ଦୀପାବଳୀରେ ଏହି ୫ଟି ଜାଗାରେ ଦୀପ ଜଳାନ୍ତୁ | ବଦଳିଯିବ ଆପଣଙ୍କ ଭାଗ୍ୟ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଜାଣି ଥିବେ ଆଗାମୀ ଦି ରେ ଦୀପାବଳୀ ରହି ଥିବା ବେଳେ ଏହି ଦିନ ରେ ଦିପ ର ସାକ୍ଷ୍ୟାତ ମହତ୍ୱ ବିଷୟ ରେ ଜଣା ପଡି ଥାଏ , ଏହି ଦିନ ରେ ଦୀପାବଳୀ ବା ଦିପ ନ ଜାଳିବା କେବେ ବି ହୋଇ ନ ଥାଏ ଏବଂ ଏହି ଉତ୍ସବ କୁ ସବୁ ବେଳେ ଆଲୋକ ର ଉତ୍ସବ ବୋଲି କୁହା ଜାଇ ଥାଏ ଏବଂ ବନ୍ଧୁଗଣ ହିନ୍ଧୁ ଧର୍ମ ରେ ଏହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ କୁହା ଜାଇଛି କି ଦୀପାବଳୀ ର ଶୁଭ ସମୟ ରେ ମାତା ଲକ୍ଷ୍ମୀ ପୃଥିବୀ ଭ୍ରମଣ କରି ଥାନ୍ତି । ଏବଂ ସେହିଥି ପାଇଁ ମାତା ଲକ୍ଷ୍ମୀ ଙ୍କ ଏହି ଦିନ ରେ ବହୁତ ଲୋକ ମାନଙ୍କ ଉପରେ ପଡେ ଜାହା ପାଇଁ ଧନ ର ଅଭାବ ଦେଖିବା ପାଇଁ ମିଳେ ନାହିଁ ଏହି କାରଣ ପାଇଁ ଦୀପାବଳୀ ଦିନ ସମସ୍ତେ ଦୀର ଜାଳନ୍ତି ଏବଂ ସବୁ ଆଡେ ଆଲୋକିତ କରନ୍ତି , ସେମିତି ରେ ବନ୍ଧୁଗଣ ଏହି ସବୁ ଦୀପ କୁ ରଖିବାର ବି ସଠିକ୍ ସ୍ଥାନ ରହି ଥାଏ ଜାହା ଦ୍ୱାରା ମାତା ଲକ୍ଷ୍ମୀ ପ୍ରଶନ୍ନ ହୋଇ ଥାନ୍ତି ,dipa

ସେମିତି ରେ ଆପଣ ମାନଙ୍କୁ ଆଜି ଆମେ କହିବୁ କି ଘରେ କେଉଁ କେଉଁ ସ୍ଥାନ ରେ ଦୀପ ରଖିବା ଦ୍ୱାରା ଆପଣ ମାନଙ୍କ ଉପରେ ମାତା ପ୍ରଶନ୍ନ ହୋଇ ଥାନ୍ତି ଏବଂ ଧନ ର ପ୍ରାପ୍ତି କରେଇ ଥାନ୍ତି । ତେବେ ବନ୍ଧୁଗଣ ପ୍ରଥମେ ଆପଣ ମାନେ ମାତା ଲକ୍ଷ୍ମୀ ଙ୍କ ସ୍ୱାଗତ ପାଇଁ ମୂଖ୍ୟ ଫାଟକ ର ଡାହାଣ ପଟେ ଏବଂ ବାମ ପଟେ ଆପଣ ମାନେ ଦୀପ ନିଶ୍ଚିତ ଭାବେ ଜଳାନ୍ତୁ , ମାଆ ଙ୍କ ସ୍ୱାଗତ ପାଇଁ ଏହା ଠାରୁ ଆଉ ବଡ ଉପାୟ କିଛି ବି ନାହିଁ , ମାଆ ସେହି ଘରେ ପ୍ରେବଶ କରନ୍ତି ଯେଉଁ ଘରେ ଅନ୍ଧାର ରହି ନ ଥାଏ , ସେହି ପରି ବନ୍ଧୁଗଣ ସେହି ଦିନ ରେ ସଂନ୍ଧ୍ୟା ହେବା ମାତ୍ରକେ ହିଁ ଆପଣ ମାନେ ଦୀପ ଜଳେଇବା ଆରମ୍ଭ କରନ୍ତୁ । ଏବଂ ବନ୍ଧୁଗଣ ସମବୁ ସମୟ ରେ ଏହି କଥା କୁ ମନେ ରଖିବେ ସେହି ଦିନରେ ଘରେ ରହି ଥିବା ଠାକୁର ଙ୍କୁ ପୂଜା କରିବା ସହିତ ସେଠାରେ ଦୀପ ଲଗାନ୍ତୁ ,diwali

ଏବଂ ମନେ ରଖିବେ କି ଘରର ବାହାରେ ରହି ଥିବା ମନ୍ଦିର ଆଦି ରେ ବି ଦୀପ ଲଗେଇବା ଏବଂ ତାହାର ପୂଜାନକରିବା ପାଇଁ ଭୁଲନ୍ତୁ ନାହିଁ , ସେହି ପରି ଆପଣ ମାନଙ୍କ ଘରେ କୈଣସି ଆଖ ପାଖରେ ଚୈରା ଆଦି ରହିଥାଏ ତେବେ ଆପଣ ମାନେ ସେହି ଠାରେ ବି ଜଳେଇ ପାରିବେ , ଏମିତି କରିଲେ ଆପଣ ମାନଙ୍କୁ ମାଆ ଙ୍କ ଆଶ୍ରୀବାଦ ମିଳେ ଆପଣ ମାନଙ୍କ ଘର କୁ ଧନ ର ଆଗମନ ହୋଇ ଥାଏ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *