ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ନିଶ୍ଚିତ ଭାବେ ଓଲିଉଡ ଇଣ୍ଡଷ୍ଟ୍ରୀ ବିଷୟ ରେ ଜାଣି ଥିବେ , ସେମିତି ରେ ଓଲିଉଡ ରେ କାମ କରୁ ଥିବା ସବୁ ହିରୋ ହିରୋଇନ୍ ମାନେ ହୁଅନ୍ତୁ ବା ଓଲିଉଡ ରେ କାମ କରୁ ଥିବା କଳାକାର ମାନଙ୍କୁ ଆପଣ ମାନେ ବେସ୍ ଭଲ ଭାବେ ଜାଣି ଥିବେ , ସେମିତି ରେ ବନ୍ଧୁଗଣ ଆମେ ଏଠାରେ ଅଭିନେତ୍ରୀ ସ୍ମିତା ମହାନ୍ତି ତାଙ୍କର ଘର ପରିବାର ଏବଂ ତାଙ୍କ ବିଷୟ ରେ କିଛି ଅଜଣା କଥା ବିଷୟ ରେ ଜାଣିବା ପାଇଁ ଚେଷ୍ଟା କରିବା । ତେବେ ବନ୍ଧୁଗଣ ଏହି ଅଭିନେତ୍ରୀ ସ୍ମିତା ମହାନ୍ତି ସାମନ୍ତ ଚନ୍ଦ୍ରସେଖର ସ୍ୱୟଂ ଶାସିତ SSC କଲେଜ୍ ପୁରୀ ରୁ ସେ ନିଜର ପାଠ ପଢା କମ୍ଲିଟ୍ କରିଛନ୍ତି , ସ୍ମିତା ମହାନ୍ତି 1982 ମସିହା ସେପ୍ଟେମ୍ବର ମାସ 25 ତାରିଖ ରେ ପୁରୀ ଠାରେ ସେ ଜନ୍ମ ଲାଭ କରି ଥିଲେ ,
ଏବଂ ଏବେ ସେ ନିଜର ପରିବାର ସହିତ ପୁରୀ ଠାରେ ରହୁଛନ୍ତି ଏହା ସହିତ ଆପଣ ମାନେ ତାଙ୍କର ବାପା ଏବଂ ମାଆ ଙ୍କୁ ଏଠାରେ ଫୋଟ ରେ ଦେଖି ପାରୁ ଥିବେ , ତାଙ୍କର ଶିକ୍ଷା ଗତ ଯୈଗ୍ୟତା ବିଷୟ ରେ କହିବା ତେବେ ସେ ଇଂରାଜୀ ରେ PG କରିଛନ୍ତି । ଅଭିନେତ୍ରୀ ସ୍ମିତା ମହାନ୍ତି ଓଡ଼ିଆ ସିନେମା ରେ କାମ କରିବା ସହିତ ସେ ଓଡ଼ିଆ ଧାରାବାହୀକ ରେ ବି କାମ କରିଛନ୍ତି । ସେ 1996 ମସିହା ରେ ନିଜର ଅଭିନୟ ଜିବନୀ କୁ ଆରମ୍ଭ କରି ଥିବା ବେଳେ ଆପଣ ମାନେ ଏଠାରେ ତାଙ୍କର ପରିବାର ବିଷୟ ରେ ନିଶ୍ଚିତ ଭାବେ ଜାଣିବା ପାଇଁ ପାଇ ସାରି ଥିବେ ।
ମାଉସୀ ନାମକ ଧାରା ବାହୀକ ରେ ସେ କାମ କରିଛନ୍ତି , ଏହା ସହିତ ତାଙ୍କର ଅଭିନିତ କିଛି ଚଳଚିତ୍ର ଗୁଡିକ ହେଲେ କଣ୍ଢେଇ ଆଖି ରେ ଲୁହ , ପବିତ୍ର ବନ୍ଧନ ପରି ସିନେମା କରି ଥିବାର ଦେଖିବା ପାଇଁ ମିଳିଛନ୍ତି ତେବେ ଆପଣ ମାନଙ୍କୁ ତାଙ୍ଖର ଅଭିନୟ କେମିତି ଲାଗୁଛି ଆପଣ ମାନେ କମେଣ୍ଟ କରିବେ , ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।