ଶୋଇବା ପୂର୍ବରୁ ରୁ ସ୍ତ୍ରୀ ସହ ଲଗାତାର କରନ୍ତୁ ଏହି କାମ ! ୭ ଦିନରେ ଭାଗ୍ୟ ସମ୍ପୂର୍ଣ୍ଣ ବଦଳିଯିବ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଶୋଇବା ପୂର୍ବ ରୁ ସ୍ତ୍ରୀ ସହିତ ଲଗାତାର କରନ୍ତୁ ଏହି 7 ଟି କାମ ଆପଣ ମାନଙ୍କ ଭାଗ୍ୟ ସଂମ୍ପର୍ଣ୍ଣ ଭାବେ ବଦଳି ଯିବ , ଯଦି ଆପଣ ମାନେ ପରିବାର ରେ ସବୁ ସମୟ ରେ ଅସୁବିଧା ରେ ରହୁଛନ୍ତି , ତେବେ ଏହି ପୋଷ୍ଟ ଆପଣ ମାନଙ୍କ ପାଇଁ ବହୁତ କାମ ରେ ଆସିବ , ବହୁତ ସମୟ ରେ ଲୋକ ମାନେ ଏହି ପରି ପରିସ୍ଥିତି ରେ ତନାବ୍ ରେ ଆସି ଜାଇ ଥାନ୍ତି , ପତି ପତ୍ନୀ ଙ୍କ ସଂମ୍ପର୍କ ରେ ଝଗଡଡା ହେବା ଏକ ମାମୁଲି କଥା ଅଟେ । ହେଲେ କିଛି କ୍ଷେତ୍ର ରେ ଏହି ଛୋଟ ଝଗଡା ବହୁତ ବଡ ରୂପ ନେଇ ଜାଇ ଥାଏ କିଛି କଥା ରେ ତ ଡିଭର୍ସ ଯାଏ କଥା ଚାଲି ଜାଇ ଥାଏ , କିଛି କ୍ଷେତ୍ର ରେ ଏତେ ପରିମାଣ ରେ ଏମାନଙ୍କ ମଧ୍ୟ ରେ ଡିଫରେସନ୍ ପସି ଯାଏ କି ଏମାନଙ୍କ ମଧ୍ୟ ରେ ରହି ଥିବା ପ୍ରେମ ମଧ୍ୟ ଧିରେ ଧିରେ କମିବାରେ ଲାଗେ ତେଣୁ ଆପଣ ମାନେ ସେମିତି କ୍ଷେତ୍ର ରେ ରାତି ରେ ସ୍ୱାମୀ ଶୋଇବା ପୂର୍ବ ରୁ ପ୍ରଥମେ କରନ୍ତୁ ଏହି କାମ ପ୍ରଥମେ ହେଲା ସ୍ତ୍ରୀ ଙ୍କ ସହିତ ଆପଣ ମାନେ ରୋମାଣ୍ଟିକ୍ କଥା ହୁଅନ୍ତୁ ।sleep

ନିଜର ବ୍ୟସ୍ତ ବହୁତ ଜିବନ ମଧ୍ୟ ରେ ଆପଣ ମାନେ ସବୁ ବେଳେ ସ୍ତ୍ରୀ ସହିତ ନିଜର କାମ ବିଷୟ ରେ କଥା ହୁଅନ୍ତି ହେଲେ ଅନ୍ୟ ବିଷୟ ରେ କଥା ହେବାକୁ ତାଙ୍କ ପାଖରେ ଟାଇମ୍ ନ ଥାଏ , ସେମିତି ରେ ଆପଣ ମାନେ ରାତି ରେ ଟିକିଏ ଟାଇମ୍ ବାହାର କରି ସ୍ତ୍ରୀ ଙ୍କ ସେହି ଦିନ କେମିତି କଟିଲା ସେହି ବିଷୟ ରେ ପଚାରନ୍ତୁ , ଏମିତି କରିଲେ ଆପଣ ମାନଙ୍କ ମଧ୍ୟ ରେ ପ୍ରେମ ଭାବ ଜାଗ୍ରତ ହୋଇ ଥାଏ । ସେହି ପରି ଦୁଇ ରେ ସ୍ତ୍ରୀ ଙ୍କୁ ଆଲିଙ୍ଗନ କରି ଶୋଇ ଜାଆନ୍ତୁ , ପ୍ରେମ ର ସହିତ ଆଲିଙ୍ଗନ କରିଲେ ଆପଣ ମାନଙ୍କ ମଧ୍ୟ ରେ ପ୍ରେମ ବଢେ ।love

ଏକ ରିସର୍ଚ୍ଚ ରୁ ଜଣା ପଡିଛି କି ସ୍ୱାମୀ ସ୍ତ୍ରୀ ଆଲିଙ୍ଗନ କରି ଶୋଇବେ ସେମାନଙ୍କ ମଧ୍ୟ ରେ ବହୁତ ଦିନ ଯାଏ ମଧୁରତା ରହିବ ।ସେହି ପରି ତିନି ରେ ବନ୍ଧୁଗଣ ଆପଣ ମାନେ ସ୍ତ୍ରୀ ର ଦେହ ର ଯତ୍ନ ନିଅନ୍ତୁ ଯଦି ଆପଣ ମାନଙ୍କ ସ୍ତ୍ରୀ ଜଣେ ଗୃହଣୀ ତେବେ ସେ ଦିନ ସାରା ବହୁକ ସାରା କାମ କରୁ ଥିବେ ସେମିତି ରେ ଆପଣ ମାନେ ତାଙ୍କର ଶରୀର ର ନିଶ୍ଚିତ ଭାବେ ଯତ୍ନ ନେବା ଆବଶ୍ୟକ ହୋଇ ଥାଏ । ଏମିତି କରିଲେ ଆପଣ ମାନଙ୍କ ମଧ୍ୟ ରେ ଭଲ ପାଇବା ବଢିବ , ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *