ଶରୀର ର ଏହି ଅଙ୍ଗ ରେ ଭୁଲରେ ଲଗାନ୍ତୁ ନାହିଁ ସାବୁନ ! ନହେଲେ ହୋଇଯିବେ ଭିକାରୀ !

sop

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜିକା ସମୟରେ ସମସ୍ତେ ସଫା ସୁତୁରା ରହିବାକୁ ବହୁତ ପସନ୍ଦ କରନ୍ତି , ତେବେ ଏହି ସଫା ସୁତୁରା ରହିବା ଶରୀର ପାଇଁ ଯେତିକି ଭଲ ଶରୀରକୁ ସଫା କରିବା ପାଇଁ ବ୍ୟବହାର କରା ଯାଉଥିବା ସାବୁନ ସ୍ୱାସ୍ତ ପାଇଁ ସେତିକି ଖରାପ । ଆଜି ଆମେ ଆପଣଙ୍କୁ କହିବୁ ଶରୀରର କେଉଁ ଅଙ୍ଗରେ ସବୁନ ମାରିବା ସ୍ୱାସ୍ତ ପାଇଁ କ୍ଷତି କାରକ , ସଂସାରରେ ଲୋକେ ବହୁତ କିଛି କରି ଯାଆନ୍ତି ସେଥି ମଧ୍ୟରୁ କିଛି ଠିକ୍ କାମ ଥାଏ ତ କିଛି ଭୁଲ କାମ ଥାଏ , ଏହିସବୁ ଭୁଲ କାର୍ଯ୍ୟ ପାଇଁ ମଣିଷ ପରବର୍ତି ସମୟରେ ବହୁତ ପସ୍ତାଏ ।soap

ତେବେ ଆପଣ ନିଜ ଶରୀରକୁ ସଫା ସୁତୁରା ରଖିବା ପାଇଁ ଯେଉଁ ସାବୁନ ବ୍ୟବହାର କରୁଛନ୍ତି କଣ ଆପଣ ଯାଣିଛନ୍ତି କି ଏଥଖିରେ ଥିବା କେମିକାଲ ଆମ ଶରୀର ପାଇଁ ବହୁତ କ୍ଷତି କାରକ ହୋଇଥାଏ ତେବେ ଶରୀରର ସବୁ ସ୍ଥାନରେ ସାବୁନ ଲଗାଇବା କ୍ଷତିକାରକ ନୁହେଁ । କେବଳ ଦୁଇଟି ଜାଗା ଅଛି ଯେଉଥିରେ ସାବୁନ ଲଗାଇ ଆପଣଙ୍କୁ ଚର୍ମ ରୋଗ ହୋଇଥାଏ , ତେବେ ସେହି ସ୍ଥାନ ହେଉଛି ଗୁପ୍ତାଙ୍ଗ ଏହା ଦ୍ୱାୀରା ଚର୍ମ ରୋଗ ବା ଯାଦୁ କାଛୁ କୁଣ୍ଡିଆ ଭଳି ରୋଗ ହୋଇଥାଏ ,sop

ଏହି ଗୁପ୍ତାଙ୍ଗରେ ଲଗାଇଲେ ଏହା ସେହି ସ୍ଥାନକୁ ବହୁତ ସୁଷ୍କ କରିଦିଏ ବା ସାବୁନରେ ଥିବା କେମିକାଲ ସେହି ସ୍ଥାନରେ ଲାଗି ରୁହେ , ଯାହା ଝଳର ସ୍ପର୍ସରେ ଆସି ଚର୍ମ ରୋଗ ସୃଷ୍ଟି କରେ ତେଣୁ କେତେବେଳେ ବି ଶରୀରରେ ସାବୁନ ଲଗାଉଛନ୍ତି ଭୁଲରେବି ଗୁପ୍ତାଙ୍ଗରେ ସାବୁନ ଲଗାନ୍ତୁ ନାହିଁ ।ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *