦୀପ ଜଳାଇବା ଅତ୍ୟନ୍ତ ଶୁଭ ବୋଲି କୁହାଯାଇ ଥାଏ । ତେଣୁ ଆଜି ସେହି 5ଟି ଜାଗା ବିସୟରେ କହିବି ଯେଉଁ ଜାଗାରେ ଦୀପାବଳୀ ଦିନ ଦୀପ ରଖି ଜଳାଇବା ଦ୍ୱାରା ଆପଣଙ୍କ ଘରେ ଧନର ଅଭାବ ରହିନଥାଏ ।lemp

ପ୍ରଥମ ଜାଗାଟି ହେଉଛି ଦୀପାବଳୀ ଦିନ ଆମେ ଆମ ଘରେ ଦୀପ ଜଳାଇବା ସହିତ ସବୁ ଘରକୁ ଆଲକିତ କରିଥାଉ ଏମିତିକି ଘର ବାହାରକୁ ମଧ୍ୟ ଆଲକିତ କରଥାଉ କିନ୍ତୁ ଗୋଟିଏ ଦୀପ ନେଇ ଅସସ୍ତ ଗଛ ମୂଳରେ ନିଶ୍ଚୟ ଲଗାନ୍ତୁ , କୁହାଯାଇ ଥାଏ ଯେ ଏହି ଅସସ୍ତ ଗଛ ମୂଳରେ 33 କୋଟି ଦେବତା ବାସ କରନ୍ତି ଏଣୁ ଏହି ଜାଗାରେ ଦୀପ ଜଳାଇବା ଦ୍ୱାରା ମାତା ଲକ୍ଷ୍ମୀ ଖୁସି ହୋଇ ଯାଇଥାନ୍ତି । ଦିତୀୟ ସ୍ଥାନଟି ହେଉଛି ଦୀପାବଳୀ ଦିନ ମାତା ଲକ୍ଷ୍ମୀଙ୍କର ସ୍ୱାଗତ ପାଇଁ ଗୋଟିଏ କଥା ଧ୍ୟାନ ରଖନ୍ତୁ ଯେ ଘରର ମୁକ୍ଷ କବାଟ ଦୁଇ ପାଖରେ ଦୀପ ନିଶ୍ଚୟ ଜଳାନ୍ତୁ ।dipa

ତୃତୀୟ ସ୍ଥାନଟି ହେଉଛି ଦୀପାବଳୀ ଦିନ ନିଜ ଘରେ ତ ପୂଜା କରିବେ କିନ୍ତୁ ଏହା ସହିତ ଯଦି ଆପଣଙ୍କ ଘର ବାହାରେ କୈଣସି ମନ୍ଦୀର ଅଛି ଏହାକୁ ମଧ୍ୟ ଦୀପରେ ସଯେଇ ଦିଅନ୍ତୁ , ଏହା ଦ୍ୱାର ମଧ୍ୟ ଆପଣ ପ୍ରଭୁଙ୍କର ସେବା କରିବାର ସୁଯଗ ପାଇଲେ । ଚତୃର୍ଥରେ ହେଉଛି ଦୀପାବଳୀ ଦିନ ରାତିରେ ଘରର ଆଖ ପାଖରେ କୈଣସି ଚଉରାରେ ମଧ୍ୟ ଦୀପ ଜଳାଇବାକୁ ଆଦୁ ଭୁଲନ୍ତୁ ନାହିଁ ଏହା ଦ୍ୱାରା ଦେବୀ ମାତା ଆପଣଙ୍କର ସମସ୍ତ ମନ କାମନା ପୂର୍ଣ୍ଣ କରିବେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *