ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ପାଞ୍ଚ ଜଣଙ୍କୁ ବିବାହ କଲାପରେ ପୁଣି ଭାଉଜ ପକାଇଲେ ଦିଅର ଉପରେ ଖରାପ ନଜର ତେବେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ବିହାରର ଜଣେ ମହିଳା ପାଞ୍ଚ ଜଣଙ୍କୁ ବିବାହ କରି ତାହା ପରେ ମହିଳାଙ୍କ ନିଜ ସ୍ୱାମୀ ଭାଈଙ୍କ ସହ ପ୍ରେମ ହୋଇଗଲା । ତେବେ ଏହି ମହିଳା ଜଣଙ୍କ ନିଜ ସ୍ୱାମୀଙ୍କୁ ଛାଡି ଦିଅର ସହ ଲୁଚି ପଳାଇଲେ , ଏହି ମହିଳା ଜଣଙ୍କ ଦିଅର ସହିତ ଦୁଇ ଦିନ ବାହାରେ ରହିଲେ ଏବଂ ଦିଅରକୁ ବିବାହ କରିବାକୁ ମନସ୍ତ କଲେ , ଏହି ସମୟ ମଧ୍ୟରେ ମହିଳାର ସ୍ୱାମୀ ଏହି ବସୟରେ ଜାଣି ପାରିଲେ ଏବଂ ମହିଳାକୁ ଧରିବା ପାଇଁ ଚେଷ୍ଟା କଲେ ।
ଏବଂ ଯେଉଁଠାରେ ଏହି ମହିଳା ନିଜ ପ୍ରେମିକ ସହ ରହୁଥିଲେ ସେହି ସ୍ଥାନରେ ପହଞ୍ଚିବା ପରେ ସମସ୍ତେ ହଙ୍ଗାମା କରିଥିଲେ ଗ୍ରାମ ବାସି ଏବଂ ତାଙ୍କ ସ୍ୱାମୀ , ତ କେବଳ ଏତିକି ନୁହେଁ ଅନେକ ସମୟରେ ଦୁଇ ଜଣକୁ ମାରିବା ପାଇଁ ମଧ୍ୟ ଧମକ ଦେଇଥିଲେ ଏବଂ ଦୁଇ ଜଣକୁ ନଣ୍ଡା କରେଇ ଗାଁରେ ବୁଲେଇ ଥିଲେ । କିନ୍ତୁ ଆପଣକୁ କହିବାକୁ ଚାହୁଛି ଯେ ମହିଳା ଜଣକ ବୟସରେ 35 ବୟସ ହୋଇଥିଲା ଯାହାକି 5ଟି ବିବାହ କରିଥିଲେ ପୂର୍ବରୁ , ଏହି ସମୟରେ ଯାହାକି ବର୍ତମାନ ନିଜ ପ୍ରେମିକକୁ ପୁଣି ଥରେ ବିବାହ କରିବାକୁ ମନସ୍ତ କରିଛନ୍ତି ଏହି ମହିଳା ।
ଏବଂ 6 ମାସ ହେଲା ଚାଲିଥିଲା ପ୍ରେମ ସମ୍ବନ୍ଧ ଦିଅରକୁ କରୁଥିଲେ ଭାଉଜ ପ୍ରେମ କିନ୍ତୁ ଧିରେ ଧିରେ ଯାହାକି ପ୍ରେମ ଅଧିକ ବଢିଲା ଏବଂ ଏମାନେ ଦୁଇଜଣ ଲୁଚି ପଳେଇଲେ କିନ୍ତୁ ଆଗରୁ ଏହି ମହିଳା ପାଞ୍ଚ ଜଣଙ୍କୁ ବିବାହ କରିଥିଲେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।