ଅପରାଜିତା ମହାନ୍ତି ଙ୍କ ଝିଅ ଓ ପରିବାର, ଆଗରୁ କେବେ ଦେଖି ନଥିବେ

aparajita

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଅପରାଜିତା ମାହାନ୍ତି ଯିଏକି ଆପଣଙ୍କ ଟିକି ଅପା ଆଜି ଆମେ ସେହି ଅପରାଜିତା ମହାନ୍ତି ଙ୍କର ଘର ଓ ପରିବାର ତାଙ୍କର ଜନ୍ମ ଦୀନ ତାଙ୍କ ଗାଁ ଶିକ୍ଷ୍ୟା ଗତ ଯଗ୍ୟତା ଏମିତିକି ତାଙ୍କ ଜୀବନି ଏହା ସହିତ ତାଙ୍କ ବସୟରେ କିଛି ଅଜଣା ତଥ୍ୟ ଯାହାକି ଆପଣ ମାନେ ପୂର୍ବରୁ କେବେ ଜାଣି ନଥିବେ ଯେମିତିକି ତାଙ୍କ ଝିଅ ପୁଅ ସବୁକିଛି ଆମେ ଆଜି ଆପଣଙ୍କୁ ଜଣେଇବୁ । ଅପରାଜିତା ମହାନ୍ତି 90 ଦଶକର କଳାକାର ସେ 1966 ମସିହାର ମେ ମାସ 15 ତାରିଖରେ ମୟରୁଭଞ୍ଜ ଜିଲ୍ଲାର କରଞ୍ଜୀଆରେ ଜନ୍ମ ଗ୍ରହଣ କରିଥିଲେ , ତାଙ୍କର ଡାକ ନାମ ହେଉଛି ଟିକି ଅପା ତାଙ୍କର ବାପା ଭଦ୍ରକ ଜିଲ୍ଲାରେ ମିର୍ଜାପୁର ଗ୍ରାମର ବାସିନ୍ଦା ଅଟନ୍ତି ଏବଂ ସେ ପ୍ରକୃତରେ ମସଲ ମାନ ଅଟନ୍ତି କିନ୍ତୁ ଅପରାଜିତାଙ୍କ ମା ହେଉଛନ୍ତି ଜଣେ ହିନ୍ଦୁ ନାରୀ , ଯେହେତୁ ଅପରାଜିତାଙ୍କ ବାପା ମା ଉଭୟ ଭିନ୍ୟ ଭିନ୍ୟ ଯାତିର ସେଥିପାଇଁ ଅପରାଜିତା ଦୁଇଟି ଯାତିକୁ ସମାନ ଭାବରେ ଦେଖନ୍ତି ।aparjita

ପିଲାଟି ଦିନରୁ ଅପରାଜିତା ପାଠ ପଢା ସହିତ ଏକେଟିଂ କେରିଅରକୁ ବହୁତ ପସନ୍ଦ କରନ୍ତି , ସେଥି ପାଇଁ ସେ ଭୁବେନଶ୍ୱର ଆସିଲେ ଏବଂ 1980 ମସିହାରେ ସେ ଓଲିଉଡ୍ ଜଗତରେ ପାଦ ଦେଲେ ଏବଂ ତାଙ୍କର ସେହି ସମୟରେ ପ୍ରଥମ ଫିଲ୍ମ ଥିଲା ସିତା ଲବ କୁଷ୍ ଯାହା ଦ୍ୱାରା ସେ ଓଡଆ ସିନେମା ଜଗତରେ ପ୍ରଥମ ଥର ପାଇଁ ପାଦ ଦେଇଥିଲେ ଏବଂ ଏହି ଚଳଚିତ୍ରଟି ମଧ୍ୟ ସୁପରହିଟ୍ ସାବ୍ୟସ୍ତ ହୋଇଥିଲା , ଏହା ପରଠାରୁ ଅପରାଜିତା ଆଉ ପଛକ ଅନାଇ ଚାହିଁ ନାହାନ୍ତି । ବନ୍ଧୁଗଣ ଆପଣ ଗୋଟିଏ କଥା ଜାଣି ରଖନ୍ତୁ ଯେ ବର୍ତମାନ ସୁଧା ଅପରାଜିତା 70 ରୁ ଅଧିକ ଚଳଚିତ୍ରରେ କାମ କରି ସାରିଛନ୍ତି ,aparajita mohanty

ଏହା ସହିତ ଆପଣ ଜାଣି ନଥିବେ ଯେ ଅପରାଜିତା ମହାନ୍ତି ବିଜେପି କର୍ମୀ ଅଟନ୍ତି ଏବଂ 2019 ମସିହାରେ ଉତ୍ତର ଭୁବେନଶ୍ୱରରେ ଅପରାଜିତା ମହାନ୍ତି ବିଧାୟକ ପ୍ରାଥି ଭାବରେ ମଧ୍ୟ ଛିଡା ହୋଇଥିଲେ । ଏହା ସହିତ ତାଙ୍କର ପୁଅ ବାବୁସାନ ମାହାନ୍ତି ସେବି ବିଜେପି କର୍ମୀ ଅଟନ୍ତି ଏବଂ ବାବୁସାନ ମାହାନ୍ତି ବର୍ତମାନ ସମୟରେ ଓଲିଉଡ୍ ଜଗତର ନମ୍ବର 1 ହିରୋ ଭାବରେ କାମ କରୁଛନ୍ତି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *