ପ୍ରଥମ ଥର ଦେଖନ୍ତୁ ଜଈ ଭାଇ ଙ୍କ ଝିଅ, ଓ ତାଙ୍କ ପରିବାରକୁ

jai

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରୀ ବିସୟରେ ଭଲ ଭାବରେ ଜାଣିଥିବେ , ଏବଂ ଆମର ଓଲିଉଡର ଯେଉ ସବୁ କମେଡିଆନ ଅଛନ୍ତି ତାଙ୍କର କମେଡି ଆପଣ ମାନଙ୍କୁ ବେସ ପସନ୍ଦ ଆସିଥାଏ । କିନ୍ତୁ ଆପଣ ମାନେ ସମସ୍ତେ ଆମର ଓଲିଉଡର କମେଡିଆନ ମାନଙ୍କ ବସୟରେ ଏତେ ତଥ୍ୟ ଜାଣି ନଥିବେ , ତେବେ ଆଜି ଆମେ ସେହି ଓଲିଉଡର କମେଡିଆନ ଜଈ ଭାଇ ତାଙ୍କର ଘର ପରିବାର ତାଙ୍କର ଝିଅ କିଏ ଏମିତିକି ତାଙ୍କ ବିସୟରେ କିଛି ଅଜଣା ସତ ଘଟମା ଯେମିତିକି ଜଈ ଭାଇଙ୍କ ନାତୁଣି ଯିଏ ଖୁବ୍ ଶଳିଘ୍ର ହିରୋଇନ ଭାବରେ କାମ କରିବାକୁ ଯାଉଛନ୍ତି । କିନ୍ତୁ ଆପଣ ମାନେ ତାଙ୍କୁ କେବେ ଦେଖିଛନ୍ତି କି , ସେ ଦେଖିବାକୁ କେତେ ସୁନ୍ଦର ଆପଣ ମାନଙ୍କୁ ସେ ପରବ୍ରତି ସମୟରେ ହିରୋଇନ ହେଲେ ପସନ୍ଦ ଆସିବକି ନାହିଁ ନିଶ୍ଚୟ ଆପଣ ମାନେ ତାଙ୍କୁ ଦେଖିଲା ପରେ ହିଁ ଜାଣି ପାରିବେ ।jaie

ଜଈ ଭାଇ ତାଙ୍କର ପ୍ରକୃତ ନାମ ଜଈରାମ ଶାମଲ 1948 ମସିହାରେ କଟକ ଜୀଲ୍ଲାର ମହଙ୍ଗା ଗ୍ରାମରେ ସେ ଜନ୍ମ ଲାଭ କରିଥିଲେ ଏବଂ ବର୍ତମାନ ସୁଧା ତାଙ୍କର ବୟସ ଯାଇ ପହଞ୍ଚିଛି ମାତ୍ର 72 ବର୍ଷ , ଏବଂ ଆପଣଁ ମାନେ ଯଦି ଜଈ ଭାଇ ଙ୍କ ଚଳଚିତ୍ର କେରିଅର ଉପରେ ନଜର ପକାଇବା ତେବେ ସେ 1970 ମସିହାରେ ସେ ନିଜର ଚଳଚିତ୍ର କେରିଅର କୁ ଆରମ୍ଭ କରିଥିଲେ ଏବଂ ବର୍ତମାନ ସୁଧା ପାଖା ପାଖି 300ଟି ଚଳଚିତ୍ରରେ କାମ କରି ସାରିଛନ୍ତି , ଏହା ସହିତ ଅନେକ ଗୋଡାଏ ନାଟକରେ ମଧ୍ୟ ନିଜର କମେଡିର ଯଦୁ ଦେଖାଇ ସାରିଛନ୍ତି । ସେ ଥିଲେ ଜଣେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରୀର କମେଡିଆନ ଯାହାଙ୍କ ପାଇଁ ପ୍ରତେକ ସମରେ ଅଲିଉଡ ଇଣ୍ଡଷ୍ଟ୍ରୀ ଏମିତିକି ସାଧାରଣ ଜନତା ପ୍ରତେକ ମୁହୃତରେ ହସ ଫୁଟାଇ ପାରୁଥିଲେ ।jai

ସେ ମଧ୍ୟ ନିଜ କେରିଅରେ କିଛି ଚଳଚିତ୍ରରେ ଗୁଣ୍ଡା ହେବାର ମଧ୍ୟ କାମ କରିଛନ୍ତି , ତେବେ ଆସନ୍ତୁ ଜାଣିବା ଜଈ ଭାଇଙ୍କର ପରିବାର ସଦସ୍ୟ କିଏ କିଏ ଅଛନ୍ତି ଏହା ସହିତ ତାଙ୍କ ନାତୁଣି କିଏ ସେ ଦେଖିବାକୁ କେମିତି ଏବଂ ସେ କେବେ ଓଡିଆ ଚଳଚିତ୍ରରେ ପାଦ ରଖିବେ । ଏବଂ ଆପଣ ମାନେ ତାଙ୍କୁ ଚଳଚିତ୍ରରେ ନାଇକା ଭବରେ ଦେଖିଲେ ପସନ୍ଦ କରବେ କି ନାହିଁ ନିଶ୍ଚିନ୍ତ ଭାବରେ ଆମକୁ କମେଣ୍ଟ କରି ଜଣେଇବେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *