ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ କାଉ ଗୋଟିଏ ଏମିତି ଜିବ ଅଟେ ଜାହା ଆଗକୁ ହେବାକୁ ଥିବା ବିପଦ ବିଷୟ ରେ ଜାଣି ନେଇ ଥାଏ ଏବଂ ସେ ସଂମ୍ପର୍ଣ୍ଣ ଭାବେ ଜାଣି ପାରେ କି କଣ ଅଘଟଣ ଘଟିବାର ରହିଛି ଏହି ଦୁନଆଁ ରେ ଚୀଲ ଏବଂ କାଉ ମାନଙ୍କୁ ଦେଖି ଶୁଭ ଏବଂ ଅଶୁଭ ଧରା ଜାଇ ଥାଏ ଯାତ୍ରା କରୁ ଥିବା ସମୟ ରେ ଯଦି କାଉ ଆପଣ ମାନଙ୍କୁ ବାସନ ମୁହଁ ବୁଡେଇ ପାଣି ପିଉ ଥିବାର ଦେଖିବା ପାଇଁ ମିଳୁଛି ତେବେ ଏହା ଧନ ଲାଭ ର ସଂଙ୍କେତ ହୋଇ ଥାଏ ଏବଂ ଆପଣ ମାନଙ୍କ ଯାତ୍ରା ନିଶ୍ଚିତ ସଫଳ ହେବ ବୋଲି ଜାଣନ୍ତୁ । ରାସ୍ତା ରେ ଯିବା ସମୟ ରେ କାଉ ଯଦି ରୁଟି କିମ୍ଭା ମାଂସ ଖଣ୍ଡ ଧରି ଥିବାର ଦେଖନ୍ତି ତେବେ ଏହା ଆପଣ ମାନଙ୍କର ବଡ ଇଚ୍ଚା ପୂରଣ ହେବାର ସଂଙ୍କେତ ହୋଇ ଥାଏ ପ୍ରାତ କାଳ ରେ କାଉ ଯଦି ଆସି ଆପଣଙ୍କ ଚରଣ ସ୍ପର୍ଶ କରେ ତେବେ ଏହା ଆପଣ ମାନଙ୍କ ଉନ୍ନତି ହେବାର ସଂଙ୍କେତ ଦେଇ ଥାଏ ,
ସେହି ପରି କାଉ ଯଦି ବସି ଭୂମି ଖୋଳୁ ଥିବାର ଦେଖନ୍ତି ତେବେ ଆପଣ ମାନଙ୍କ ମଧ୍ୟ ରେ ରାଗ ବଢିବାର ଦେଖିବେ , ସେହି ପରି ବେଳେ ରାସ୍ତା ରେ ଯିବା ସମୟ ରେ ଯଦି କାଉ ଆପଣ ମାନଙ୍କୁ ପତକା ଉପରେ ବସି ଥିବାର ଦେଖନ୍ତି ତେବେ ଏହା ମନସ୍କାମନା ପୂର୍ଣ୍ଣ ହେବାର ରହିଥାଏ ସେହି ପରି ବନ୍ଧୁଗଣ ଖାଉ ଉଡି ଉଡି ଆସି କୈଣସି ବ୍ୟକ୍ତି ଙ୍କର ମୁଣ୍ଡ ଉପରେ ବସି ପଡିଲେ ଏହା ଅଶୁଭ ସଂଙ୍କେତ ହୋଇ ଥାଏ । ସେହି ପରି ବନ୍ଧୁଗଣ କାଉ ଦକ୍ଷିଣ ପଶ୍ଚିମ ଦିଗ କୁ ମୁହଁ କରି ରାବୁ ଥିଲେ ଯେଉଁ ବ୍ୟକ୍ତି ଦେଖେ ସେହି ବ୍ୟକ୍ତି ର ଧନ ପ୍ରାପ୍ତି ର ଯୋଗ ରହି ଥାଏ, ସେହି ପରି କାଉ ତାର ମୁଣଣ୍ଡ କୁ ଦକ୍ଷିଣ ପୂର୍ବ ଦିଗ କୁ ରଖି ଥାଏ,
ତେବେ ସେହି ବ୍ୟକ୍ତି କୁ ମୂଲ୍ୟ ବାନ ଅଳଙ୍କାର ପ୍ରାପ୍ତି ହେବାର ରହି ଥାଏ । ଗୋଚିଏ ପୂର୍ଣ୍ଣ ବୃକ୍ଷ ଉପରେ ବସି କାଉ ରାବୁ ଥିଲେ ସେହି କାଉ କୁ ଯେଉଁ ବ୍ୟକ୍ତି ଦେଖନ୍ତି ତେବେ ସେହି ବ୍ୟକ୍ତି ଯଥେଷ୍ଟ ଧନ ,ସମସେହି ପରି ଭାବେ କାଉ ଗୃହ ମଧ୍ୟ କୁ ଉଡି ଆସି ରାବି ଦେଇ ଉଡି ଗଲେ ଘର କୁ ଅତିଥି ଆସିବାର ସମ୍ଭାବନା ରହି ଥାଏ, ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।