(ପଞ୍ଚୁକ) ରେ କରନ୍ତୁ ଏହି (୫ଟି କାମ) ମନସ୍କାମନା ପୁରଣ ହେବ |

pachanak

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ କାର୍ତିକ ମାସ ର ଏକାଦୋଶୀ ରୁ ପୁରୁଷ ଏବଂ ସ୍ତ୍ରୀ ଯୁବକ ଯୁବତୀ ଦୃଢ ବ୍ରତ୍ତ ଭାବେ ନିଷ୍ଟଟାର ସହିତ ପାଞ୍ଚ ଦିନ ପାଇଁ ପଞ୍ଚୁକ ପାଳନ କରି ଥାନ୍ତି ପିତାମୋହ ଭିଷ୍ମ ବାସୁଦେବ ଙ୍କ ଠାରୁ ପ୍ରତି ବର୍ଷ ର କାର୍ତ୍ତିକ ମାସ ର ସେଷ ପାଞ୍ଚ ଦିନ ବ୍ରତ୍ତ ରଖି ପଞ୍ଚୁକ ପାଳନ କରିବା ପାଇଁ କହି ଥିଲେ ସେହି ଅନୁସାରେ ବ୍ରତ୍ତ ର ନାମ ଭିଷ୍ମ ପଞ୍ଚୁକ ବୋଲି ହୋଇଛି , ତେବେ ଆପଣ ମାନେ ଯଦି ନିଜର ମନସ୍କାମନା ଏବଂ ଇଚ୍ଛା କୁ ପୂରଣ କରିବା ପାଇଁ ଚାହୁଁ ଥିଲେ ଏହି ପାଞ୍ଚ ଦିନ ରେ ଆପଣ ମାନେ ଏହି ସବୁ କାମ କରନ୍ତୁ । ଆସନ୍ତୁ ଜାଣି ନେବା ସେହି ସବୁ ବିଷୟ ରେ ଏହି ଦିନ ରେ ଆପଣ ମାନେ ପ୍ରଥମେ ତ ପ୍ରଭୁ ରାଧାକୃଷ୍ଣ ଙ୍କର ପୂଜା ଅର୍ଚ୍ଚନା କରନ୍ତୁ ଏବଂ ଏହି ସମୟ ରେ ଆପଣ ମାନେ ତୁଳସୀ କାଠ ରେ ଚନ୍ଦନ ଘୋରେଇ ଲଗାନ୍ତୁ ଏମିତି କରିଲେ ରାଧା କୃଷ୍ଣ ଆପଣ ମାନଙ୍କ ଉପରେ ପ୍ରଶନ୍ନ ହୋଇ ଥାନ୍ତି ।radha

ସେହି ପରି ଦୁଇ ରେ ବନ୍ଧୁଗଣ ସୂର୍ଯ୍ୟଦୟ ପୂର୍ବ ରୁ ଘର ସଫା କରିବା ଏହି ଦିନ ରେ ଆପଣ ମାନେ ସବୁ ବେଳେ ସୂର୍ଯ୍ୟ ଉଦୟ ପୂର୍ବ ରୁ ଉଠନ୍ତୁ ଏବଂ ଘର ସଫା କରିବା ନିହାତି ଆବଶ୍ୟକ ଅଟେ ଏମିତି କରିଲେ ଭଗବାନ ବିଷ୍ଣୁ ଏବଂ ଲକ୍ଷ୍ମୀ ପ୍ରଶନ୍ନ ହୋଇ ଥାନ୍ତି । ସେହି ପରି ଆପଣ ମାନେ ଏହି ପାଞ୍ଚଦିନ ରେ ସୂର୍ଯ୍ୟଦୟ ପୂର୍ବ ରୁ ସ୍ନାନ କରିବା ପାଇଁ ଚେଷ୍ଟା କରନ୍ତୁ ,laxmi

ଏବଂ ପରେ ପରେ ଆପଣ ମାନଙ୍କୁ ଚୈରା ପୂଜା ଆଦି କରିବା ଉଚିତ୍ ସେହି ପରି ଏହି ଦିନ ମାନଙ୍କ ରେ ଆପଣ ମାନେ ମୁରୁଜ ଆଙ୍କିବା ଉଚିତ୍ ଏମିତି କରିଲେ ଭଗବାନ ଆପଣଙ୍କ ଉପରେ ପ୍ରଶନ୍ନ ହେବେ , ସେହି ପରି ବନ୍ଧୁଗଣ ଆପଣ ମାନେ ଏହି ଦିନ ରେ ନୀଳ ଅପରାଜିତା ଫୁଲ ଆଣନ୍ତୁ ଏବଂ ଭଗବାନ ଜଗନ୍ନାଥ ଙ୍କ ପାଖରେ ଅର୍ପଣ କରନ୍ତୁ ଦେଖିବେ ନିଶ୍ଚିତ ସବୁ ସମସ୍ୟା ଆପଣ ମାନଙ୍କର ଦୂର ହେବ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *