ସ୍କୁଲ ଛାତ୍ରଛାତ୍ରୀ ଙ୍କ ପାଇଁ ବଡ଼ ଖବର | ପିଲାଙ୍କୁ ସରକାର ଦେବେ ଟଙ୍କା

school

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଏବେ ଏବେ କିଛି ବଡ ଖବର ଆସୁଛି ଛାତ୍ର ଛାତ୍ରୀ ମାନଙ୍କ ପାଇଁ ରାଜ୍ୟରେ ରହି ଥିବା ସମସ୍ତ ଶିକ୍ଷା ଅନୁଷ୍ଟାର ଯଥା ପ୍ରାଥମିକ ଉଚ୍ଚ ପ୍ରାଥମିକ ଉଚ୍ଚ ବିଦ୍ୟାଳୟ ମାଧ୍ୟମିକ ପ୍ରଶିକ୍ଷଣ ବିଦ୍ୟାଳୟ ଗୁଡିକ ରେ ଅଧ୍ୟନ ରତ ସମସ୍ତ ବିଦ୍ୟାର୍ଥି ଙ୍କୁ ବିମା ଭୁକ୍ତ କରିବା ପାଇଁ ଷ୍ଟୁଡେଣ୍ଟ ସେଫ୍ଟି ଇନସୁରାନ୍ସ ସ୍କିମ୍ ପ୍ରଚଳନ କରା ଜାଉଛି ତେବେ ବନ୍ଧୁଗଣ ଏହି ଷ୍ଟୁଡେଣ୍ଟ ସେଫ୍ଟି ଇନସୁରାନ୍ସ ସ୍କିମ୍ କଣ ଏହି ଏହା ଦ୍ୱାରା ଆପଣ ମାନଙ୍କୁ କଣ କଣ ସବୁ ବେନିଫିଟ୍ ମିଳିବ ସଂମ୍ପର୍ଣ୍ଣ ଅପଡେଟ୍ ଜାଣିବା ତେବେ ଜାଣିବା ପାଇଁ ଆପଣ ମାନେ ବାସ୍ ପୋଷ୍ଟ କୁ ସେଷ ଯାଏ ପଢନ୍ତୁ ।school

ସେମିତି ରେ ଆପଣ ମାନେ ଜାଣି ଥିବେ ବର୍ତମାନ ସମୟ ରେ କୋରନା ର ସ୍ଥିତି ପାଇଁ ସ୍କୁଲ ମାନ ବନ୍ଦ ରହିଛି ଜାହାକି ଡିସେମ୍ବର 31 ଯାଏ ରହିବ ବୋଲି ସୂଚନା ରହିଛି ରାଜ୍ୟରେ ଥିବା ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ ଘରୋଇ ଶିକ୍ଷାନୁଷ୍ଠାନ ଯଥା ପ୍ରାଥମିକ, ଉଚ୍ଚ ପ୍ରାଥମିକ, ଉଚ୍ଚ ବିଦ୍ୟାଳୟ ଓ ମାଧମିକ ପ୍ରଶିକ୍ଷଣ ବିଦ୍ୟାଳୟଗୁଡ଼ିକରେ ଅଧ୍ୟୟନରତ ସମସ୍ତ ବିଦ୍ୟାର୍ଥୀଙ୍କୁ ବୀମାଭୁକ୍ତ କରିବା ପାଇଁ ‘ଷ୍ଟୁଡେଣ୍ଟ୍ ସେଫ୍ ଇସୁରାନ୍ସ ସ୍କିମ୍’ ପ୍ରଚଳନ କରାଯାଇଛି। ସେହି ଅନୁଯାୟୀ ପ୍ରାଥମିକ, ଉଚ୍ଚ ପ୍ରାଥମିକ, ଉଚ୍ଚ ବିଦ୍ୟାଳୟ ବିଦ୍ୟାର୍ଥୀଙ୍କ ଠାରୁ 2 ଟଙ୍କା ଲେଖାଏ ବୀମା ରାଶି ଆଦାୟ କରାଯାଇ ପଇଠ କରାଯାଉଛି ,ମାଧ୍ୟମିକ ପ୍ରଶିକ୍ଷଣ ବିଦ୍ୟାଳୟ ଓ ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିପ୍ତାନର ବିଦ୍ୟାର୍ଥୀଙ୍କ ଠାରୁ 3 ଟଙ୍କା ଲେଖାଏ ବୀମା ରାଶି ଆଦାୟ କରାଯାଇ ପଇଠ କରାଯାଉଛି ।nabina

ରାଜ୍ୟ ରେ ମୋର୍ଟ ଏହି ସ୍କୁଲ କୁ 21,28,246, ଜଣ ଛାତ୍ର ଛାତ୍ରୀ ମାନେ ଅଧ୍ୟୟନ କରୁ ଥିବା ବେଳେ 8,61,499 ଜଣ ବମା ଭୁକ୍ତ ହୋଇଛନ୍ତି ବୋଲି ବିଧାନ ସଭା ର ବିଧାୟକ ସୁଧିର୍ ସାମଲ ଙ୍କ ପ୍ରଶ୍ନ ଉତ୍ତର ରେ ଗଣ ଶିକ୍ଷା ମନ୍ତ୍ରୀ ଏବଂ ତଥ୍ୟ ପ୍ରଦାନ କରିଛନ୍ତି ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *