ବୃହଷ୍ପତି ଚଳନ ( 20 November ) ଏହି 5ଟି ରାଶିରେ ଧନର ବର୍ଷା |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ବୃହଷ୍ପତି ଙ୍କର ଏହି ଗୋଚର କେଉଁ ରାଶି ମାନଙ୍କ ପାଇଁ କଣ ସବୁ ରହିଅଛି କେଉଁ ରାଶି ମାନଙ୍କ ପାଇଁ ଶୁଭ ଫଳ ପ୍ରଦାନ କରିବ ଏବଂ କଣ ସବୁ ପରିବର୍ତନ ଆସିବ ଏମାନଙ୍କ ଜୀବନରେ ଆସନ୍ତୁ ଜାଣିବା । ତେବେ ଜାଣିନିଅନ୍ତୁ କି ବୃହଷ୍ପତିଙ୍କ ଗୋଚରରେ ବୃଷ , କର୍କଟ , କନ୍ୟା , ଧନୁ ଏବଂ ମୀନ ରାଶି ମାନଙ୍କର ବୃହଷ୍ପତି ଶୁଭ ଫଳ ପ୍ରଦାନ କରିବେ ଏବଂ ଅନ୍ୟାନ ରାଶି ମାନଙ୍କ ପାଇଁ ବୃହଷ୍ପତି ଙ୍କର ଚଳନ ଭଲ ନାହିଁ , ବୃହଷ୍ପତି ଅର୍ଥାତ୍ ନଭେମ୍ବର 20 ତାରିଖ ଦିବା 1 ଘଣ୍ଟା 21 ମିନିଟ୍ ସମୟରେ ମକର ରାଶିକୁ ଚଳନ କରିବେ ମେଷ , ବୃଷ , କର୍କଟ , କନ୍ୟା , ବିଛା , ଧନୁ , ମକର ଏବଂ ମୀନ ରାଶିଙ୍କର ଚନ୍ଦ୍ର ସୁଧି ହେତୁ ଏହି ରାଶିଙ୍କ ପକ୍ଷେ ବୃହଷ୍ପତି ଶୁଭଫଳ ପ୍ରଦାନ କରିବେ । ଦେଖନ୍ତୁ ଯତିଶ୍ର ଶାସ୍ତ୍ର ଅନୁସାରେ ଗ୍ରହ ନକ୍ଷେତ୍ର ମାନଙ୍କର ଆମ ମାନଙ୍କ ଜୀବନରେ ବହୁତ ଖାସ୍ ପ୍ରଭାବ ପଡିଥାଏ , ଗ୍ରହ ଏବଂ ନକ୍ଷେତ୍ର ମାନଙ୍କର ଘଟୁଥିବା ପରିବର୍ତନ କାରଣରୁ ଜୀବନରେ ବି ବହୁତ ପ୍ରକାର ପରିବର୍ତନ ଆସିଥାଏ , ଏପରି ବେଳେ ବୃହଷ୍ପତି ଗ୍ରହ ନିଜର ଚଳନ ପରିବର୍ତନ କରୁଛନ୍ତି ଯାହାର ପ୍ରଭାବ ଅନ୍ୟମାନଙ୍କ ଜୀବନ ଉପରେ ବି ପଡିବ ।rashi

ଯତିଶ୍ର ଶାସ୍ତ୍ର ଅନୁସାରେ ବହୁତ ସମୟ ପରେ ଗୁରୁ ଗ୍ରହ ନିଜର ସ୍ଥାନ ପରିବର୍ତନ କରୁଛନ୍ତି ଏବଂ ଏହି କିଛି ରାଶିର ବ୍ୟକ୍ତିଙ୍କ ପାଇଁ ଭଲ ସାବ୍ୟସ୍ତ ହେବ ତ ଆଜି ଆମେ ଆପଣଙ୍କୁ ସେହି ରାଶି ମାନଙ୍କ ବସୟରେ ଆପଣ ମାନଙ୍କୁ କହିବାକୁ ଯାଉଛୁ ଯେଉଁ ମାନଙ୍କ ଉପରେ ଗୁରୁ ଗ୍ରହଙ୍କର ରାଶି ପରିବର୍ତନର ଶୁଭ ପ୍ରଭାବ ରହିବାର ଅଛି । ଏହି ରାଶି ପରିବର୍ତନ କାରଣରୁ ଏମାନଙ୍କର ଭାଗ୍ୟ ବଦଳିବାର ଅଛି ଆଗକୁ ଆସୁଥିବା ସମୟ ବହୁତ କିଛି ପରିବର୍ତନ ନେଇକରି ଆସିବ ତେବେ ଚାଲନ୍ତୁ ଜାଣିବା ପ୍ରଥମେ ରିଛି ବୃଷ ରାଶି ଏହି ରାଶିର ବ୍ୟକ୍ତିଙ୍କ ବୃହଷ୍ପତି ଗ୍ରହଙ୍କ ଚଳନ କାରଣରୁ ଗୁରୁ ଗ୍ରହଙ୍କର କୃପା ଏହି ରାଶି ଉପରକେ ପ୍ରାପ୍ତ ହେତୁ ଏହି ରାଶିର ବ୍ୟକ୍ତିଙ୍କ ସମସ୍ତ ଇଛା ପୁରଣ ହେବାକୁ ଯାଉଛି , ଏମାନଙ୍କ ଜୀବନରେ ସମସ୍ତ କାର୍ଯ୍ୟ ସହଜରେ ହେବାକୁ ଲାଗିବ ।ju

ତାପରେ ରହିଛି କର୍କଟ ରାଶି ଏହି ରାଶିର ବ୍ୟକ୍ତିଙ୍କ ବୃହଷ୍ପତିଙ୍କ ଚଳନ କାରଣରୁ ଜୀବନରେ ବହୁତ ଅଧିକ ସକାର୍ତ୍ମକ ପରିଣାମ ଦେଖିବାକୁ ମିଳିବ , ଏହି ରାଶିର ଲୋକଙ୍କର ଧନରେ ବୃଦ୍ଧି ଘଟିବ , ପାରିବାରକ ଜୀବନରେ ସୁଖ ଶାନ୍ତି ଆସିବ । ତାପରେ ରହିଛି କନ୍ୟା ରାଶି ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଗୁରୁ ଗ୍ରହଙ୍କର ରାଶିଙ୍କ ପାଇଁ ଗୁରୁ ଗ୍ରହଙ୍କର ରାଶି ପରିବର୍ତନ କାରଣରୁ ଜୀବନରେ ଉୃନତିର ନୂଆ ନୂଆ ଅବସର ପ୍ରାପ୍ତ ହେବ , କୈଣସି ନୂଆ ଯୋଜନା ପ୍ରସ୍ତୁତ କରିବେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *