ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜିର ଟୋପିକ୍ ହେଉଛି ଆପଣ ମାନେ ନିଜ ନିଜର ମନ ପସନ୍ଦ ର ଝିଅ କୁ କେମିତି ଭାବେ ପାଇ ପାରିବେ, ତେବେ ବନ୍ଧୁଗଣ ଏହିଥି ପାଇଁ ଆମେ ଆପଣ ମାନଙ୍କୁ ଏମିତି କିଛି କାମ ବିଷୟ ରେ କହିବୁ ଜାହା ଜାଣି ପାରିଲେ ଆପଣ ମାନେ ଏମିତି କରି ପାରିବେ , ଏବଂ ଏହି ପୋଷ୍ଟ ଟି ସେଷ ଯାଏ ପଢନ୍ତୁ ଆପଣ ମାନଙ୍କ କାମ ରେ ନିଶ୍ଚତ ଭାବେ ଆସିବ । ତେବେ ବନ୍ଧୁଗଣ ଆପଣ ମାନେ ବହୁତ ସମୟ ରେ ବହୁତ ଚେଷ୍ଟା କରି ମଧ୍ୟ ଆପଣ ମାନେ ଗୋଟିଏ ବି ଝିଅ ପଟେଇ ପାରୁ ନାହାଁନ୍ତି ବା ପାଇ ପାରୁ ନାହାଁନ୍ତି ।
ଏହା ପାଇଁ ପ୍ରଥମ ପୟେଣ୍ଟ ଝିଅ ମାନଙ୍କ ଆଗରେ କେବେ ବି ଲାଜ କରନ୍ତୁ ନାହିଁ ଏବଂ କଥା ହେବା ସମୟ ରେ କେବେ ବି ତର ତର ହେବ ନାହିଁ କାହିଁକି ନା ଝିଅ ମାନେ ଲାଜ କରୁ ଥିବା ପୁଅ ମାନଙ୍କୁ କେବେ ବି ପସନ୍ଦ କରନ୍ତି ନାହିଁ , ସେହି ପରି ଦୁଇ ରେ ବନ୍ଧୁଗଣ ଆପଣ ମାନେ ସବୁ ସମୟ ରେ ଏହି କଥା କୁ ନୋଟିସ୍ କରିବେ କି ଝିଅ କଥା ହେବା ସମୟ ରେ କେଉଁ କଥା କୁ ବେଶୀ ପସନ୍ଦ କରୁଛି , ଏବଂ ତୁମକୁ ସେହି ବିଷ. ରେ କଥା ହେବାକୁ ପଡିବ , ସେହି ପରି ଆପଣ ମାନେ କେବେ ବି ଝିଅ କୁ କେବେ ତାର ପାଠ ପଢା ର ପ୍ରଶ୍ନ ଉତ୍ତର ପଚାରିବ ନାହିଁ ।
କାରଣ ଏହା ପ୍ରେମ ବିରୋଧୀ ଅଟେ ତେଣୁ କେବେ ବି ଆପଣ ମାନେ ପାଠ ପଢା ବିଷୟ ରେ କଥା ହେବ ନାହିଁ , ସେହି ପରି ବନ୍ଧୁଗଣ ତୁମକୁ ଝିଅ ର ଜାହା ଜାହା ପସନ୍ଦ ଲାଗୁଛି ତାହା ସବୁ ପ୍ରସଂସା କରିବା ପାଇଁ ଭୁଲିବ ନାହିଁ , ସେହି ପରି ବନ୍ଧୁଗଣ ମନେ ରଖିବ କି ଗୋଟିଏ କଥା କୁ କେବେ ବି ବାରମ୍ବାର କହିବ ନାହିଁ ଏହା ଝିଅ ମାନଙ୍କୁ ଇରିଟେଡ୍ କରେ । ଏହା ସହିତ ତୁମେ କଥା ହେବା ସମୟ ରେ ଓଠ କହିବା ଅପେକ୍ଷା ସବୁ ସମୟ ରେ ଆଖି ରେ କହିବା ପାଇଁ ଚେଷ୍ଟା କରିବ , ସେହି ପରି ବନ୍ଧୁଗଣ ସବୁ ସମୟ ରେ ପୁଅ ମାନେ ଗୋଟିଏ ଭୁଲ କରନ୍ତି ସେମାନେ ଝିଅ ମାନଙ୍କୁ ଦେଖିଲେ ଏବଂ ପସନ୍ଦ ଆସିଲେ ହିଁ ସେମାନେ ପ୍ରୋପଜ୍ କରି ଦେଇ ଥାନ୍ତି ,
ହେଲେ ତୁମେ ମାନେ କେବେ ବି ଏମିତି କରିବ ନାହିଁ ବରଂ ପ୍ରେମ କରିବା ପୂର୍ବ ରୁ ତୁମେ ମାନେ ଗୋଟିଏ ଭଲ ଏବଂ ବିଶ୍ୱାସୀ ବନ୍ଧୁ ହେବାକୁ ଚେଷ୍ଟା କର ନିଶ୍ଟିତ ଭାବେ ତୁମେ ଝିଅ କୁ ପଟେଇବାରେ ସଫଳତା ହାସଲ କରିବ, ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।