ଦୀପାବଳୀ ପୂର୍ବରୁ ଘରୁ କାଢ଼ିଦିଅନ୍ତୁ ଏହି ( 5ଟି ଜିନିଷ ) ସର୍ବନାଶ ହେବ |

diwali

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଦୀପାବଳି ପୂର୍ବରୁ ଘରୁ ବାହାର କରି ଦିଅନ୍ତୁ ଏହି ୩ଟି ଜିନିଷ ନଚେତ୍ ଧୀରେ ଧୀରେ ହୋଇଯିବେ ଗରିବ । ସାଧାରଣତଃ ମଣିଷର ଛୋଟ ଛୋଟ ଭୁଲ ପାଇଁ ତାର ଭାଗ୍ୟ ବହୁତ ଖରାପ ହୋଇଯାଏ ଏହି ଭୁଲ୍ ପାଇଁ ସେହି ମନୁଷ୍ୟ କୁ ବହୁତ୍ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ବାସ୍ତୁ ଶାସ୍ତ୍ର ଅନୁସାରେ ଏପରି କିଛି ଜିନିଷ ରହିଛି ଯାହାକୁ ଘର ଏବଂ ଦୋକାନ ରୁ ବାହାର କରିଦେବେ ତାହେଲେ ଆପଣଙ୍କର ଦୁଃଖ ଦର୍ଦ୍ଦଶା ଦାରିଦ୍ର୍ୟ ତା ସବୁଦିନ ପାଇଁ ସମାପ୍ତ ହେଇଯିବ । ଏଥି ସହିତ ମାତା ଲକ୍ଷ୍ମୀ ଦୀପାବଳିର ଏହି ଶୁଭ ଅବସର ରେ ଆପଣଙ୍କ ଗୃହରେ ପ୍ରବେଶ କରିବେ । ତେବେ ଆଜି ଆମେ ଆପଣ ମାନଙ୍କୁ ଏଭଳି ୩ଟି ଜିନିଷର ନାମ କହିବାକୁ ଯାଉଛି ଆସୁଥିବା ଦୀପାବଳି ପୂର୍ବରୁ ବାହାର କରି ଦିଅନ୍ତୁ ନଚେତ୍ ଆପଣଙ୍କୁ ବିଭିନ୍ନ ସମସ୍ୟାର ସମୁଖୀନ ହେବାକୁ ପଡିପାରେ । ଆସନ୍ତୁ ଜାଣିବା ସେହି ସବୁ ଜିନିଷ ବିଷୟରେ ନମ୍ୱର–୧ ଠାକୁରଙ୍କ ଅଧା ଭଙ୍ଗା ଫୋଟୋ ଏବଂ ମୂର୍ତ୍ତିକୁ ଘରେ ରଖିବା ଆଦୁ ଉଚିତ୍ ନୁହେଁ ଆପଣଙ୍କର ଏହି ଭୁଲ୍ ପାଇଁ ଦାରିଦ୍ର୍ ତା ଆସିଥାଏ । ଯଦି ଆପଣ ମାନଙ୍କ ଘରେ ଏହି ସବୁ ଜିନିଷ ରହିଛି ତାହେଲେ ସେହି ସବୁ ଜିନିଷ ଗୁଡ଼ିକୁ ଦୀପାବଳି ପୂର୍ବରୁ କୌଣସି ନଦୀ ବା ଜଳସ୍ରୋତ ରେ ବିସର୍ଜନ କରି ଦିଅନ୍ତୁ ।g

ନମ୍ୱର–୨ ପ୍ରାୟ ଅଧିକାଂଶ ଲୋକଙ୍କ ଘରେ ଫଟା ବା ଚିରା କପଡା ଦେଖିବାକୁ ମିଳିଥାଏ ଏହି ସବୁ ଜିନିଷ ଘରେ ଭିତରକୁ ଅଶୁଭ ସଂକେତ ଆଣିଥାଏ ଏହି ସବୁ ଜିନିଷକୁ କାହାକୁ ଦେଇଦାବ ନିହାତି ଆବଶ୍ୟକ । ତେଣୁ ଦୀପାବଳି ପୂର୍ବରୁ ଏହି ସବୁ ଜିନିଷ ଘରେ ରଖିବେ ନାହିଁ । ନମ୍ୱର–୩ ପ୍ରାୟ ଅଧିକଂଶ ଲୋକଙ୍କ ଛାତ ଉପରେ ମଇଳା ଜମା ହୋଇ ରହି ଥାଏ ଏହି ମଇଳା ପଡ଼ିବ ଦ୍ଵାରା ଆପଣଙ୍କ ଘରକୁ ମାତା ଲକ୍ଷ୍ମ ଛାଡ଼ି ଦେଇ ପାରନ୍ତି ଏବଂ ଏହା ଆପଣ ମାନାଙ୍କ ଆର୍ଥିକ ସ୍ଥିତି ଉପରେ ବହୁତ ଖରାପ୍ ପ୍ରଭାବ ପକାଇ ପାରେ ତେଣୁ ଦୀପାବଳି ପୂର୍ବରୁ ଘରର ଛାତ ଉପରେ ଅଦରକାରୀ ଜିନିଷ ଏବଂ ଅଳିଆ ଆବର୍ଜନା କୁ ରଖନ୍ତୁ ନାହିଁ ।kapada

ତେବେ ବନ୍ଧୁ କଣ ଆପଣ ମାନେ ଏହି ପବିତ୍ର ଦୀପାବଳି ପୂର୍ବରୁ ଏହିସବୁ ଜିନିଷ ଗୁଡ଼ିକୁ ଗ୍ରହ ମଧ୍ୟରୁ ବାହାରକରି ଦିଅନ୍ତୁ ଦେଖିବେ ଦୀପାବଳି ପର ଠାରୁ ଆପଣ ମାନାଙ୍କ ଘରେ ମାତା ଲକ୍ଷ୍ମୀଙ୍କ କୃପାରୁ ଧନ ର ଆଗମନ ହେବ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *