କାର୍ତ୍ତିକ ମାସରେ କରନ୍ତୁ ନାହିଁ ଏହି ସବୁ ଭୁଲ୍ , ବରବାଦ ହୋଇଜିବେ |

month

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଏହି କାର୍ତ୍ତିକ ମାସଟି ଅତ୍ୟନ୍ତ ପବିତ୍ର ଏବଂ ପୂଣ୍ଣ୍ୟର ମାସ ହୋଇଥାଏ ଏବଂ ମାର୍ଗଶୀର ମାସପରି ଏହି ମାସଟି ମଧ୍ୟ ମାତା ଲକ୍ଷ୍ମୀଙ୍କ ଅତ୍ୟନ୍ତ ପ୍ରିୟ ହୋଇଥାଏ । ଖାଲି ମାତା ଲକ୍ଷ୍ମୀଙ୍କ ନୁହେଁ ଭଗବାନ ଶ୍ରୀହରି ଙ୍କ ମଧ୍ୟ ଅତି ପ୍ରିୟ ହୋଇଥାଏ , ଏହି କାର୍ତ୍ତିକ ମାସରେ ରାଧା ଦାମଦର ମା ରାଧା କୃଷ୍ଣଙ୍କ ପ୍ରତେକ୍ଷ ବିରାଜ ହୋଇଥାନ୍ତି ପ୍ରତେକ ଅଁଣା ଗଛରେ ଏଣୁ ଏହି ମାସରେ ଅଁଣା ଗଛକୁ ପୂଜା କଲେ ରାଧା କୃଷ୍ଣଙ୍କ ଅପାର କୃପା ମିଳିଥାଏ , ଯାହା ଦ୍ୱାରା ଜୀବନରୁ ରୋଗ ଶୋକ ଦୁରହୋଇ ଜୀବନ ଧନ ଧାନ୍ୟରେ ପୁରି ଉଠିଥାଏ କିନ୍ତୁ ଏହି ମାସଟି ସେତିକି ପବିତ୍ର ହୋଇଥିବାରୁ ମଣିଷ ମାନଙ୍କ ପାଇଁ କିଛିଟା ନିୟମ ଶାସ୍ତ୍ରରେ ବନିଅଛି । ଯଦି ସେହିସବୁ ନିୟମ ଅବମାନନା କରନ୍ତି ତେବେ ଖାଲି ବିରାଟ ପାପ ହୋଇନଥାଏ ବମଂ ରୋଗ ଏବଂ ସୁକର ପିଡା ମିଳିବା ସହିତ ଧନହାନି ମଧ୍ୟ ଘଟିଥାଏ , ତେବେ ଆସନ୍ତୁ ଜାଣିବା କଣ ସେହିସବୁ ନିୟମ ଯାହାକୁ କରିବା ଦ୍ୱାରା ଜୀବନରେ ସର୍ବନାଶ ଘଟିଥାଏ ।basil

ବନ୍ଧୁଗଣ ଏହି କାର୍ତ୍ତିକ ମାସଟି ଧନ ଏବଂ ଧର୍ମର ସମନ୍ଧ ରହିଛି ଏହି ମାସରେ ତୁଳସୀ ଗଛ ଲଗାଇବା ଏବଂ ପୂଜା କରିବା ଅତି ଧର୍ମ ଏବଂ ପୂଣ୍ଣ୍ୟ କାରି ହୋଇଥାଏ , ଏହି ମାସରେ ଦୀପ ଜାଳିବା ଏବଂ ଦାନ କରିବାରେ ଅକ୍ଷ ଧର୍ମ ମିଳିଥାଏ , ଯେଉଁ ଧର୍ମ ମିଳେ ତାହା କ୍ଷୟ ଯାଇନଥାଏ । ଏହି ମାସରେ ନିରାମିସ ବିନା ପିଆଜ ରସଣ ଖାଇବା ପାଇଁ ପରାମର୍ଶ ଦିଆ ଯାଇଛି , ଏହି ମାସରେ ଆମିସ ଖାଇବା ଦ୍ୱାରା ଧର୍ମ ନଷ୍ଟ ହେବା ସହିତ କେନସର ବା କର୍କଟ ରୋଗ ହେବାର ବହୁତ ସମ୍ଭାବନା ଥାଏ , ଏହା ସହିତ ଅଯଥା ଖର୍ଚ୍ଚ ବଢିଥାଏ ।sun

ଏହି ମାସରେ ସୁର୍ଯ୍ୟ ଉଦୟ ପୂର୍ବରୁ ସୁର୍ଯ୍ୟ ତ୍ୟଗ କରି ସୁର୍ଯ୍ୟଙ୍କର କମଳ କରଣ ପଡୁଥିବା ସମୟରେ ସ୍ନାନ କଲେ ସରିରରୁ ଅନେକ ରୋଗ ଦୁର ହୋଇଥାଏ ଏବଂ ଏହି ମାସରେ ବିଳମାବ ପର୍ଯ୍ୟନ୍ତ ଶୋଇ ରହିବା ଏବଂ ଦିନବେଳା ଶୋଇବାକୁ ବାରଣ କରା ଯାଇଛି । ଏହି ମାସରେ ମାତା ଲକ୍ଷ୍ମୀ ପୃଥିବୀ ଭ୍ରମଣ କରିଥାନ୍ତି ଏଣୁ ଏହି ମାସରେ ମାତା ଲକ୍ଷ୍ମୀଙ୍କ ପୂଜା କଲେ ଭକ୍ତ ମାନଙ୍କୁ ଅପାର ଧନ ଦେଇଥାନ୍ତି , ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *