ଝିଅକୁ କେମିତି ଆକର୍ଷିତ କରିବେ ? ଏହି ଉପାୟ ଅପଣାଇଲେ ଝିଅ ନିଶ୍ଚୟ ପଟିବ

girl

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କ ସହିତ କତା ହେବା କି ଝିଅ ସହିତ ଆପଣ ମାନେ କେମିତି କଥା ହେଲେ ସେ ଅଧିକ ଇଣ୍ଟରେଷ୍ଟ ଦେବ ବହୁତ ସମୟ ରେ ସବୁ ଝିଅ ମାନେ ଫେସବୁକ୍ ଇନଷ୍ଟାଗ୍ରାମ୍ ଏବଂ ୱାର୍ଟସପ ରେ ଝିଅ ମାନଙ୍କ ସହିତ କଥା ବର୍ତା ହେବାକୁ ପସନ୍ଦ କରନ୍ତି କିନ୍ତି ଅଧିକ ସମୟ ଯାଏ ଆପଣ ମାନେ କେଉଁ ଟପିକ୍ ରେ କଥା ହେଲେ ଆପଣ ମାନେ ଝିଅ ମାନଙ୍କୁ ଇମ୍ପ୍ରେସ୍ କରି ପାରିବେ ସେହି ବିଷୟରେ ଆପଣ ମାନଙ୍କୁ ଜଣେଇବା ପାଇଁ ଚେଷ୍ଟା କରିବୁ । ତେବେ ପ୍ରଥମ ପୟେଣ୍ଟ ଟି ରହିଛି ବନ୍ଧୁଗଣ ଝିଅ ମାନେ ସବୁ ସମୟ ରେ ଯେଉଁ ବିଷୟ ରେ ଅଧିକ କଥା ହେବାକୁ ପସନ୍ଦ କରନ୍ତି ତାହା ହେଲା ଖାଦ୍ୟ ଖାଇବା ବିଷୟ ରେ ଝିଅ ମାନେ ପୁଅ ମାନଙ୍କ ଠାରୁ ଅଧିକ ହୋଇ ଥାନ୍ତି ଏବଂ ଏହାର ଫାଇଦା ଆପଣ ମାନଙ୍କୁ ଉଠେଇବା ପାଇଁ ପଡିବ ଝିଅ ତାର ପସନ୍ଦ ର ଖାଦ୍ୟ ଉପରେ ଇଣ୍ଟରେଷ୍ଟ ଦେଇ କଥା ହେବ କାରଣ ସେମାନଙ୍କୁ ଏହି ବିଷୟ ରେ କଥା ହେବାକୁ ବହୁତ ପସନ୍ଦ ଆସେlove

ସେହି ପରି ବନ୍ଧୁଗଣ ଦୁଇ ରେ କହିବା ପାଇଁ ତୁମେ ମାନେ ତାଙ୍କର ଫ୍ୟୁଚର ପ୍ଲାନ୍ ବିଷୟ ରେ ପଚାରି ପାରିବ ଏହି ଥିରେ ସେମାନେ ବହୁତ ଇଣ୍ଟରେଷ୍ଟ ଦେଇ ଥାନ୍ତି ଏବଂ ସେମାନେ ଆପଣଙ୍କ ଉପରେ ଇମ୍ପ୍ରେସ୍ ହୋଇ ପାରିବେ ,ସେହି ପରି ତିନି ରେ ବନ୍ଧୁଗଣ ଯଦି ଝିଅ ପଢିଛି ତେବେ ତୁମେ ମାନେ ତାଙ୍କର ସ୍କୁଲ କଲେଜ୍ ବିଷୟ ରେ କଥା ହୋଇ ପାରିବ ତେବେ ନିଶ୍ଚିତ ଭାବେ ସେ ଆପଣ ମାନଙ୍କ ଉପରେ ଇମ୍ପ୍ରେସ୍ ହେବେ , ଏହି କଥା ଭାବେ ମନେ ରଖିବେ କି ଆପଣ ମାନେ ତା ଆଗରେ କେତେ ବି ଭୁଲ କରିଲେ ସେ ଆପଣଙ୍କୁ କେବେ ବି କିଛି କହିବ ନାହିଁ ବରଂ ସେ ବୁଝେଇବ ସେମିତି ବେଳେ ସେ ଆପଣ ମାନଙ୍କ ପସନ୍ଦ ଏବଂ ନା ପସନ୍ଦ ବିଷୟ ରେ ହିଁ ଜାଣିବା ପାଇଁ ଚେଷ୍ଟା କରିବ ,loves

ସେହି ପରି ବନ୍ଧୁଗଣ ଯଦି ଝିଅ ତୁମକୁ ପାର୍ଟନର କରିବା ପାଇଁ ଚାହୁଁଛି ତେବେ ତୁମ ପାଖରେ ରହିଲେ ସେ ସବୁ ବେଳେ ଖୁସୀ ଜଣା ପଡୁ ଥିବ ତୁମର ସବୁ କଥା କୁ ସୁଣୁ ଥିବ ଧ୍ୟନ ଦେଉ ଥିବ ତେବେ ଏମିତି ସବୁ କରୁ ଥିଲେ ଜାଣି ନିଅନ୍ତୁ ସେ ଆପଣଙ୍କୁ ପସନ୍ଦ କରୁଛି ବା ପାର୍ଟନର କରିବା ପାଇଁ ଚାହୁଁଛି ମଧ୍ୟ ଏବଂ ଆପଣ ମାନଙ୍କ ଉପରେ ସେ ଇମ୍ପ୍ରେସ୍ ହୋଇଛି ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *