ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଶନି ଦେବ ଙ୍କ କୃପା ରୁ ଅତି ଗରରିବ ଲୋକ ମାନେ ବି ହୋଇ ଯିବେ ଧନୀ ଜାଣନ୍ତୁ ଶନି ଙ୍କୁ ପ୍ରଶନ୍ନ କରିବାର ଉପାୟ ଶନି ଙ୍କୁ କର୍ମ ଫଳ ଏବଂ ତଥା ଦାତା ମାନେ ନ୍ୟୟ ର ଦେବତା ବୋଲି କୁହା ଜାଇ ଥାଏ , ସେହି ଲୋକ ମାନଙ୍କୁ ସେମାନଙ୍କ କର୍ମ ଅନୁସାରେ ହିଁ ଫଳ ପ୍ରଦାନ କରା ଜାଇ ଥାଏ ଏବଂ ଜ୍ୟେତିଷ ଶାସ୍ତ୍ର ରେ ଶନି ଦେବ ଙ୍କୁ କୃର ବୋଲି କୁହା ଯାଏ ଅର୍ଥାତ୍ ଏହି ଜାତକ ର କୈଣସି କୁଣ୍ଡଳୀ ଅଶୁଭ ଛାୟା ପଡେ ତେବେ ଧନ ବାନ ବ୍ୟକ୍ତି ମଧ୍ୟ ବର୍ବାଦ୍ ହୋଇ ପାରେ ସେହି ପରି ଶୁଭ ପ୍ରଭାବ ପଡିବା ଦ୍ୱାରା ଭୀକାରି ବି ରାଜା ହୋଇ ଜାଇ ଥାଏ ।
ଅର୍ଥାତ୍ ଗରିବ ଲୋକ ମାନେ ବି ଧନୀ ହୋଇ ଜାଇ ଥାନ୍ତି ତେବେ ଶନି ଗ୍ରହ ଙ୍କୁ ଧୀର ଗତି ରେ ଚାଲୁ ଥିବା ଗ୍ରହ ବି କୁହା ଯାଏ ଏବଂ ସେ ପ୍ରାୟ ଅଢେଇ ବର୍ଷ ରେ ନିଜର ରାଶି ପରିବର୍ତନ କରନ୍ତି ଏବଂ ସେହି ସମୟ ରେ ତାଙ୍କୁ ପୂନର୍ବାର ଫେରିବା ପାଇଁ 30 ବର୍ଷ ସମୟ ଲାଗେ । କୁଣ୍ଡଳୀ ରେ କେଉଁ ଘରେ ଦେଇଥାନ୍ତି ଶୁଭ ଏବଂ ଅଶୁଭ ଫଳ ଏବଂ ଏହା ସହିତ ତାହା ସହିତ ପ୍ରଶନ୍ନ କରିବାର କଣ ରହିଛି ଉପାୟ ଚାଲନ୍ତୁ ଜାଣି ନେବା ଶନି ଗ୍ରହ ଅନୁସାରେ ଜାତକ କୁଣ୍ଡଳୀ ରେ ତୃତୀୟ ଷଷ୍ଟ , ଦଶମ ଏବଂ ଏକାଦଶ ଘରେ ରହି ଥାଏ ତେବେ ଏହା ସର୍ବଦା ଶୁଭ ଅଟେ ଯଦି ଜାତକ ର କୁଣ୍ଡଳୀ ରେ ଶନି ଏକମ , ତୃତୀୟ, ପଞ୍ଚମ କିମ୍ବା ସପ୍ତମ ସ୍ଥାନ ରହି ଥାନ୍ତି ତେବେ ସର୍ବଦା ସେ ଅଶୁଭ ଫଳ ପ୍ରଦାନ କରନ୍ତି ।
ଏହା ସହିତ ଶନି ଅଷ୍ଟମ ଏବଂ ଦ୍ୱାଦଶ ଘରେ ବି ଅଶୁଭ ଫଳ ପ୍ରଦାନ କରନ୍ତି , ସବୁ ସମୟ ରେ ଶନି ଦେବ ଙ୍କ ପୂଜା କରିବା ପରେ ରାହୁ ଏବଂ କେତୁ ଙ୍କର ପୂଜା କରିବା ଉଚିତ୍ ଶନି ଭକ୍ତ ମାନେ ଏହି ଦିନ ରେ ମନ୍ଦିର କୁ ଜାଇ ରାଶି , ତେଲ , ଗୁଡ ଆଦି ଅର୍ପଣ କରିବା ଉଚିତ୍ ଶନି ଙ୍କ ନାମ ରେ ଦ୍ୱୀପ ପ୍ରଜୋଳିତ କରିବା ଉଚିତ୍ ଶନି ଙ୍କ ପୂଜା ପରେ ତାଙ୍କ ପାଖରେ ନିଜର ଅଜଣାନ୍ତ ରେ ହୋଇ ଥିବା ଭୁଲ ବିଷୟ ରେ ତାଙ୍କୁ ଜଣେଇବା ସହିତ ତାଙ୍କୁ କ୍ଷେମା ମାଗିବା ନିହାତି ଆବଶ୍ୟକ ଅଟେ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।