ଦୁଇଟି କାମ କରିଦିଅ ଅଧିକରୁ ଅଧିକ ସମୟ ସମ୍ଭୋଗ କରିପାରିବ।

ab99

ନମସ୍କାର ଆମେ ଆପଣ ମାନଙ୍କର ସ୍ୱାଗତ ଜଣାଉଛୁ,ଯଦି ଆପଣ ନିଜ ଶରୀରକୁ ନେଇ ଆପଣ ଖୁସି ନାହାନ୍ତି ଓ ଆପଣ ନିଜ ଶରୀରକୁ ଅନ୍ୟ ଆଗରେ ଦେଖିଲେ ଆପଣଙ୍କୁ ସଙ୍କୋଚ ଲାଗୁଛିତ ଆପଣ ଯୌନ ଜୀବନରେ କେବେ ସନ୍ତୁଷ୍ଟ ହୋଇପାରିବେ ନାହିଁ। ନିଜ ସାଥି ସହିତ ଆପଣଙ୍କ ଭଲ ସଂଯୋଗ ହୋଇପାରିବ ନାହିଁ ଓ ଆପଣଙ୍କ ଯୌନ ଜୀବନ ନଷ୍ଟ ହୋଇଯିବ ଓ ଆପଣ ଯୌନ ଶାନ୍ତି ପାଇ ପାରିବେ ନାହିଁ।

ଆପଣ ନିଜ ସମ୍ଭୋଗ ଅଧିକ ସମୟ ପାଇଁ ବନେଇ ରଖିବାକୁ ଚାହୁଁଛନ୍ତିତ ଵିଶେଷଜ୍ଞ ଦ୍ୱାରା କୁହାଯାଇଥିବା ଦୁଇଟି କଥାକୁ ମନଦେଇ ମାନିବାର ଅଛି ଯେମିତି ୧.ବୈଜ୍ଞାନିକ ସ୍ତରରେ ଓ ୨.ମନୋବିଜ୍ଞାନ ସ୍ତରରେ ମାନିବାର ଅଛି। ଯାହାଫଳରେ ଆପଣ ନିଜ ଯୌନ ଜୀବନକୁ ଖୁସି ମୟ ଓ ଭଲ କରି ପାରିବେ।ଆସନ୍ତୁ ଜାଣିବା ସେ ଦୁଇଟି କାରଣ ବିଷୟରେ।

love

୧.ଯୌନ ସଂରକ୍ଷଣ ଏକାମ ବିବାହ ପୂର୍ବରୁ ସମସ୍ତଙ୍କୁ କରିବା ଆଵଶ୍ୟକ।ବିଜ୍ଞାନ ଅନୁସାରେ ବୁଝିବାକୁ ଗଲେ ଯେଉଁ ଜିନିଷ ଯେତେ ଅଧିକ ବ୍ୟବହାର ହୁଏ ତାର କାର୍ଯ୍ୟ କରିବା କ୍ଷମତା ସେତେ କମିଯାଏ।ଲୋକମାନେ କଣ କରନ୍ତିନା ଅନେକ ଯୌନ ଉଦ୍ଦିପକ ଛବି ଦେଖି ବା ଯୌନ ଉଦ୍ଧିପକ ଚଳଚ୍ଚିତ୍ର ଦେଖି ଭୁଲ କାମ କରିବାକୁ ଲାଗନ୍ତି।ଯାହାଦ୍ୱାରା ସେମାନଙ୍କ ଯୌନ କ୍ଷମତା ଦିନକୁ ଦିନ କମ ହେବାରେ ଲାଗେ।ଯେତେବେଳେ ସେ ନିଜ ସାଥିକୁ ଖୁସି କରି ପାରି ନଥାଏ ତାପରେ ସେ ଜାଣିପାରେ ସେ ତାଜୀବନରେ ବ୍ରହ୍ମଚର୍ଯ୍ୟ ପାଳନ କରିବା କେତେ ଜରୁରୀ ଥିଲା।

ତେଣୁ ଆପଣଙ୍କୁ ବିବାହ ପର୍ଯ୍ୟନ୍ତ ଯୌନ ଉଦ୍ଧିପକ କାର୍ଯ୍ୟଠାରୁ ନିଜକୁ ଦୁରେଇ ରଖିବେ ଓ ସବୁଦିନ ଅଧିକ ଶାରିରୀକ ପରିଶ୍ରମ କରିବା ଉଚିତ,୮-୧୦ ଘଣ୍ଟା ଭଲ ଭାବରେ ଶୋଇବା ଓ ୧୦-୧୨ ଗ୍ଲାସ ପାଣି ପିଵା ସହ ଆପଣଙ୍କୁ ବ୍ରହ୍ମ ଚର୍ଯ୍ୟ ପାଳନ କରିବା ନିହାତୀ ଜରୁରୀ।୨.ପ୍ରଶଂସା କରିବା,ଏ କାମ ଆପଣ ନିଜ ସାଥି ସହିତ କରିବାର ଅଛି।ଆପଣଙ୍କୁ ଏ କଥାଟି ଅବଶ୍ୟ ଛୋଟିଆ ଲାଗିପାରେ କିନ୍ତୁ ଏହାଏକ ମନୋବିଜ୍ଞାନ ତଥ୍ୟ।ବିଶେଷଜ୍ଞ ସେ ମହିଳା ମାନଙ୍କୁ ପଚାରିଛନ୍ତି ଆପଣ ଥରେ ସମ୍ଭୋଗ କଲେ ଆପଣଙ୍କୁ କେତେଥର ଚରମ ସୁଖର ପ୍ରାପ୍ତ ହୋଇଛି।

loves

ଶାରୀରିକ ସମ୍ଵନ୍ଧ ଦ୍ୱାରା ସନ୍ତୁଷ୍ଟି ମିଳିଛିକି ନାହିଁ,ତାଙ୍କ ଭିତରେ ଯୌନ ଇଛା କେତେଥର ଜାଗୃତ ହୋଇଛି,ଉତ୍ତେଜନାର ସ୍ତର କିପିରିଥିଲା ଓ ତାଙ୍କ ସାଥି ତାଙ୍କ ସହ କେତେ ସମୟ ପର୍ଯ୍ୟନ୍ତ ଶାରୀରିକ ସମ୍ବନ୍ଧ ରଖି ପାରନ୍ତି।ଅଧ୍ୟୟନ ଅନୁସାରେ ଜଣାପଡିଛିକି ଯେଉଁ ସାଥୀମାନେ ମହିଳା ମାନଙ୍କର ସୁନ୍ଦର ଶରୀରକୁ ନେଇ ପେଶଂସା କରିଥିଲେ ସେ ମହିଳା ମାନଙ୍କୁ ଅଧିକ ସନ୍ତୁଷ୍ଟି ମିଳିଥିଲା ଓ ସେମାନେ ଚରମ ତୃପ୍ତିରେ ପହଁଚିଯାଇଥିଲେ।ତାଙ୍କ କାମ ଇଛା ଅନ୍ୟମାନଙ୍କ ତୁଳନାରେ ସନ୍ତୋଷ ଜନକ ଥିଲା।ସେ ମହିଳାମାନେ ନିଜ ଯୌନ ଲାଳସାକୁ ଉପଭୋଗ କରିଥିଲେ।

ତେବେ ଏହି ଭଳି କିଛି ଜାଣିବା କଥା ପ୍ରତିଦିନ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ । ଏହି ପୋଷ୍ଟକୁ ଅଧିକରୁ ଅଧିକ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାନ୍ତୁ ।

Leave a Reply

Your email address will not be published. Required fields are marked *