କଣ ସତରେ ଅନୁଭବ ଓ ତାଙ୍କ ମା ବର୍ଷା ଙ୍କୁ ମାରିବାକୁ ଷଡଯତ୍ନ କରୁଛନ୍ତି

brasha

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଲିଉଡର ସୁପର ଷ୍ଟାର ଅନୁଭବ ମହାନ୍ତି ଏବଂ ଓଲିଉଡ଼ କୁଇଁନ ବର୍ଷା ପ୍ରଦର୍ଶନୀ ଙ୍କ ବିବାଦର ଆସିଛି ଏକ ନୂଆ ମୋଡ଼ ଥାନାର ଦ୍ୱାରସ୍ଥ ହେଲେ ଅଭିନେତ୍ରୀ ବର୍ଷା ପ୍ରଦର୍ଶନୀ ଏବଂ ତାଙ୍କ ଶାଶୁ ମଧୁସ୍ମିତା ମହାନ୍ତି ଏବଂ ଅନୁଭବ ମହାନ୍ତି ଉଭୟ ପରସ୍ପର ବିରୋଧରେ ଆଣିଛନ୍ତି ଅଭିଯୋଗ । ଉଭୟ ପକ୍ଷରୁ କଟକ ପୁରୀ ଘାଟ ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ବର୍ଷା ପ୍ରଦର୍ଶନୀ ଅଭିଯୋଗ କରିଛନ୍ତି କି ତାଙ୍କୁ ଘରୁ ବାହାର କରିବା ପାଇଁ ଚକ୍ରାନ୍ତ କରାଯାଉଛି ଏମିତିକି ତାଙ୍କୁ ଧମକବି ଦିଆଯାଉଛି ତାଙ୍କୁ ମାନସିକ ଚାପରେ ମଧ୍ୟ ରଖାଯାଉଛି ।brasha

ସିଏ ଅସୁସ୍ଥ ଏବଂ ଧର୍ଯ୍ୟ ହରା ହେଉପଡ଼ିଲେନି ତାଙ୍କ ଜୀବନ ପ୍ରତି ବିପଦ ରହିଛି ଏମିତି କୁ ତାଙ୍କ ଘର ଲୋକଙ୍କୁ ମଧ୍ୟ ହଇରାଣ କରାଯାଉଛି ବୋଲି ବର୍ଷା ପ୍ରଦର୍ଶନୀ ଅଭିଯୋଗ କରିଛନ୍ତି । ସେପଟେ ଶାଶୁ ମଧୁସ୍ମିତା ମହାନ୍ତି ଗତ ତିନି ତାରିଖ ବେଳେ ଏପଟେ ବର୍ଷା ପ୍ରଦର୍ଶନୀ ପାଞ୍ଚ ତାରିଖ ବେଳେ ଓଲଟା ଅଭିଯୋଗ କରିଛନ୍ତି । ବର୍ଷା ଙ୍କ ଶାଶୁ ଅଭିଯୋଗ କରିଛନ୍ତି ଗତ ଦୁଇ ତିନି ମାସ ହେଲା ବର୍ଷା ଅସଭାବିକ ସ୍ଥିତି ଉପୂଜାଉଛନ୍ତି 60 ବର୍ଷ ତଳର ଘରର ମରାମତି ଆବଶ୍ୟକ ରହିଛି ଘର ରେ ଥିବା ସ୍ୟପ୍ଟି ଟଙ୍କି ମରାମତି ହେବ ନିହାତି ଆବଶ୍ୟକ ରହିଛି ସେଥିପାଇଁ ଘରର ସଦସ୍ୟ 10 ଦିନ ପାଇଁ ବାହାରକୁ ଯିବା ଆବଶ୍ୟକ ରହିଛି କିନ୍ତୁ ବର୍ଷା ଘର ଛାଡ଼ି ଯିବାକୁ ରାଜି ହେଉନାହାନ୍ତି ତେଣୁ ମରାମତି କାର୍ଯ୍ୟ ରେ ଅସୁବିଧା ହେଉଛି ।bbb

କିନ୍ତୁ ବର୍ଷା ଏହାକୁ ବାହାନା ବୋଲି ଭାବି ନେଇଛନ୍ତି ସୂଚନା ଯୋଗ୍ୟ ଅନୁଭବ ମହାନ୍ତି ଏବଂବର୍ଷା ପ୍ରଦର୍ଶନୀ ପରସ୍ପର ଙ୍କ ବିରୋଧରେ କୋଟ ର ଦ୍ୱାରସ୍ଥ ହେଉଛନ୍ତି । ଅନୁଭବ ଦିଲ୍ଲୀ ପଟିଆଲା କୋଟ ଛାଡ ପତ୍ର ପାଇଁ ଆବେଦନ କରିଛନ୍ତି ମାମଲା ଗୁଡ଼ିକ ବିଚାର ଧିନ ଥିବାବେଳେ ବର୍ଷା ପ୍ରଦର୍ଶନୀ ଏବେବି ତାଙ୍କ ଶାଶୁ ଘରେ ରହୁଛନ୍ତି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *