ସ୍ୱାମୀ , ସ୍ତ୍ରୀ ଏହି କାମ କଲେ ହୋଇଥାଏ ପୁଅର ଜନ୍ମ । ନିଶ୍ଚୟ ଜାଣନ୍ତୁ

baby

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଆମେ ଜାଣିବା ଯେ କଣ କଲେ ସ୍ୱାମୀ ସ୍ତ୍ରୀ ଙ୍କର ପୂତ୍ର ସନ୍ତାନ ଜନ୍ମ ହୋଇଥାଏ । ଏହି ସଂସାରରେ ସମସ୍ତେ ଚାହାନ୍ତି ଯେ ବିବାହ ବନ୍ଧନରେ ବାନ୍ଧି ହେବା ପାଇଁ ଏବଂ ସେମାନଙ୍କର ଗୋଟିଏ ପୂତ୍ର ସନ୍ତାନ ହେବା ପାଇଁ ଏହା ସମସ୍ତଙ୍କର ଇଚ୍ଛା ରହିଥାଏ କିନ୍ତୁ ଏହା ସବୁବେଳେ ସମ୍ଭବ ହୋଇପାରି ନଥାଏ । କାହାର ପୂତ୍ର ସନ୍ତାନ ହୋଇଥିବା ବେଳେ କାହାର କନ୍ୟା ସନ୍ତାନ ହୋଇଥାଏ , ଏହିଠାରେ ଆମେ କହିରଖୁଛୁ ଯେ ପୁଅ ହେଉ କିମ୍ବା ଝିଅ ହେଉ ସମସ୍ତେ ସମାନ ଅଟନ୍ତି କିନ୍ତୁ ଅନେକ ଲୋକମାନଙ୍କ ଇଚ୍ଛା ରହିଥାଏ ଯେ କେବଳ ପୂତ୍ର ସନ୍ତାନ ହେଉ ବୋଲି ତେବେ ଆଜି ଆମେ ଆପଣଙ୍କୁ କହିବୁ ଯେ କଣ କଲେ କେବଳ ପୂତ୍ର ସନ୍ତାନ ହେବ ବୋଲି ।dipa

ତେବେ ଚାଲନ୍ତୁ ଜାଣିବା ଯେ କଣ କରିବା ଦରକାର ପ୍ରଥମ କଥାଟି ହେଉଛି ଆପଣଙ୍କର ପୂଜା ଘର ତ ପ୍ରତି ଦିନ ଘିଅ ଦୀପ ଜଳା ହୋଇଥାଏ କିନ୍ତୁ ଆପଣ ଯଦି ପୂତ୍ର ସନ୍ତାନ ଚାହାନ୍ତି ତେବେ ପ୍ରତି ସୋମବାର ଓ ଶନିବାରରେ ଦୁଇଟି ଲେଖାଏ ଘିଅ ଦୀପ ନିଜ ପୂଜା ଘରେ ଜାଳିବା ନିହାତି ଦରକାର । ଦିତୀଟି ହେଉଛି ଯେ ଆପଣଙ୍କର ବେଡ୍ ରୁମ ରେ ବା ଶୋଇବା ଘରେ ଖଟର ସାମ୍ନା ପଟେ ସନ୍ଦର ଶିସୁର ଫୋଟ ନିଶ୍ଚୟ ଲଗାନ୍ତୁ ଯାହା ଦ୍ୱାରାକି ଆପଣଙ୍କୁ ପୂତ୍ର ସନ୍ତାନ ପ୍ରାପ୍ତିରେ ଅତ୍ୟଧିକ ସହାୟକ ହୋଇଥାଏ ।baby

ଶେଷରେ ତୃତୀୟ କଥାଟି ହେଉଛି ଆପଣଙ୍କର ପ୍ରତି ରବିବାର କେବେବି ଆମିସ ଖାଆନ୍ତୁ ନାହିଁ ଯାହା ଫଳରେ ପୂତ୍ର ସନ୍ତାନ ଜନ୍ମ ହେବାରେ ସବୁଠାରୁ ବଡ କାମ କରିଥାଏ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *