ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ ଜଣେଇ ଦେବାକୁ ଚାହିଁବୁ କି ବାସ୍ତୁ ଶାସ୍ତ୍ର ଅନୁସାରେ ଦିପାବଳୀ ରେ କେଉଁ ସବୁ ଜିନିଷ ଘରେ ରଖିବା କଥା ନୁହଁ ଏହାକୁ ତୁରନ୍ତ ଘରୁ ବାହାର କରି ଦେବା କଥା ନଚେତ୍ ଆପଣ ମାନଙ୍କ ଘର ଉପରେ ଏହାର ଅଶୁଭ ପ୍ରଭାବ ଦେଖିବା ପାଇଁ ମିଳି ପାରେ , ତେବେ ବନ୍ଧୁଗଣ ଆସନ୍ତୁ ସଂମ୍ପର୍ଣ୍ଣ ଭାବେ ଜାଣି ନେବା ସେହି ସବୁ ଜିନିଷ ବିଷୟ ରେ ଯେଉଂ ଜିନିଷ କୁ ଘର ବାହାର କରି ଦେବା କଥା । ତେବେ ବନ୍ଧୁଗଣ ପ୍ରଥମେ ରହିଛି ଦେବୀ ଦେବତା ଙ୍କ ଚିରା ଫଟା ଫୋଟ ସବୁ ଆପଣ ମାନେ ଘରେ ରଖିଛନ୍ତି ତେବେ ତୁରନ୍ତ ଏହାକୁ ଆପଣ ମାନେ ବାହାର କରି ଦିଅନ୍ତୁ ନଚେତ ଆପଣ ମାନଙ୍କ ଘରେ ଧନ ର ଅଭାବ ଏବଂ କ୍ଷେତି ଯୋଗ ସବୁ ସମୟ ରେ ଲାଗି ରହିବ ।
ସେହି ପରି ବନ୍ଧୁଗଣ ଦୁଇ ରେ ରହିଛି ପୁରୁଣା ଏବଂ ଚିରା କପଡା , ଜାହା ଆପଣ ମାନଙ୍କ ଘରେ ରହିଛି କେବେ ଆପଣ ମାନେ ଦିପାବଳୀ ପୂପ୍ବ ରୁ ହିଁ ଏହାକୁ ଆପଣ ମାନଙ୍କ ଘରୁ ବାହାର କରି ଦିଅନ୍ତୁ , ନଚେତ୍ ଆପଣ ମାନଙ୍କ ଘରରୁ ଅଶୁଭ ଶକ୍ତି ର ପ୍ରଭାବ ରୁ କେହି ବି ବ଼ଞ୍ଚେଇ ପାରିବେ ନାହି୍ଁ । ସେହି ପରି ତିନି ରେ ବନ୍ଧୁଗଣ ଆପଣ ମାନଙ୍କ ଛାତ ଉପରେ ପଡି ଥିବା ମଇଳା ଦ୍ୱାରା ଆପଣ ମାନଙ୍କ ଘରେ ଟଙ୍କା ର ଅଭାବ ଦେଖିବା ପାଇଁ ମିଳେ ଏମିତି ସବୁ ଜିନିଷ ଆପଣ ମାନଙ୍କ ଘରେ ରହିବା ଦ୍ୱାରା ଆପଣ ମାନଙ୍କ ଘରେ ଧନ ର ହାନୀ ହୋଇ ଥାଏ ।
ଏହି ଦିନ ରେ ଆପଣ ମାନେ ନୂଆ ଜିନିଷ ସବୁ କୁ ଘରରୁ କିଣି ଆଣିବା ସହିତ ଆପଣ ମାନଙ୍କ ଘର କୁ ସଂମ୍ପର୍ଣ୍ଣ ପରିସ୍କାର କରିବା ଜରୁରୀ ଅଟେ , ସେହି ପରି ଆପଣ ମାନେ ସୁନା ଗହଣା କିଣି ପାରିବେ ଏବଂ ନିଜର ଗଡରେଜ୍ ରେ ଏହି ଦିନରେ କୁବେର ଦେବ ଙ୍କ ମୃତି ରଖନ୍ତୁ ଦେଖିବେ ଆପଣ ମାନଙ୍କ ଆୟ ଦୁଇ ଗୁଣା ହୋଇ ଯିବ , ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।