ସକାଳୁ ଉଠି ସାରିବା ପରେ ଦେଖନ୍ତୁ ନାହିଁ ଏହି ଜିନିଷ ନହେଲେ ପରେ ପସ୍ତେଇବେ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଆମେ ଆପଣଙ୍କୁ କହିବୁ ଯେ କେଉଁ ସବୁ କାରଣରୁ ମଣିଷ ଚିନ୍ତା ଏବଂ ସମସ୍ୟାରେ ଲାଗି ରହିଥାଏ ଏହାକୁ ନେଇ ଚାଣକ୍ୟଙ୍କ ମତ କଣ ରହିଛି । ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ ଦୀନର ଆରମ୍ଭ ସକାଳରୁ ହୋଇଥାଏ ତେବେ ଏହାକୁ ଭଲ ଭାବରେ ଆରମ୍ଭ କରିବା ଦରକାର ନହେଲେ ସାରା ଦୀନ ଅସାନ୍ତି ମିଳିଥାଏ । ସକାଳୁ ଉଠି ଇଷ୍ଟ ଦେବଙ୍କୁ ଦେଖା କରିବା କିମ୍ବା କୈଣସି ଧାର୍ମୀକ କାର୍ଯ୍ୟ କରିବା ଦ୍ୱାରା ଦୀନଟି ଭଲରେ କଟିଥାଏ , ସେହି ଭଳି ସବୁ ଜିନିଷ ରହିଛି ଯାହା ସକାଳୁ ଦ୍ରଶନ କଲେ ଅଶୁଭ ହୋଇଥାଏ ଓ ଭୟଙ୍କର ସୃଷ୍ଟି ହୋଇଥାଏ ଆସନ୍ତୁ ଜାଣିବା । ପ୍ରଥମେ ରହିଛି ଔସଧ ବା ସାପ ଦେଖିବା ସକାଳୁ ଉଠି ପ୍ରଥମେ ଯଦି ଆପଣ ଏହି ଜିନିଷକୁ ଦେଖୁଛନ୍ତି ତେବେ ସାବଧାନ ରୁହନ୍ତୁ ଓ ଜଗିରଖି ଚାଲନ୍ତି ଏହା ଆପଣଙ୍କ ପାଇଁ ଭଲ ହୋଇନଥାଏ ।snake

ଦିତୀୟରେ ରହିଛି ବନ୍ଦ ଘଡି ଦେଖିବା ଚାଣକ୍ୟ ଅନୁସାରେ ପ୍ରଥମ ବିଛଣା ଚାଡିବା ପରେ ସକାଳେ ଯଦି ଆପଣ ବନ୍ଦ ହୋଇ ଯାଇଥିବା ଘଡି ଦେଖୁଛନ୍ତି ଏହା ଆପଣଙ୍କ ପାଇଁ ସମସ୍ୟା ଆଣିଥାଏ , ଆପଣଙ୍କୁ କୈଣସି କାର୍ଯ୍ୟ ପୁରା ହୋଇନଥାଏ ଓ ବିପଦ ମଧ୍ୟ ରହିଥାଏ । ତୃତୀୟରେ ରହିଛି ତେଲ ପାତ୍ର ଦେଖିବା ଯଦି ରତିରେ ସୋଇବା ବେଳେ ତେଲ ପାତ୍ରକୁ ଭୁଲରେ ବିଛଣା ନକଟରେ ରଖିଛନ୍ତି ଆଉ ସେହି ତେଲ ପାତ୍ରକୁ କୈଣସି କାରଣରୁ ଆପଣ ଯଦି ସକାଳୁ ଉଠି ଦେଖୁଛନ୍ତି ତେବେ ଏହା ଆପଣଙ୍କ ପାଇଁ ମନ୍ଦ ହୋଇପାରେ ତେଣୁ ଏଥି ପ୍ରତି ସଚେତନ ରୁହନ୍ତୁ ।watch

ଶେଷରେ ରହିଛି ଆଇନା ଦେଖିବା ସକାଳୁ ଉଠି ବହୁତ ଜଣ ଆଇନା ଦେଖିଥାନ୍ତି କିନ୍ତୁ ଏହା ବହୁତ ଖରାପ ଅଭ୍ୟାସ ଅଟେ , ତେବେ ଆପଣ ଯଦି ଏହିଭଳି କରୁଛନ୍ତି ତାହାଲେ ସାବଧାନ ହୋଇଯାନ୍ତୁ ନହେଲେ ଆପଣଙ୍କ ଦୀନ ଜୀବନ ଚର୍ଯ୍ୟରେ ବାଧା ଦେଖା ଦେବ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *