ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଏହି ପ୍ରକାରର ଝିଅ ସହିତ ପ୍ରେମ କର ନାହିଁ , ନହେଲେ ପ୍ରେମରେ ସଫଳ ହେବ ନାହିଁ ଏବଂ ଆପଣ ମାନଙ୍କ ବିବାହିତ ଜିବନ ଭଲ ଭାବେ କଟିବ ନାହିଁ ଏବଂ ଏଠାରେ ଆପଣ ମାନେ ଜାଣିବା ପାଇଁ ଚାହୁଁ ଥିଲେ ଆପଣ ମାନେ ପୋଷ୍ଟ କୁ ସେଷ ଯାଏ ପଢନ୍ତୁ ତେବେ ନିଶ୍ଚିତ ଭାବେ ଜାଣି ପାରିବେ ତେବେ ଏହି ଲିଷ୍ଟ ରେ ପ୍ରଥମ ନମ୍ବର ରେ ରହିଛନ୍ତି ଯେଉଁ ଝିଅ ମାନେ ବହୁତ ଝଗଡା କରୁ ଥିବା ଝିଅ ମାନେ ପ୍ରତ୍ୟେକ କଥା ରେ ସେମାନେ ଝଗଡା କରିବାରେ ହିଁ ଲାଗନ୍ତି ଏବଂ ସେମାନେ ନିଜ ନିଜର ଜିଦ୍ ରେ ଅଟଳ ରହି ଥାନ୍ତି ଏବଂ ସେମାନଙ୍କ ଜିଦ୍ ଯେତେ ବେଳ ଯାଏ ପୂରଣ ହୋଇ ନାହିଁ ସେମାନେ ମାନନ୍ତି ନାହୂିଁ ତେବେ ସେମିତିକା ଝିଅ ମାନଙ୍କ ଠାରୁ ସବୁ ସମୟ ରେ ଆପଣ ମାନେ ଦୂରେଇ ରୁହନ୍ତୁ ।
ସେହି ପରି ଭାବେ ଦୁଇ ରେ ବନ୍ଧୁଗଣ ଯେଉଁ ଝିଅ ମାନେ ଆପଣ ମାନଙ୍କୁ କଥା ଦେଇ କଥା ରଖୁ ନାହିଁ ସେହି ଝିଅ ମାନଙ୍କ ସହିତ ଆପଣ ମାନେ କେବେ ବି ସଂମ୍ପର୍କ ରଖନ୍ତୁ ନାହିଁ କାରଣ ସେମାନେ ଯେତେ ବେଳେ ଆପଣ ମାନଙ୍କ କଥା କୁ ରଖିବେ ନାହିଁ ତେବେ ଆପଣ ମାନଙ୍କୁ କଷ୍ଟ ଲାଗିବ , ସେହି ପରି ତିନି ରେ ବନ୍ଧୁଗଣ ସେହି ଝିଅ ମାନଙ୍କ ଠାରୁ ଆପଣ ମାନେ ସବୁ ବେଳେ ଦୂରେଇ ରୁହନ୍ତୁ ଯେଉଁ ଝିଅ ମାନେ ଡ୍ରାମା କରନ୍ତି ସେମାନଙ୍କ ସହିତ ଆପଣ ମାନେ କେବେ ବି ସଂମ୍ପର୍କ ରଖନ୍ତୁ ନାହିଁ କାରଣ ସେମାନଙ୍କ ସହିତ ସଂମ୍ପର୍କ ଠିକ୍ ରହି ନ ଥାଏ , ସେହି ପରି ଯେଉଁ ଝିଅ ମାନେ ଅନ୍ୟ ଦେଖି ଜଳି ଉଠି ଥାନ୍ତି , ବହୁତ ସମୟ ରେ ସେହି ଝିଅ ମାନେ ଅଧିକ ପରିମାଣ ରେ ଡିମାଣ୍ଡ ବି କରି ଥାନ୍ତି ସେହି ଝିଅ ମାନଙ୍କ ଠାରୁ ଆପଣ ମାନେ ସବୁ ବେଳେ ଦୂରେଇ ରୁହନ୍ତୁ ।
ସେହି ପରି ବନ୍ଧୁଗଣ ଯତ୍ନ ହୀନ ମହିଳା ଏବଂ ଆପଣ ମାନଙ୍କ ସହିତ ଯେଉଁ ଝିଅ ମାନେ ଫ୍ଲଟ୍ କରିବା ପାଇଁ ଚେଷ୍ଟା କରି ଥାନ୍ତି ସେହି ପରି ଝିଅ ମାନଙ୍କ ସହିତ ଆପଣ ମାନେ ସଂମ୍ପର୍କ ବଢେଇଲେ ନିଶ୍ଚିତ ଭାବେ ଆପଣ ମାନଙ୍କ ସଂମ୍ପର୍କ ବିଫଳ ହେବ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।