ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଆମେ ମିଥୁନ ରାଶି ସମ୍ଫୁର୍ଣ୍ଣ ରାଶି ଫଳ ବିସୟରେ ଜଣେଇବାକୁ ଯାଉଛୁ , ମିଥୁନ ରାଶିର ଲୋକେ କିପରି ହୋଇଥାନ୍ତି ସେମାନଙ୍କ ଶୁଭ ଅଙ୍କ ଶୁଭ ରଙ୍ଗ ରୋଜଗାର ଓ ବିବାହ ଇତ୍ୟଦି କିପରି ହୋଇଥାଏ ତାହା ଆଜି ଆମେ ଜଣାଇବୁ । ପ୍ରାୟତ ଅନେକ ଲୋକଙ୍କୁ ଜଣା ନଥାଏ ସେମାନଙ୍କ ରାଶି କଣ ବୋଲି ଏହା ଜାଣିବାକୁ ହେଲେ ଜାତକରେ ଥିବା ରାଶି ଚକ୍ରରେ 3 ଘରେ ଯଦି ଚନ୍ଦ୍ର ଥାଏ ତେବେ ଜାଣିବେ ମିଥୁନ ରାଶି ବୋଲି । ଯେଉଁ ମାନଙ୍କ ଜାତକ ନଥାଏ ତେବେ ସେମାନଙ୍କ ନାମ ପ୍ରଥମ ଅକ୍ଷରରୁ ହିଁ ଜାଣିପାରିବେ ରାଶିଟି କଣ ବୋଲି , ତେବେ ଅକ୍ଷର ଗୋଡିକ ହେଲା କ, କି , କୁ , ଘ , ଛ , କେ , କୋ , ହ ଏହି ଅକ୍ଷର ମାନେ ଯେଉଁ ଲୋକଙ୍କ ପ୍ରଥମେ ଥାଏ ତାଙ୍କର ମିଥୁନ ରାଶି ହୋଇଥାଏ ।
ମିଥୁନ ରାଶିର ଲୋକେ ବହୁତ ମିଳାବି ଲୋକ ହୋଇଥାନ୍ତି ଏବଂ ବୁଦ୍ଧିମାନ ହୋଇଥାନ୍ତି ଏମାନେ ମୋଟା ନୁହନ୍ତି କିମ୍ବା ପତଳା ନୁହନ୍ତି ମଧ୍ୟମ ଧରଣର ହୋଇଥାନ୍ତି ଓ ସାମାନ୍ୟ ଗରା ହୋଇଥାନ୍ତି । ଏମାନଙ୍କ ପାଖରେ ଧନର ଅଭାବ ଦେଖା ଦିଏ କିନ୍ତୁ ଊଣ କରିବାକୁ ପସନ୍ଦ କରନ୍ତି ନାହିଁ , ଏଅମାନଙ୍କୁ ବ୍ୟବସାୟ ଅପେକ୍ଷା ଚାକିରୀରେ ଭଲ ସଫଳତା ମିଳିଥାଏ , ଏମାନେ ଲେଖକ ସଙ୍ଗିତ କାର ହୋଇଥାନ୍ତି , ଏମାନେ ସମସ୍ତକୁ ବହୁତ ଶିଘ୍ର ଆକର୍ଶିତ କରିପାରନ୍ତି ଓ ପ୍ରେମରେ ବହୁତ ସତର୍କ ହୋଇଥାନ୍ତି ଯାହା ଫଳରେ କି ଅଧିକାଅଂଶ ପ୍ରେମରେ ଅସଫଳ ଦେଖିବାକୁ ମିଳିଥାଏ ।
ଏମାନଙ୍କ ଦାମ୍ପତ୍ୟ ଜୀବନରେ ଲୋକଙ୍କ ସହିତ ସମ୍ପର୍କ ରଖିବାକୁ ପସନ୍ଦ କରିଥାନ୍ତି କିନ୍ତୁ ଏମାନେ ଚାହାନ୍ତି ଯିଏ ଏମାନଙ୍କ ଜୀବନସାଥି ହେବ ସେ ବହୁତ ନିଷ୍ଟାବାନ ହଉ ବୋଲି କିନ୍ତୁ ନିଜେ ନିଷ୍ଟାବାନ ହୋଇ ନଥାନ୍ତି ଏବଂ ଏମାନଙ୍କ ଜୀବନରେ ଘର କୋଠାବାଡି ଯୋଗ ଥାଏ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।