Top10 ଓଡ଼ିଆ ସେଲିବ୍ରିଟି ବିବାହ ପରେ ଓଲିଉଡ ଛାଡି ଏବେ କଣ କରୁଛନ୍ତି ଦେଖନ୍ତୁ ।

heroin

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଓଡିଆ ସିିରିଏଲ ଗୁଡିକ ନିଶ୍ଚିତ ଭାବେ ଦେଖୁ ଥିବେ ଏହି ସବୁ ଇଣ୍ଡଷ୍ଚ୍ରୀ ରେ କାମ କରୁ ଥିବା ଅଭିନେତ୍ରୀ ମାନେ ଏକ ପ୍ରକାରର ବିବାହ ପରେ ଏହି ଇଣ୍ଡଷ୍ଟ୍ରୀ କୁ ସେମାନେ ଛାଜି ଦେଇ ଥାନ୍ତି , ତେବେ ବନ୍ଧୁଗଣ ଏହି ଓଡିଆ ଇଣ୍ଡଷ୍ଚ୍ରୀ କୁ ସେମାନେ ଛାଡିବା ପରେ ବର୍ତମାନ ସମୟ ରେ ସେମାନେ୍ କଣ କରୁଛନ୍ତି ସେହି ବିଷୟ ରେ ଜାଣିବା ପାଇଁ ହେଲେ ଆପଣ ମାନଙ୍ରୁ ନିଶ୍ଚିତ ଭାବେ ପୋଷ୍ଟ କୁ ସେଷ ଯାଏ ପଢିବା ପାଇଁ ପଡିବ । ତେବେ ଆମର ଏହି ଲିଷ୍ଟ ରେ ପ୍ରଥମ ନମ୍ବର ରେ କେ ଶୈଳଜା ରାଓ ତେବେ ଆପଣ ମାନେ ଏଠାରେ ଜାଣି ଥିବେ ସେ ଆମ ଘର ଲକ୍ଷ୍ମୀ ସିରିଏଲ ରେ ଅଭିନୟ କରି ଥିଲେ , ହେଲେ ହଠାତ୍ ତାଙ୍କର ବିବାହ ପାଇଁ ସେ ଏହି ସିରିଏଲ କୁ ଛାଡି ଦେଇ ଥିଲେ , ବର୍ତମାନ ସମୟ ରେ ତାଙ୍କର ସ୍ୱାମୀ ଙ୍କ ସହିତ ସେ ତାଙ୍କର ବିଜନେସ୍ ରେ ସୀହାଯ୍ୟ କରୁଛନ୍ତି ।salaja

ଏହା ପରେ ରହିଛନ୍ତି ରାନୁ କର ବନ୍ଧୁଗଣ ଆପଣ ମାନେ ସିନ୍ଦୁର ବିନ୍ଧୁ ସିରିଏଲ ରେ ରାନୁ କର ଙ୍କ ବୋହୁ ହେବାର ଅଭିନୟ କୁ ନିଶ୍ଚିତ ଭାବେ ଦେଖି ଥିବେ ହେଲେ ସେ ବିବାହ ପରେ ଏହି ସିରିଅଏଲ କୁ ହଠାତ୍ ଛାଡି ଦେଇ ଥିଲେ , ଏବଂ ରାନୁ ଙ୍କ ପତି ଜଣେ ଇଞିନିୟ ଅଟନ୍ତି ତେବେ ସେ ଦୁବାଇ ରେ ରହୁ ଥିବା ବେଳେ ସେ ବି ବିବାହ ପରେ ଦୁବାଇ ଚାଲି ଜାଇ ଥିଲେ ।ranu

ଏହା ପରେ ତୃତୀୟ ରେ ଶୁଭସ୍ମିତା ପଣ୍ଡା ସେମିତି ରେ ଆପଣ ମାନେ ଶୁଭସ୍ମିତା ପଣ୍ଡା ବହୁତ ସାରା ସିନେମା ଏବଂ ସିରିଏଲ ମାନଙ୍କ ରେ ଅଭିନୟ କରୁ ଥିବାର ଆପଣ ମାନେ ଦେଖୁ ଥିବେ , ହେଲେ ଗତ କିଛି ଦିନ ହେବ ବିବାହ ହେବା ପରେ ସେ ଓଲିଉଡ ଇଣ୍ଡଷ୍ଟ୍ରୀ ଛାଡି ଦେଇ ଥିବା ବେଳେ ସେ ବର୍ତମାନ ସମୟ ରେ ସେ ନିଜର ଶାଶୁ ଘର ସମ୍ଭାଳୁଛନ୍ତି , ଏହା ପରେ ସହିଛନ୍ତି ମାହୀ ମିଶ୍ର ଆପଣ ମାନେ ମୁଁ ବି ଅର୍ଦ୍ଧାଙ୍ଗିନି ସିରିଏଲ ରେ ମାହୀ ଙ୍କ ବହୁତ ସୁନ୍ଦର ଅଭିନୟ ଦେଖି ଥିବେ , ସେମିତି ରେ ସେ ସୁଟିଂ ସେଟ୍ ରୁ ହିଁ ହୁସେନ୍ ଙ୍କୁ ଭଲ ପାଇ ବସି ଥିଲେ ଏବଂ ସେଷ ରେ ସେ ବିବାହ ମଧ୍ୟ କରି ଥିଲେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *