ପାଖରେ ଏମିତିକା ନୋଟ ଥିଲେ ଆପଣ ବି ହୋଇଯିବେ ଲକ୍ଷପତି । କେବଳ କରନ୍ତୁ ଏହି କାମ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ତେବେ 786 ସିରିଜ୍ ରହି ଥିବା ନୋଟ୍ ଆପଣ ମାନଙ୍କୁ କରି ଦେବ ମାଲା ମାଲ୍ ମିଳିବ ଆପଣ ମାନଙ୍କୁ ଲକ୍ଷ ଲକ୍ଷ ଟଙ୍କା , ତେବେ ବନ୍ଧୁଗଣ ଦିପାବଳୀ ରେ ଏହି ସିରିଜ୍ ନୋଟ୍ ବୀକ୍ରୀ କରି ଆପଣ ମାନେ କେଉଁ ପରି ଭାବେ ହୋଇ ପାରିବେ ଲକ୍ଷ୍ୟପତି ଏହି ବିଷୟ ରେ ସଂମ୍ପର୍ଣ୍ଣ ଖବର ଜାଣିବା ପାଇଁ ଆପଣ ମାନେ ସେଷ ଯାଏ ପୋଷ୍ଟ କୁ ପଢନ୍ତୁ ତେବେ ନିଶ୍ଚିତ ଭାବେ ଜାଣି ପାରିବେ । ଯଦି ଆପଣ ମାନଙ୍କୁ ପୁରୁଣା ନୋର୍ଟ ଏବଂ ମୂଦ୍ରା ସଂଗ୍ରହ କରିବାର ସୈକ୍ ରହିଛି ତେବେ ଆପଣ ମାନେ ବି ସହଜ ରେ ଲକ୍ଷ୍ୟ ପତି ହୋଇ ପାରିବେ , ଚଳିତ ବର୍ଷ ରେ ଦିପାବଳୀ ରେ ପୁରୁଣା ନୋର୍ଟ ଏବ୍ଂ ମୂଦ୍ରା ର ବିକ୍ରୀ ଦ୍ୱାରା ଆପଣ ମାନଙ୍କ ଭାଘ୍ୟ ସଂମ୍ପର୍ଣ୍ଣ ଭାବେ ବଦଳି ଜାଇ ପାରିବ , ବର୍ତମାନ ଠାରୁ ହିଁ ଆପଣ ମାନେ ଶୀଘ୍ର ଏହି 786 ସିରିଜ୍ ନୋର୍ଟ କୁ ଖୋଜିବା ଆରମ୍ଭ କରି ଦିଅନ୍ତୁ ।not

ଯଦି ଆପଣ ମାନଙ୍କ ପାଖରେ ଏହି ସିରିଜ୍ ର ନୋର୍ଟ ରହିଛି ତେବେ ଆପଣ ମାନେ ବି ଲକ୍ଷ୍ୟ ପତି ହୋଇ ପାରିବେ , ଏଥି ପାଇଁ ଆପଣ ମାନଙ୍କୁ EP ର ୱେବସାଇଟ୍ କୁ ଜାଇ ନୋର୍ଟ ବୋଲି ଲଗେଇ ନିଶ୍ଚିତ ଭାବେ ରୋଜଗାର କରି ପାରିବେ , ତେବେ ଆପଣ ମାନଙ୍କୁ କେଉଁ କେଉଁ ନୋର୍ଟ ଆବଶ୍ୟକ ଜାଣନ୍ତୁ । ଭାରତୀୟ ରେ EP ର ୱେବସାଇଟ୍ ସବୁ ସମୟ ରେ ନୋର୍ଟ ର ନିଲାମ କରେ ଏବଂ ଏହି ଠାରେ ଯେକୈଣସି ବି ବ୍ୟକ୍ତି ଅଶଂ ଗ୍ରହଣ କରି ପାରିବେ , ସେମିତି ରେ 786 ସିରିଜ୍ ନୋର୍ଟ ରେ ଆପଣ ମାନେ 3 ଲକ୍ଷ୍ୟ ଯାଏ ବୋଲି ଲେଗଇ ପାରିବେ , ସେହି ପରି ଆପଣ ମାନଙ୍କ ପାଖରେ 1 ଟଙ୍କାର ନୋର୍ଟ ରହିଛି ଜାହାକୁ 1917 ମସିହା ରେ ଛପା ଜାଇ ଥିଲା ତେବେ ଆପଣ ମାନଙ୍କୁ 10 ହଜାର ଟଙ୍କା ଯାଏ ମିଳି ପାରିବ ।kayan

ସେହି ପରି ବେଳେ ଆପଣ ମାନଙ୍କ ପାଖରେ 1951 ମସିହା ରେ 20 ଟଙ୍କାର ନୋର୍ଟ ଥିଲେ ନିଶ୍ଚିତ ଭାବେ 1 ଲକ୍ଷ୍ୟ ଟଙ୍କା ଆପଣ ମାନେ ଜିତି ପାରିବେ , ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *