ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ତେବେ ପ୍ରଥମ ଥର ପାଇଁ ଅନୁଭବ ଙ୍କ ଶାରୀରିକ ସଂମ୍ପର୍କ ପାଇଁ ଅଭିଯୋଗ ର ଜବାବ୍ ଦେଲେ ବର୍ଷା ମୁହଁ ଖୋଲି ବର୍ଷା କହିଲେ ସବୁଠାରୁ ବଡ କଥା କହିଲେ ସତ କେବେ ବି ଲୁଚି ରହେ ନାହିଁ ତେବେ ଅନୁଭବ କହି ଥିବା ଶାରୀରିକ ସଂମ୍ପର୍କ ମାମଲା ରେ ବର୍ଷା କିପରି ଜବାବ୍ ଦେଲେ , ତେବେ ବନ୍ଧୁଗଣ ଏହି ବିଷୟ ରେ ସଂମ୍ପର୍ଣ୍ଣ ଖବର ଜାଣିବା ପାଇଁ ଆପଣ ମାନେ ଆମର ଚେନ୍ନାଲ ରେ ନୂଆ କରି ଆସିଛନ୍ତି । ତେବେ ଏହା ପୂର୍ବ ରୁ ଆପଣ ମାନଙ୍କୁ ଆଉ ଏକ ବଡ ଖବର ଦେବୁ କି ଏମାନଙ୍କ ର କୋର୍ଟ ରେ ରହି ଥିବା ସୁଣାଣି ତାରିଖ ଘୁଞ୍ଚିଛି ସେପ୍ଟେମ୍ବର 7 ତାରିଖ ରେ ହେବାକୁ ଥିବା ସୁଣାଣି ଅକ୍ଟୋବର 12 ତାରିଖ ରେ ହେବ ବୋଲି ତାରିଖ ଧାର୍ଯ୍ୟ ହୋଇଛି କେନ୍ଦ୍ରା ପଡା ସଂସାଦ ଅନୁଭବ ମହାନ୍ତି ଏବଂ ତାଙ୍କର ପତ୍ନୀ ବର୍ଷା ପ୍ରିୟଦର୍ଶନୀ ଙ୍କ ସଂମ୍ପର୍କ ରେ ପାଟ କୁ ନେଇ ସବୁ ଆଡେ ବର୍ତମାନ ସମୟ ରେ ସବୁ ଆଡେ ଚର୍ଚ୍ଚା ଅଟେ ।
ସ୍ୱାମୀ ଙ୍କ ନାମ ରେ ନିର୍ଜାତନା ଆଣିଛନ୍ତି ପତ୍ନୀ ବର୍ଷା ପ୍ରିୟଦର୍ଶନୀ ବିବାହ ର 6 ବର୍ଷ ପରେ ଏହି ପରି ଅଭିଯୋଗ ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ କରିଛି , ଅନୁଭବ ମଦ ପିଇ ବର୍ଷା ଙ୍କୁ ମାଡ ମାରୁ ଥିବାର ସେ ଅଭିଯୋଗ କରିଛନ୍ତି , ଏବଂ ଏହା ବଦଳ ରେ ଅନୁଭବ ବି ସଂମ୍ପର୍କ ରେ ଫାଟ ନେଇ ସଫା କରି ଦେଇଛନ୍ତି । ଅନୁଭବ ଙ୍କ କହିବା ଅନୁସାରେ ବର୍ଷା ଶାରୀରିକ ସଂମ୍ପର୍କ ରଖିବା ପାଇଁ ପସନ୍ଦ କରୁ ନ ଥିଲେ ବୋଲି ଅନୁଭବ କହିଛନ୍ତି , ହି ସବୁ ର ବୁଝା ମଣା ପରେ ପରେ ପରବର୍ତି ସୁଣାଣୀ ହେବ ବୋଲି ଜଣା ପଡିଛି ,
ସୁପ୍ରୀମ୍ କୋର୍ଟ ର ବିଚାର ପତି ହୃସିକେସ୍ ରାୟ ଙ୍କ ଅନୁସାରେ ଅକ୍ଟୋବର ରେ ଏହି ମାମଲା ର ସୁଣାଣୀ ହୋଇ ଥିବା ବେଳେ ଏହାର ଦ୍ୱତୀୟ ସୁଣାଣୀ କୁ ନଭେମ୍ବର ମାସର 13 ତାରିଖ ରେ ରଖା ଜାଇ ଥିବା ବେଳେ ଏହା ବି ସରି ଜାଇଛି ବର୍ତମାନ ସମୟ ରେ ଏହାକୁ ଅକ୍ଟୋବର ମାସ ର ସେଷ କୁ ଘୁଞ୍ଚି ଜାଇ ଥିବାର ଜଣା ପଡିଛି , ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।