ଧନତେରସରେ ଘରକୁ ଆଣନ୍ତୁ ଏହି ଜିନିଷ ହେବ ଧନର ବର୍ଷା |

laxmi

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଆମେ ଜାଣିବା ଧନତେରସ ଦିନ କେଉଁ ଜିନିଷ କିଣିବା ଦ୍ୱାରା ଆପଣଙ୍କ ଭାଗ୍ୟରେ ପରିବର୍ତନ ହେବା ସହିତ ଘରକୁ ଧନର ଆଗମନ ହୋଇଥାଏ । ବନ୍ଧୁଗଣ ବର୍ତମାନ ଧନତେରସ ଏବଂ ଦୀପାବଳୀର ମାହଲ ଚାଲିଛି ଏହି ଦୁଇ ପର୍ବ ଧନକୁ ଯୋଡିତ ଅଟେ ସେଥିପାଇଁ ଏଇ ଦୁଇ ଦିନ କରା ଯାଇଥିବା କାମ ଆମର ଧନରେ ବୃଦ୍ଧି କରିଥାଏ । ଏହି କାରଣ ଅଟେକି ମା ଲକ୍ଷ୍ମୀଙ୍କୁ ପଶ୍ରନ କରିବା ପାଇଁ ଲୋକମାନେ କେତେ କଣ ଉପାୟ କରିଥାନ୍ତି । ଯତିଶ୍ର ଆଉ ତନ୍ତ୍ର ଶାସ୍ତ୍ରରେ କିଛି ଏମିତି ବିସୟରେ କୁହା ଯାଇଛି ଯାହାକୁ ଘରେ ରଖିବା ଦ୍ୱାରା ମାତା ଲକ୍ଷ୍ମୀ ପଶ୍ରନ ହୋଇଥାନ୍ତି , ଆଉ ଘରକୁ ଧନର ଆଗମନ ହୋଇଥାଏ । ତେବେ ଚାଲନ୍ତୁ ଜାଣିବା କିଛି ଏମିତି ବସ୍ତୁ ବା ଜିନିଷ ବସୟରେ ଯାହାକୁ ଯଦି ଆପଣ ଧନତେରସ କିମ୍ବା ଦୀପାବଳୀ ଦିନ ଯଦି ଘରେ ସ୍ଥାପିତ କରିଦେବେ ଆପଣଙ୍କ ଘରେ ସହେ ବର୍ଷ ପର୍ଯ୍ୟନ୍ତ ଟଙ୍କାର ଅଭାବ ରହିବ ନାହିଁ ।pital

ତେବେ ଚାଲନ୍ତୁ ଜାଣିନେବା ସେହି ପାଞ୍ଚ ଗୋଟି ଜିନିଷ କଣ ଅଟେ , ପ୍ରଥମରେ ରହିଛି କହାଯାଏ କି ଯେତେବେଳେ ଭଗବାନ ଧନନ୍ତରି ପ୍ରକଟ ହୋଇଥିଲେ ସେତେବେଳେ ସେ ଏକ ପାତ୍ରରେ ଅମୃତ ନେଇ ଆସିଥିଲେ ତେଣୁ ଧନତେରସରେ ଦିନ ପିତଳ ପାତ୍ର କିଣିବା ଶୁଭ ହୋଇଥାଏ । ଦିତୀୟରେ ରହିଛି ଚାନ୍ଦି ଚନ୍ଦ୍ରମାଙ୍କ ଧାତୁ ହୋଇ ଥିବାରୁ ଧନତେରସରେ ଦିନ ରୂପାର କିଛି ଜିନିଷ ଘରକୁ ଅଣାଯାଏ , ଏହି ଦିନ ରୂପା କିଣିଲେ ଘରେ ଯୋଶ କ୍ରିତି ଏବଂ ସମ୍ପତିର ବୃଦ୍ଧି ହୋଇଥାଏ । ତୃତୀୟର ରହିଛି ସମୁଦ୍ର ମନ୍ଥନ ସମୟରେ ମା ଲକ୍ଷ୍ମୀଙ୍କର ସହିତ କଉଡି ପ୍ରକଟ ହୋଇଥିଲେ ଧନତେରସରେ ଦିନ କଉଡି କିଣି ଆପଣ ତାକୁ ଦୀପାବଳୀ ଦିନ ପୂଜା କରନ୍ତୁ ଏବଂ ତାକୁ ନିଜ ସିନ୍ଦୁକରେ ରଖି ଦିଅନ୍ତୁ ଯାହା ଦ୍ୱାରା ଆପଣଙ୍କ ଧନହାନି ହେବ ନାହିଁ ।kaudi

ଚତୃର୍ଥରେ ରହିଛି ଧନତେରସରେ ଦିନ ଧଣିଆର ମଞ୍ଜିକୁ କ୍ରୟ କରି ତାକୁ ଦୀପାବଳୀ ଦିନ ରପଣ କଲେ ଧନହାନି ହୋଇ ନଥାଏ । ପଞ୍ଚମରେ ରହିଛି ଧନତେରସରେ ଦିନ ଦୀପାବଳୀ ସାମଗ୍ରୀ ଯଥା ଲକ୍ଷ୍ମୀ ଏବଂ ଗଣେଷଙ୍କ ମୃତି ମାଟି ଦୀପ ଇତ୍ୟଦି କ୍ରୟ କରିବା ଉଚିତ୍ ହୋଇଥାଏ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *