ବଡ଼ ଖବର – ଦୀପାବଳି ପାଇଁ ସାରା ରାଜ୍ୟରେ କମିଲା ସୁନା ଓ ରୂପା ଦର , ଏତେ ଶସ୍ତା ଜାଣିଲେ ନିଶ୍ଚିତ କିଣିବେ !!

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଦୀପାବଳୀ ପୂର୍ବ ରୁ କମିଲା ସୂନା ଦର ଏପରି ଭାବେ ସସ୍ତା ହୋଇଛି ଜାହା ଜାଣିଲେ ଆପଣ ମାନେ ନିଶ୍ଚିତ ଭାବେ କିଣିବା ପାଇଁ ଚାହିଁବେ ଦେଖନ୍ତୁ ବନ୍ଧୁଗଣ ବର୍ତମାନ ସମୟ ରେ ପୁଣି ଓଡ଼ିଶା ରେ ଶସ୍ତା ହେଉଛି ସୁନା ଏବଂ ରୂପା ଦର ବର୍ତମାନ ସମୟ ରେ ଦୀପାବଳି ପୂର୍ବ ରୁ ସୁନା ଏବଂ ରୂପା ଦର ରେ ହ୍ରାସ ଦେଖିବା ପାଇଁ ମିଳିଛି ଆଜି ଡୋମେଷ୍ଟିକ୍ ଫିୟୁଚର ମାର୍କେଟ୍ ରେ ସୁନା ଏବଂ ରୂପା ଦର ରେ ବହୁତ ପରିମାଣ ରେ ହ୍ରାସ ପାଇ ଥିବାର ଦେଖିବା ପାଇଁ ମିଳିଛି ,ସକାଳେ MCX ରେ କାରବାର 0.72 ପ୍ରତିଶତ ହ୍ରାସ ପାଇ ଥିବା ବେଳେ ସୁନା ବର୍ତମାନ ସମୟ ରେ ପ୍ରତି 10 ଗ୍ରାମ୍ କୁ 51 ହଜାର 5 ଶହ 26 ଟଙ୍କା ରେ ପହଁଚିଛି ସେହି ପରି ବେଳେ ରୂପା ଦର ରେ 2.0 ପ୍ରତିଶତ ହ୍ରାସ ପାଇଁ ପ୍ରତି କିଲୋ ଗ୍ରାମ୍ କୁ 61 ହଜାର 3 ଶହ 68 ଟଙ୍କା ରହି ଥିବା ର ଜଣା ପଡିଛି ,rupa

ସେମିତି ରେ ବନ୍ଧୁଗଣ ଅନ୍ୟାନ ସ୍ଥାନ ରେ କେଉଁ ପରି ହ୍ରାସ ପାଇଛି ତାହାର ବିବରଣୀ ଜାଣନ୍ତୁ ,ପୂର୍ବ ଦିନ ବାଣିଜ୍ୟ ରେ ଏହା 10 ଗ୍ରାମ୍ ପିଛା 50 ହଜାର 900 ଶହ 3 ଟଙ୍କା ହୋଇ ଥିବା ବେଳେ ପୂର୍ବ ବାଣିଜ୍ୟ ଅଧିବେଶନ ରେ 60 ହଜାର 180 ଟଙ୍କା ତୁଳନା ରେ ରୂପା ମୂଲ୍ୟ କୁ 2 ହଜାର ଟଙ୍କା ହ୍ରାସ କରି 58 ହଜାର 99 ଟଙ୍କା ହ୍ରସ ପାଇଛି । ସେମିତି ରେ ବର୍ତମାନ ସମୟ ରେ ଷ୍ଟୋକ୍ ମାର୍କେଟ୍ ଏବଂ କମ୍ୟୁନିଟି ମାର୍କେଟ୍ ମାନଙ୍କ ରେ ଏହି ମୂଲ୍ୟ ର ଦର କମି ଜାଇ ଥିବା ବେଳେ ଆଗାମୀ ଦିନ ରେ ସବୁ ଗହଣା ଦୋକାନ ମାନଙ୍କ ରେ ଏହି ସବୁ ଧାତୁ ଉପରେ ସୁଲଭ ମୂଲ୍ୟ ଆପଣ ମାନେ ପାଇ ପାରିବେ ।gold

ସେହି ପରି ମୁମ୍ବାଇ 22 କେରେଟ୍ ସୁନା ର ଦାମ୍ 46 ହଜାର 400 ଶହ 84 ଟଙ୍କା ରହି ଥିବା ଜଣା ପଡିଛି ,ବନ୍ଧୁଗଣ ଆପଣ ମାନଙ୍କୁ ଜଣେଇ ଦେବୁ କି ଏହାକୁ ନେଇ ଏକ୍ସପୋର୍ଟ ମାନଙ୍କ ମିଳି ଥିବା ନୂଆ ଗଣନା ଅନୁସାରେ ଏହି ଦର ଆଗାମୀ ସମୟ ରେ ଆହୁରୀ ବି ହ୍ରାସ ପାଇବା ସହିତ ଦିପାବଳୀ ସୁଧା ଏହା ହ୍ରାସ ପାଇ ଏକ ନୂଆ ରେକର୍ଡ ସୃଷ୍ଟି କରି ପାରେ ବୋଲି ସୂଚନା ରହିଛି, ତେବେ ଆପଣ ମାନେ ନିଜର ମନ ପସନ୍ଦ ର ଗହଣା କୁ ଏବେ ନିଶ୍ଚିତ ଭାବେ କିଣି ପାରିବେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *