ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ପତ୍ନୀ ଙ୍କର ରହି ଥିଲା ଅନ୍ୟ ପୁରୁଷ ଙ୍କ ସହିତ ସଂମ୍ପର୍କ ଯେମିତି ଜାଣିଲା ସ୍ୱାମୀ ତେବେ ଏମମିତି ଘଟଣା ହେଲା ଜାହା ଆପଣ ମାନେ ବିଶ୍ୱାସ ବି କରି ପାରିବେ ନାହିଁ ତେବେ ଆପଣ ମାନେ ପୋଷ୍ଟ କୁ ସେଷ ଯାଏ ପଢନ୍ତୁ ଆପଣ ମାନେ ନିଶ୍ଚିତ ଭାବେ ଜାଣି ପାରିବେ , ତେବେ ଏହି ଘଟଣା ଟି ବିହାର ର ସେଢା ମଜା ଗ୍ରାମ ରେ ହୋଇଛି ଏମିତି କିଛି ଘଟଣା ଏବଂ ଏଠାରେ ପପୂଜା ନାମକ ଜଣେ ମହିଳା ନିଜର ସ୍ୱାମୀ ଙ୍କୁ ଏମିତି କିଛି କରିଲେ ଜାହା ଆପଣ ମାନେ ଜାଣିଲେ ମଧ୍ୟ ଆଶଶ୍ଚର୍ଯ୍ୟ ହେବେ ।
2011 ରେ ବମ୍ବେ ରେ ରହୁ ଥିବା ପତି ଶ୍ରୀଧର ପୂଜା ଙ୍କୁ ବିବାହ କରି ଥିବା ବେଳେ ସେମାନଙ୍କ ସଂମ୍ପର୍କ କିଛି ଦିନ ସଠିକ୍ ରହି ଥିବା ବେଳେ ଯେତେ ବେଳେ ଏମିତି କିଛି କାର୍ଯ୍ୟ ପୂଜା ନିଜର ସ୍ୱାମୀ ଙ୍କୁ ଲୁଚେଇ କରୁ ଥିଲେ ଏବଂ ପରେ ଜଣା ପଡିଲା ତାହା ବିଷୟ ରେ ଆପଣ ମାନେ ବି ଜାଣିଲେ ଆଶ୍ଚର୍ଯ୍ୟ ହେବେ , ମାନେ ଘଟଣା ଅନୁସାରେ ଶ୍ରୀଧର ବମ୍ଭେ ରେ ରହୁ ଥିବା ବେଳେ ସେହି ସମୟ ରେ ପୂଜା ଏଠାରେ ଗ୍ରାମ ର ଜଣେ ପୁରୁଷ ଙ୍କ ସହିତ ସଂମ୍ପର୍କ ସ୍ଥାପନା କରୁ ଥିବାର ଦେଖିବା ପାଇଁ ମିଳି ଥିଲେ ।
ଏବଂ ଏହି କଥା କୁ ଶ୍ରୀଧର ଙ୍କ କିଛି ସାଙ୍ଗ ମାନେ ତାଙ୍କୁ ବମ୍ଭେ ରେ ରହୁ ଥିବା ବେଳେ ସୂଚନା ଦେଇ ଥିଲେ ଏବଂ ଏହି ସବୁ କ୍ଷେତ୍ର ରେ ଏମାନଙ୍କ ମଧ୍ୟ ରେ ବହୁତ ଝଗଡା ଲାଗି ରହି ଥିଲା ଏବଂ ଏହି ସବୁ ବେଳେ ପତ୍ନୀ ଙ୍କ ମନ ସଂମ୍ପର୍ଣ୍ଣ ଭାବେ ଶ୍ରୀ ଧର ଙ୍କ ଠାରୁ ଛାଡି ଜାଇ ଥିବା ବେଳେ ସେ ନିଜର ଶାରୀରିକ ସଂମ୍ପର୍କ ରଖୁ ଥିବା ଅନ୍ୟ ଜଣ ପାର୍ଟନର ଙ୍କ ସହିତ ଏହି ସଂମ୍ପର୍କ ରେ କହିବା ପରେ ସେମାନେ ପ୍ଲାନ୍ କରି ଏବେ ଶ୍ରୀଧର ଙ୍କୁ ଗୁଳି କରି ମାରି ଦେଇ ଥିବ ବେଳେ ଏବେ ପୋଲିସ୍ ହାତରେ ଶ୍ରୀଧର ଙ୍କ ପତ୍ନୀ ଏବଂ ସେହି ଯୁବକ ଙ୍କୁ ପୋଲିସ୍ ଆରେଷ୍ଟ କରି ଏହି ବିଷୟରେ ସଂମ୍ପର୍ଣ୍ଣ ଭାବେ ତଥ୍ୟ ସଂଙ୍ଗ୍ରହ କରି ଥିବାର ଦେଖିବା ପାଇଁ ମିଳିଛନ୍ତି , ଏବଂ ଏହି ଘଟଣା କୁ ନେଇଉ ବର୍ତମାନ ସମୟ ରେ ଇନଭେଷ୍ଟି କେସନ ବି ଜାରି ରଖି ଥିବାର ଦେଖିବା ପାଇଁ ମିଳିଛି ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।