ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ଷା ପ୍ରିୟଦର୍ଶନୀ ଏବଂ ଅନୁଭବ ଙ୍କ ତିକ୍ତତା ଦିନ କୁ ଦିନ ସୋସିଆଲ ମିଡ଼ିଆ ରେ ଚର୍ଚ୍ଚା ର ବିଷୟ ପାଲଟିବାରେ ଲାଗିଛି , ତେବେ କଣ ଜେଲ୍ ଯିବେ ବର୍ଷା ପ୍ରିୟଦର୍ଶନୀ କଣ ଜାହା ସବୁ ନିଜ ସ୍ୱାମୀ ଏବଂ ପରିବାର ଲୋକ ଙ୍କ ବିଷୟ ରେ ମନ୍ତବ୍ୟ ଦେଇ ଥିଲେ ସେହି ସବୁ ସଂମ୍ପର୍ଣ୍ଣ ଭାବେ ମିଥ୍ୟା ଥିଲା । ଯଦି ଦେଖିବେ ବର୍ତମାନ ସମୟ ରେ ସୋସିଆଲ ମିଡ଼ିଆ ରେ କିଛି ଭିଡ଼ିଓ ଭାଇରଲ ହେବାରେ ଲାଗିଛି ,ବନ୍ଦଉଗଣ ଯେଉଁ ଥିରେ ଏକ କଲ ରେକୋର୍ଡ ରହିଛି ଜାହା ବର୍ତମାନ ସମୟ ରେ ସୋସିଆଲ ମିଡିଆ ରେ ଖୁବବ୍ ପରିମାଣ ରେ ଭାଇରଲ ହେବାରେ ଲାଗି ଥିବା ବେଳେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ ଜଣେଇ ଦେବାକୁ ଚାହିଁବୁ କି ଏହି ରେକୋର୍ଡ ରେ କଣ କଣ ସବୁ ସଢଯନ୍ତ୍ର ବିଷୟ ରେ କହିଛନ୍ତି ବର୍ଷା ,ସେମିତି ରେ ଆପଣ ମାନେ ନିଶ୍ଚିତ ଭାବେ ଜାଣି ଥିବେ ବର୍ଷା ଏବଂ ଅନୁଭବ ଙ୍କ ତିକ୍ତତା ର ସମାଧାନ ବର୍ତମାନ ସମୟ ରେ ହୋଇ ପାରି ନାହିଁ , କେବଳ କୋର୍ଟ ର ସୁଣାଣି କୁ ବାକି ରହିଛି , ଏବଂ ଏବେ ବି ବର୍ଷା ଅନୁଭବ ଙ୍କ ଘରେ ରହୁଛନ୍ତି ,
ହେଲେ ବର୍ତମାନ ସମୟ ରେ ବର୍ଷା ଏବଂ ତାଙ୍କର ସାଙ୍ଗ ସହିତ କଥା ହେଉ ଥିବା ଏକ ଫୋନ୍ ରେକୋର୍ଡ ସାମ୍ନା କୁ ସେହି ଥିରେ ଜଣା ପଡୁଛି କି ବର୍ଷା ଅନୁଭବ ଙ୍କ ବିପକ୍ଷ୍ୟ ସଂମ୍ପର୍ଣ୍ଣ ଭାବେ ସଢଯନ୍ତ୍ର କରୁଛନ୍ତି ବୋଲି ଜଣା ପଡୁଛି , ଏହି ରେକୋର୍ଡିଂ ଅନୁଯାୟୀ ବର୍ଷା ଙ୍କର ଅନ୍ୟ ଏକ ରୂପ ମଧ୍ୟ ରହିଛି ବୋଲି ସେହି ଥିରୁ ଜଣା ପଡିଛି ଏବଂ ଜାହା ସେ ବର୍ତମାନ ସମୟ ରେ ନିଜର ଶାଶୁ ଘର ର ଲୋକ ମାନଙ୍କ ଉପରେ ଦେଖାଉଛନ୍ତି , ନିଜ ସ୍ୱାମୀ ଙ୍କୁ ନିଜର ଗୋଡ ତଳେ ରଖିବା ପାଇଁ ଏମିତି ସବୁ ସଢଯନ୍ତ୍ର କରି ଥିବାର ସେ ନିଜେ ଫୋନ୍ ରେ ନିଜର ସାଙ୍ଗ କୁ କହିବା ଏବଂ ଆଗାମୀ ସମୟ ରେ କଣ ସେମାନଙ୍କ ବିପକ୍ଷ୍ୟ ରେ ସଢଯନ୍ତ୍ର ରହିବ ସେହି ବିଷୟ ରେ ସେ ସେହି ରେକୋର୍ଡି ରେ କହି ଥିବାର ଦେଖିବା ପାଇଁ ମିଳିଛି ,
ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏଠାରେ ସଂମ୍ପର୍ଣ୍ଣ ଭାବେ କହିବା ଦେବା କୁ ଚାହିଁବୁ କି ଏହି ରେକୋର୍ଡିଂ ବର୍ତମାନ ସମୟ ରେ ସୋସିଆଲ ମିଡ଼ିଆ ରେ ଭାଇରଲ ହେଉ ଥିବା ବେଳେ କିଛି ଲୋକ ମାନେ ବର୍ଷା ସପକ୍ଷ୍ୟ ରହି ତାଙ୍କୁ ସୋପର୍ଟ ଦେଖାଉ ଥିବା ବେଳେ ଆଉ କିଛି ଲୋକ ମାନେ ଏହା ଅନୁଭବ ଏକ ସଢଯନ୍ତ୍ର ଜାହା ଦ୍ୱାରା ବର୍ଷା ଙ୍କୁ ସେ ବ୍ଲେମ୍ କରି ପାରିବେ ବୋଲି କହୁଛନ୍ତୁ , ସେମିତି ରେ ବନ୍ଧୁଗଣ ଆପଣ ମାନେ ସେହି ରେକୋର୍ଡିଂ କୁ ସୁଣନ୍ତୁ ଏବଂ ନିଶ୍ଚିତ ଭାବେ ଆମକୁ କମେଣ୍ଟ କରି କୁହନ୍ତୁ କି ଏହା ସତରେ କଣ ବର୍ଷା ଫୋନ ରେକୋର୍ଡିଂ କି ନାହିଁ , ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।