Saif Ali Khan ଙ୍କ କଥା ନମାନି କରିନା କାପୁର କରିଛନ୍ତି ଏହି 6 ଟି ଖରାପ ଫିଲ୍ମ

karina

ଆମେ ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଏହି ଦିନ ରେ କୋରିନା କୋପୁର ନିଜର ଗର୍ଭବତୀ ହୋଇ ଥିବାର ଖବର ସମସ୍ତ ଙ୍କୁ ଦେଇଛନ୍ତି ଏବଂ ସେହି ପରି ବେଳେ ନିଜର ଆପକମିଙ୍ଗ୍ ଫିଲ୍ମ ଲାଲ୍ ସିହଂ ଚଢା ର ବି ଖବର ସେ ଏହି ଦିନରେ ଦେଇଛନ୍ତି କି ଏବେ ଏହାର ସୁଟିଂ ସଂମ୍ପର୍ଣ ଭାବେ ସେଷ କରି ନେଇଛନ୍ତି , ଏବଂ ଏମିତି ସମୟ ରେ କୋରିନା କୋପୁର ନିଜର ପୁଅ ତେମୁର୍ ଙ୍କ ଙ୍କ ସହିତ ବହୁତ ମଜା ମସ୍ତି କରୁ ଥିବାର ବି ଦେଖିବା ପାଇଁ ମିଳିଛନ୍ତି । ସେମିତି ରେ ଆପଣ ମାନଙ୍କୁ କହି ଦେବୁ କି କୋରିନା କୋପୁର ଏବଂ ସେଫ୍ ଅଲ୍ଲୀ ଖାନ୍ କେବଳ ଦେଖେଇ ହୋଇ ଥାନ୍ତି ସେମାନଙ୍କ ଅସଲ ପରିଚୟ କିଛି ଅଲଗା ଅଟେ ମାନେ ଆମେ କହିବା ପାଇଁ ଚାହିଁଛୁ କି ସେଫ୍ ଅଲ୍ଲୀ ଖାନ୍ ଙ୍କ କହିବା କଥା କି ଯେଉଁ ସମୟ ରେ କୋରିନା କୋପୁର ଗର୍ଭବତୀ ରହି ଥାନ୍ତି ସେହି ସମୟ ଫିଲ୍ମ ତାଙ୍କୁ ଦେଖିବା ପାଇଁ ମୋଟେ ବି ପସନ୍ଦ ନୁହେଁ ଏବଂ ଏହାର କାରଣ ସେ ସେହି ସମୟ ରେ ବହୁତ ମୋଟି ହୋଇ ଜାଆନ୍ତି , ତଥା ସେମାନଙ୍କ ମଧ୍ୟ ରେ ସଂମ୍ପର୍କ ବି ସେହି ସମୟ ରେ କିଛି ସେତେ ପରିମାଣ ରେ ସଠିକ୍ ରହି ନ ଥାଏ କାରଣ କୋରିନା କୋପୁର ସେହି ସମୟ ରେ ବହୁତ ବ୍ୟସ୍ତ ଦେଖେଇ ଥାନ୍ତି ।kareena

ଏହି ଦିନରେ କୋରିନା କୋପୁର ଙ୍କ ଆଗରେ ସେଫ୍ ଏହି କଥା ର ଖୁଲାସା କରି ସାରିଛନ୍ତି କି କୋରିନା କୋପୁର ଙ୍କ ସବୁ ଫିଲ୍ମ ତାଙ୍ରୁ ମୋଟେ ବି ପସନ୍ଦ ନୁହେଁ ବୋଲି , ଯେମିତି କି ଆପଣ ମାନଙ୍କୁ ଏହି ଦିନ ରେ କୋରିନା କୋପୁର ଙ୍କ ଫିଲ୍ମ ଗୁଡ୍ ନ୍ୟୁଜ୍ ରିଲିଜ୍ ହୋଇ ଥିବା ବେଳେ ବହୁତ ଲୋକ ମାନେ ଏହି ଫିଲ୍ମ କୁ ପସନ୍ଦ କରି ଥିଲେ ହେଲେ କୋରିନା କୋପୁର ଙ୍କ ନିଜ ସ୍ୱାମୀ ସେଫୈ ଏହାକୁ ମୋଟେ ବି ପସନ୍ଦ କରନ୍ତିି ନାହିଁ ଏହି ପ୍ରକାରର ଫିଲ୍ମ କୁ ସେ ପସନ୍ଦ କରନ୍ତି ନାହିଁ ବୋଲି କହିଛନ୍ତି , ତେବେ ଏଠାରେ ଆପଣ ମାନଙ୍କୁ କହି ଦେବୁ କି ଏହି ଫିଲ୍ମ ରେ ସେଫୈ ଅଲ୍ଲୀ ଖାନ୍ ଙ୍କ ଶତୃ ଅକ୍ଷୟ କୁମାର ରହି ଥିବା ହେତୁ ତାଙ୍କୁ ଏହି ଫିଲ୍ମ ପସନ୍ଦ ଆସି ନ ଥିଲା ।karina

ସେହି ପରି ବନ୍ଧୁଗଣ ସାରୁଖ୍ ଙ୍କ ଫିଲ୍ ଓଶକା ବିଷୟ ରେ କହିବା ତେବେ ଏହି ଫିଲ୍ମ ବି ସୈଫ୍ ଙ୍କୁ ମୋଟେ ବି ପସନ୍ଦ ନୁହେଁ କାରଣ ଏହି ଫିଲ୍ମ କୋରିନା କୋପୁର ବହୁତ ଇଣ୍ଟିମେଟ୍ ସିନ୍ ଦେଇ ଥିବା ବେଳେ ସାରୁଖ୍ ଙ୍କ ଫିଲ୍ମ କୁ ସୈଫଅ କେବେ ବି ପସନ୍ଦ କରନ୍ତି ବୋଲି ନାହିଁ ଖୋଲା ଖୋଲି ଭାବେ କହିଛନ୍ତି , ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *