ଧନତେରସ / ଦୀପାବଳି ଦିନ ଘରକୁ ଆଣିଲେ ଏହି ଜିନିଷ କମେ ଦରିଦ୍ରତା ଓ ହୁଏ ଧନର ବର୍ଷା

diwali

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଜାଣିବା କି ଧନତେରସ ଦିନ କଣ ସବୁ କିଣିବା କଥା ନୁହେଁ ଏହା ଦ୍ୱାରା ଆସି ଥାଏ ଘର କୁ ଦରିଦ୍ରତା ସେମିତି ରେ ବନ୍ଧୁଗଣ ଆମେ ମାନେ ଏହି କଥା ଜାଣିଛେ କି ଧନତେରସ ଦିନ ସୂନା , ରୂପା ଏବଂ ପିତଳ ର ଆଦି ଧତୁ କିଣା କିଣି କରିବା ବହୁତ ଶୁଭ ହୋଇ ଥାଏ , ହେଲେ ଏମିତି ବି କିଛି ଜିନିଷ ରହିଥାଏ ଜାହାକୁ କେବେ ବି କିଣିବା କଥା ନୁହେଁ । ତେବେ ଆସନ୍ତୁ ଜାଣି ନେବା ସେହି ସବୁ ଜିନିଷ ବିଷୟ ରେ ଯଦି ଆପଣ ମାନେ କିଣିବେ ତେବେ ଆଗାମୀ ଦିନ ମାନଙ୍କ ରେ ଆପଣ ମାନଙ୍କୁ ଭୟଙ୍କର କଷ୍ଟ ପାଇବା ପାଇଁ ପଡିପାରେ । ତେବେ ଆସନ୍ତୁ ଜାଣି ନେବା ସେହି ଜିନିଷ ଗୁଡିକ ବିଷୟ ରେ ,glssware

ତେବେ ବନ୍ଧୁଗଣ ପ୍ରଥମେ ରହିଛି ଜାହା ଆପଣ ମାନେ ଏହି ଧନତେରସ ଦିନ କେବେ ବି କାଚ ର ଜିନିଷ କିଣିବା କଥା ନୁହେଁ , ଏହା ଆପଣ ମାନଙ୍କ ଘର ପାଇଁ ବହୁତ ଅଶୁଭ ହୋଇ ଥାଏ , ସେହି ପରି ବନ୍ଧୁଗଣ ଦୁଇ ନମ୍ବର ରେ ରହିଛି , କଳା ରଙ୍ଗ ର ଜି୍ନିଷ ହିିନ୍ଧୁ ଶାସ୍ତ୍ର ରେ ଏହି ଦିନ ରେ କଳା ରଙ୍ଗ ର ଜିନିଷ ଆଣିବା ବହୁତ ଖରାପ ହୋଇ ଥାଏ ଏବଂ ପରେ ଆପଣ ମାନଙ୍ରୁ ବହୁତ କଷ୍ଚ ଭୋଗ କରିବା ପାଇଁ ପଡି ପାରେ । ତେଣୁ ବନ୍ଧୁଗଣ ଆପଣ ମାନେ ଏହି ଦିନରେ କେବେ ବି ଏମିତି କରନ୍ତୁ ନାହିଁ ସେହି ପରି ତିନି ରେ ଏହି ଦିନ ରେ ଆପଣ ମାନେ କଇଁଚି ଏବଂ ଛୁରୀ ଆଦି ଜିନିଷ କୁ କେବେ ବି କିଣନ୍ତୁ ନାହିଁaichi

, ଏମିତି ହେଲେ ପରବର୍ତୀ ସମୟ ରେ ଘରେ କାହାର ସ୍ୱାସ୍ଥ୍ୟ ଜିନିତ ସମସ୍ୟା ଦେଖିବା ମିଳେ , ତେବେ ଏହି ଧନତେରସ ଦିନ ଟି ବହୁତ ଶୁଭ ହୋଇ ଥିବା ହେତୁ ଏହି ଦିନ ରେ ଆପଣ ମାନେ ଏମିତି ସବୁ ଜିନିଶ କୁ ଆଣିଲେ ଆପଣ ମାନଙ୍କ ପାଇଁ ଅଶୁଭ ହୋଇ ଥାଏ , ତେବେ ବନ୍ଧୁଗଣ ଆପଣ ମାନେ ନିଶ୍ଚିତ ଭାବେ ଜାଣି ପାରି ଥିବେ ଏହି ବିଷୟ ରେ , ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *