ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଆମେ ଜାଣିବା ନିମ୍ବ ପତ୍ରର ଉପକାରିତା ବିସୟରେ , ନିମ୍ବ ପତ୍ରକୁ ପୁରାତନ ଯୋଗରୁ ଲୋକମାନେ ଡାଇବେଟିସ୍ , ଆଣ୍ଠୁଗଣ୍ଠି ରୋଗ , ପେଟ ରୋଗ ଏବଂ ତଚା ସମଧ୍ୟ ରୋଗକୁ ଠି୍କ୍ କରିବା ପାଇଁ ବ୍ୟବହାର କରି ଆସୁଛନ୍ତି । ନିମ୍ବ ପତ୍ରରେ ଆଣ୍ଟି ଭାରାଲ , ଆଣ୍ଟି ଫଙ୍ଗାଲ , ଆଣ୍ଟି ବେକେଟାରିଆଲ୍ ଗୁଣ ରହିଥାଏ ତେଣୁ ଏହା ଅନେକ ଗୋଡିଏ ଔସଧ ତିଆରିରେ ମୁକ୍ଷ ଉପାଦନ ଭାବରେ ବ୍ୟବହାର ହୋଇଥାଏ । ନିମ୍ବ ପତ୍ର ଗୋଟିଏ ଆରିବେଦିକ ଔସଧ ଅଟେ ତେଣୁ ଏହା ବ୍ୟବହାର ଏକ ଉପାୟରେ କଲେ ଏହା ବହୁତ ଲାଭ ଦେଇଥାଏ , ଏହାର ମନଇଛା ବ୍ୟବହାର କଲେ ଏହା ଶରୀର ପାଇଁ କ୍ଷତି କାରକ ମଧ୍ୟ ହୋଇପାରେ ତେବେ ଆଜି ଆମେ ଜାଣିବା ନିମ୍ବ ପତ୍ରରୁ କଣ ସବୁ ଫାଇଦା ମିଳିଥାଏ ଅଲଗା ଅଲଗା ରୋଗକୁ ଠିକ୍ କରିବା ପାଇଁ ନିମ୍ବ ପତ୍ରକୁ କେମିତି ବ୍ୟବହାର କରିବାକୁ ହେବ ଏବଂ ନିମ୍ବ ପତ୍ର ଖାଇବାର ସଠିକ୍ ସମୟ ବିସୟରେ ଯାହା ଦ୍ୱାରା ଆପଣ ନିମ୍ବ ପତ୍ରରୁ ଉଚିତ୍ ଲାଭ ପାଇ ପାରିବେ ।
ପ୍ରଥମଟି ହେଲା ଡାଇବେଟିସ୍ କୁ ନିୟନ୍ତଣରେ ରଖିଥାଏ ପରି ବର୍ତିତ ଜୀବନ ଶଳି ଏବଂ ଜଙ୍ଗ ଫୁଟର ବହୁଳ ମାତ୍ରରେ ସେବନ ଦ୍ୱାରା ଯୁବପଢି ପାଇଁ ଡାଇବେଟିସ୍ ଗୋଟେ ବଡ ସମସ୍ୟା ଭାବେ ଉଭା ହୋଇଛି , ରକ୍ତରେ ସୁଗାର ମାତ୍ରା ବଢିବା ଯୋଗୁ ଡାଇବେଟିସ୍ କେବେ ନିୟନ୍ତଣ ବାହରକୁ ଚାଲି ଯାଇଥାଏ ତେବେ ଏହା ନିୟନ୍ତଣ କରିବା ପାଇଁ ଇନସଲି ନେବାକୁ ପଡିଥାଏ କିନ୍ତୁ ଆପଣ ଜାଣିକି ଆଶ୍ଚର୍ଯ୍ୟ ହେବେକି ଅତି ସାଧାରଣ ଦେଖା ଯାଉଥିବା ନିମ୍ବ ପତ୍ର ଆପଣଙ୍କୁ ଏହି ସମସ୍ୟାକୁ ସବୁଦିନ ପାଇଁ ଦୁର କରିପାରିବ ,
ଆପଣ ପ୍ରତି ଦିନ ସକାଳେ ଉଠି ଖାଲିପେଟରେ 3ଟି ନିମ୍ବପତ୍ର କୁ ଚବାଇ ଚବାଇ ଏହାର ସେବନ କରିବେ ତେବେ ଏଥିରେ ଥିବା ଉପାଦନ ରକ୍ତରେ ଥିବା ସୁଗାର ମାତ୍ରାକୁ ନିୟନ୍ତଣରେ ରଖିଥାଏ ତେଣୁ ଡାଇବେଟିସ୍ କୁ ନିୟନ୍ତଣରେ ରଖିବା ପାଇଁ ପ୍ରତି ଦିନ ନିମ୍ବ ପତ୍ରର ସେବନ କରନ୍ତୁ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।