ଏହି ଦିନ ବାହା ହେବେ ଭକ୍ତି ଓ ଆଦି , ଠିକ ହୋଇଗଲା ବାହାଘର ତାରିଖ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆସନ୍ତା ବର୍ଷ ରେ ବିବାହ କରିବା ପାଇଁ ଯାଉଛନ୍ତି ଲୋକ ପ୍ରିୟ ଅଭିନେତା ଅମର ଏବଂ ଲୋକ ପ୍ରିୟ ଅଭିନେତ୍ରୀ ଜେସୀ ସେମିତି ରେ ବନ୍ଧୁଗଣ ଆପଣ ମାନେ ନିଶ୍ଚିତ ଭାବେ ଜାଣି ଥିବେ ଜି ସାର୍ଥକ ର ଲୋକ ପ୍ରିୟ ସିରିଏଲ ତୁ ମୋ ଜିବନ ସାଥି ରେ ଅମର ଏବଂ ଜେସୀ ମୂଖ୍ୟ ନାୟକ ଏବଂ ନାୟୀକା ଭାବେ କାମ କରି ଥିଲେ । ଏବଂ ଏମାନେ ଆଦି ଏବଂ ଭକ୍ତି ଚରିତ୍ର ରେ ସେଠାରେ ଅଭିନୟ କରୁ ଥିବା ବେଳେ ଏମାନଙ୍କ ଲଭ୍ ରୋମାନ୍, କୁ ଦର୍ଶକ ମାନେ ବହୁତ ମାତ୍ରା ରେ ପସନ୍ଦ ମଧ୍ୟ କରୁଛନ୍ତି , ଏବଂ ଏଠାରେ ଜାହା ସୂଚନା ମିଳିଛି କି ଅମର ଏବଂ ଜେସୀ ଆସନ୍ତା ବର୍ଷ ବିବାହ କରିବା ପାଇଁ ଯାଉଛନ୍ତି ,jasi

ଏମାନେ ଚଳିତ ବର୍ଷ ରେ ବିବାହ କରି ଥାନ୍ତେ , ହେଲେ ଏହି ଦିନ ରେ ଲକ ଡାଉନ୍ ଯୋଗୁଁ ଏମାନେ ଏହି ବର୍ଷ ରେ ବିବାହ ବନ୍ଧନ ରେ ବାନ୍ଧି ପାରି ନ ଥିଲେ ଏହି ଆଗ ମାସ ମାନେ ଡିସେମ୍ବର ମାସ ରେ ଅମର ଏବଂ ଜେସୀ ଙ୍କ ନିର୍ବନ୍ଧ ହେବାକୁ ଜାଉ ଥିବା ବେଳେ ଆସନ୍ତା ବର୍ଷ ର ଫେବୃଆରୀ ମାସ ରେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରୀ ର ଲୋକ ପ୍ରିୟ ଅଭିନେତା ଅମର ଏବଂ ଲୋକ ପ୍ରିୟ ଅଭିନେତ୍ରୀ ଜେସୀ ଙ୍କ ବିବାହ ହେବାକୁ ଯାଉଛି ,jasi

ସେମିତି ରେ ଦର୍ଶକ ବନ୍ଧୁ ଆପଣ ମାନଙ୍କୁ ଆଦି ଏବଂ ଭକ୍ତି ଙ୍କ ଯୋଡି କେମିତି ଲାଗୁଛି ଆପଣ ମାନେ ନିଶ୍ଚିତ ଭାବେ କମେଣ୍ଟ କରି ଜେଣଇ ଦେବେ , ଏହା ସହିତ ଏମିତି ପ୍ରତି ଦିନ ଓଡ଼ିଆ ଫିଲ୍ମ ଏବଂ ସିରିଏଲ ଦୁନିଆଁ ର ଖବର ପାଇବା ପାଇଁ ଆପଣ ମାନେ ନିଶ୍ଚିତ ଭାବେ ଆମକୁ ଫ୍ଲୋଲ କରନ୍ତୁ, ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *