କେଉଁ ବୟସରେ ମହିଳାମାନେ ଅଧିକ ରୋମାଣ୍ଟିକ ହୋଇଥାନ୍ତି। ଜାଣନ୍ତୁ ଭିତିରି କଥା

adhika

ଆପଣମାନଙ୍କୁ ଆମର ଏହି ଓଡ଼ିଆ ପୋର୍ଟାଲକୁ ସ୍ୱାଗତ ଜଣାଉଛୁ ପୁଣି ଏକ ନୂଆ ଟପିକ ସହିତ ଆଶା କରୁଛି ଆପଣ ମାନେ ଭଲରେ ଥିବେ ଚାଲନ୍ତୁ ଆରମ୍ଭ କରିବା । ବନ୍ଧୁଗଣ ଯେଉଁଟି ପ୍ରେମ ଥାଏ ସେଇଠି ରୋମାନ୍ସ ମଧ୍ୟ ଥାଏ ଏହା ସମ୍ଫର୍କକୁ ମଜଭୁତ କରିବା ସହିତ ସମ୍ଫର୍କରେ ଫାଟ ଆଣିବାକୁ ଦେଇ ନଥାଏ। ଆପଣମାନେ ଦେଖିଥିବେ ମହିଳାମାନଙ୍କର ବୟସ ବଢିବା ସହିତ ମହିଳା ମାନଙ୍କର ପସନ୍ଦ ନାପସନ୍ଦ ସ୍ୱଭାବରେ ପରିବର୍ତ୍ତନ ଆସିଥାଏ।

woman

କିନ୍ତୁ ଆପଣ କଣ ଜାଣିଛନ୍ତି ବୟସ ସହ ମହିଳାଙ୍କର ଶାରୀରିକ ସମ୍ଫର୍କ ରଖିବାରେ ମଧ୍ୟ ପରିବର୍ତ୍ତନ ଆସିଥାଏ କେମିତି ନା ଶାରୀରିକ ସମ୍ପର୍କ ବିନା ବୈବାହିକ ଜୀବନ ଅଧୁରା ଅଟେ ବାହାଘରର କିଛି ସମୟ ପରେ ମହିଳାମାନଙ୍କର ସ୍ଵଭାଵ ବା ବ୍ୟବହାରରେ ବହୁତ ପରିବର୍ତନ ଦେଖିବାକୁ ମିଳିଥାଏ l ବାହାଘର ପରେ ମହିଳାମାନେ ଶାରୀରିକ ସମ୍ବଧରେ କଥା ହେବା ପାଇଁ ବହୁତ ଲାଜ କରିଥାନ୍ତି l ମହିଳାମାନେ ଶାରୀରିକ ସମ୍ବନ୍ଧ ପ୍ରତି ଏକ ନିଧିଷ୍ଟ ବୟସରେ ଭାରି ଆଗ୍ରହୀ ହୋଇଥାନ୍ତି l

womans

ସାଧାରଣତଃ ଝିଅମାନଙ୍କର ବିବାହକୁ ପଚିଶ ବୟସ ମଧ୍ୟରେ କରାଯାଇଥାଏ ବାହାଘରର ସମ୍ବନ୍ଧ ପରେ ନାରୀମାନଙ୍କ ମଧ୍ୟରେ ବହୁତପ୍ରକାର ପରିବର୍ତନ ଦେଖିବାକୁ ମିଳିଥାଏ l ଏହି ସମୟରେ ସେମାନଙ୍କର ଲାଜ ସମ୍ପୂର୍ଣ ଭାବେ ଯାଇନଥାଏ l ପଚିଶରୁ ତିରିଶ ବୟସ ମଧ୍ୟରେ ମହିଳାମାନେ ସନ୍ତାନ ସୁଖ ପ୍ରାପ୍ତି କରିଥାନ୍ତି l ଯେଉଁ କାରଣରୁ ଏହି ପାଞ୍ଚ ବର୍ଷ ମଧ୍ୟରେ ବହୁତ ବ୍ୟସ୍ତ ମଧ୍ୟରେ ଅତିବାହିତ ହୋଇଥାଏ ତିରିଶରୁ ପଇଁତିରିଶ ବୟସ ହୋଇଥାଏ ଯେଉଁ ସମୟରେ ମହିଳାମାନେ ଅଧିକ ରୋମାଣ୍ଟିକ ହୋଇଥାନ୍ତି l

ଏମିତିରେ ତ ସମସ୍ତେ ଜାଣିଛନ୍ତି କି ମହିଳାଙ୍କ ସହ ଶାରୀରିକ ସମ୍ବଧ ରଖିବାର ସବୁଠୁ ଉଚିତ ଏବଂ ଭଲ ସମୟ ହେଉଛି ୨୦ ରୁ ୨୨ ବର୍ଷ ଏକ ରିସର୍ଚ୍ଚରୁ ଜଣାପଡିଛି ଏହାର ପୁରା ଓଲଟା ରିସର୍ଚ୍ଚ ଅନୁସାରେ ମହିଳାମାନେ ୩୫ ରୁ ୪୦ ବୟସ ଅନୁସାରେ ସବୁଠାରୁ ରୋମାଣ୍ଟିକ ହୋଇଥାନ୍ତି। ଏହି ବୟସ ଅନୁସାରେ ସେମାନଙ୍କର ଇଛାଶକ୍ତି ବଢିଥାଏ ଏବଂ ଏହି ବୟସରେ ସମ୍ଫର୍କ ସ୍ଥାପନା କରିବାକୁ ବେଶି ପସନ୍ଦ କରିଥାନ୍ତି। ଆପଣଙ୍କୁ କହିରଖୁଛୁକି Natural cycle aproach reserch ୨୬୦୦ ମହିଳାଙ୍କ ସହ ଏହି ବିଷୟରେ କଥା ହୋଇଛି।

womems

ଯେଉଁଥିରେ ୩୫ ବର୍ଷ ରୁ ଅଧିକ ମହିଳା ମାନେ କହିଛନ୍ତି ଏହି ବୟସରେ ସେମାନେ ବେଶି ରୋମାଣ୍ଟିକ ହୋଇଥାନ୍ତି ଏବଂ ଇଛା ଶକ୍ତି ମଧ୍ୟ ଅଧିକ ହୋଇଥାଏ। ତ ବନ୍ଧୁଗଣ ଜାଣିଲେ ତ ମହିଳାମାନେ କେଉଁ ବୟସରେ ରୋମାଣ୍ଟିକ ହୋଇଥାନ୍ତି। ବନ୍ଧୁଗଣ ଆଶା କରୁଛି ଆମର ଏହି ଖବର ଆପଣମାନଙ୍କୁ ଭଲ ଲାଗିଥିବ ଯଦି ଭଲ ଲାଗିଥାଏ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଏବଂ ତଳ ପେଜରେ ଲାଇକଟିଏ କରନ୍ତୁ ଧନ୍ୟବାଦ।

Leave a Reply

Your email address will not be published. Required fields are marked *