କାର୍ତ୍ତିକ ମାସରେ କରନ୍ତୁ ନାହିଁ ଏହି ( 5ଟି କାମ )ଭୟଙ୍କର କଥା |

month

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ କାର୍ତ୍ତିକ ମାସ ହେଉଛି ଧର୍ମର ମାସ ଏହି ମାସ ପବିତ୍ର ମାସ ବୋଲି ଶାସ୍ତ୍ରରେ ଉଲେଖ ରହିଛି , ଧାର୍ମିକ ମାନ୍ୟତା ଅନୁଯାଇଁ ଏହି ମାସ ଭଗବାନ ବିଷ୍ଣୁଙ୍କୁ ସର୍ମପିତ ଅଟେ , ଏହି ମାସରେ ବହୁତ ପର୍ବ ପ୍ରବାଣି ମଧ୍ୟ ପାଳନ କରାଯାଏ । ଶାସ୍ତ୍ର ଅନୁଯାଇଁ ଏହି ମାସ ପ୍ରତେକ ଲୋକ ମାନଙ୍କ ପାଇଁ ବେସ ମୋହତ ପୂର୍ଣ୍ଣ ଅଟେ , ଏହି ମାସରେ ବିଭିନ୍ୟ ଧର୍ମ କର୍ମ ଆଦି କରାଯାଇଁ ଥାଏ , ଏହି ମାସରେ ଭଗବାନଙ୍କ ଉପାସନା କଲେ ଶୁଭ ଫଳ ପ୍ରାପ୍ତ ହୋଇଥାଏ । ତେବେ ଏମିତି 5ଟି କାର୍ଯ୍ୟ ଅଛି ଯାହାକି ଏହି ପବିତ୍ର ମାସରେ କରିବା ଅନୁଚିତ ହୋଇଥାଏ , କାରଣ ଏହି କାର୍ଯ୍ୟ ସବୁ କରିବା ଦ୍ୱାରା ମନୁଷ୍ୟକୁ ଶାରୀରିକ ଏବଂ ଆର୍ଥିକ ଅସୁବିଧାର ସମୁଖିନ କରିବାକୁ ପଡିଥାଏ । ତେବେ ଆସନ୍ତୁ ଜାଣିବା ଏହି ମାସରେ କେଉଁ 5ଟି କାର୍ଯ୍ୟ ଗଡିକ କରିବା ଅନୁଚିତ ,  ନମ୍ବର 1- ଏହି ମାସରେ କୈଣସି ବ୍ୟକ୍ତିଙ୍କ ସହିତ ଖରାପ ବ୍ୟବହାର କିମ୍ବା କହାର ଅନିଷ୍ଟ କରିବା ଉଚିତ ହୋଇ ନଥାଏ , ଏପରି କରିବା ଦ୍ୱାରା ଆପଣ ମାନଙ୍କୁ ପାପ ସହିତ ସମାନ ଦଣ୍ଡ ଭୋଗ କରିବାକୁ ପଡିଥାଏ ତେବେ ଏହି ମାସରେ କାହାର ଅନିଷ୍ଟ ଚିନ୍ତା କରନ୍ତୁ ନାହିଁ ।puja

ନମ୍ବର 2- ଉତ୍ତମ ସ୍ୱାସ୍ତ ପାଇଁ ସମସ୍ତ ବୃକ୍ଷ ଲତା ମାନଙ୍କର ଗୁରୁତ ପୂର୍ଣ୍ଣ ଭୂମିକା ରହିଛି ତେଣୁ ଏହି ମାସରେ ବୃକ୍ଷ ଲତା ଙ୍କର କ୍ଷତି କରିବା ଉଚିତ ନୁହେଁ । ନମ୍ବର 3- ଏହି ମାସରେ କୈଣସି ଜୀବ ଜନ୍ତୁ ଙ୍କର ଥଟା କରିବା ଉଚିତ ହୋଇ ନଥାଏ ଏପରି କରିବା ଦ୍ୱାରା ଦୃଭାଗ୍ୟ ପ୍ରାପ୍ତି ହୋଇଥାଏ । ନମ୍ବର 4- କାର୍ତ୍ତିକ ମାସରେକୈଣସି ବ୍ୟକ୍ତି ଏବଂ ଗୁରୁଜନ ମାନଙ୍କର ଅପମାନ କରିବା ଉଚିତ ନୁହେଁ ଏପରି କରିବା ଦ୍ୱାରା ମା ଲକ୍ଷ୍ମୀ କ୍ରଧ କରିଥାନ୍ତି ଏହାର ଫଳ ସମ୍ପର୍ଣ୍ଣ ପରିବାରକୁ ଭୋଗ କରିବାକୁ ପଡିଥାଏ ।drink

ନମ୍ବର 5- ଏହି ମାସରେ ମଦ୍ୟ ପାନ କରିବା ମଧ୍ୟ ଅନୁଚିତ ହୋଇଥାଏ , ଆମେ ସମସ୍ତେ ଜାଣିଛୁ ଯେ ମଦ୍ୟ ପାନ କରିବା ଆମ ସ୍ୱାସ୍ତ ପ୍ରତି ହାନି କାରକ ହୋଇଥାଏ , ତେଣୁ କବେଳ କାର୍ତ୍ତିକ ମାସ ନୁହେଁ କୈଣସିି ଦୀନ ମଦ୍ୟପାନ ବା ନିଶା ଦ୍ରବ୍ୟ ପାନ କରନ୍ତୁ ନାହିଁ । ତେଣୁ ବନ୍ଧୁଗଣ ଏହି ପବିତ୍ର କାର୍ତ୍ତିକ ମାସରେ ଏହି 5ଟି କାର୍ଯ୍ୟ ରୁ ଦୁରେଇ ରହିବାକୁ ଆପଣ ମାନଙ୍କୁ ଅନୁରୋଧ , ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *