ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆସନ୍ତା ବର୍ଷ ରେ ବିବାହ କରିବା ପାଇଁ ଯାଉଛନ୍ତି ଲୋକ ପ୍ରିୟ ଅଭିନେତା ଅମର ଏବଂ ଲୋକ ପ୍ରିୟ ଅଭିନେତ୍ରୀ ଜେସୀ ସେମିତି ରେ ବନ୍ଧୁଗଣ ଆପଣ ମାନେ ନିଶ୍ଚିତ ଭାବେ ଜାଣି ଥିବେ ଜି ସାର୍ଥକ ର ଲୋକ ପ୍ରିୟ ସିରିଏଲ ତୁ ମୋ ଜିବନ ସାଥି ରେ ଅମର ଏବଂ ଜେସୀ ମୂଖ୍ୟ ନାୟକ ଏବଂ ନାୟୀକା ଭାବେ କାମ କରି ଥିଲେ । ଏବଂ ଏମାନେ ଆଦି ଏବଂ ଭକ୍ତି ଚରିତ୍ର ରେ ସେଠାରେ ଅଭିନୟ କରୁ ଥିବା ବେଳେ ଏମାନଙ୍କ ଲଭ୍ ରୋମାନ୍, କୁ ଦର୍ଶକ ମାନେ ବହୁତ ମାତ୍ରା ରେ ପସନ୍ଦ ମଧ୍ୟ କରୁଛନ୍ତି , ଏବଂ ଏଠାରେ ଜାହା ସୂଚନା ମିଳିଛି କି ଅମର ଏବଂ ଜେସୀ ଆସନ୍ତା ବର୍ଷ ବିବାହ କରିବା ପାଇଁ ଯାଉଛନ୍ତି ,
ଏମାନେ ଚଳିତ ବର୍ଷ ରେ ବିବାହ କରି ଥାନ୍ତେ , ହେଲେ ଏହି ଦିନ ରେ ଲକ ଡାଉନ୍ ଯୋଗୁଁ ଏମାନେ ଏହି ବର୍ଷ ରେ ବିବାହ ବନ୍ଧନ ରେ ବାନ୍ଧି ପାରି ନ ଥିଲେ ଏହି ଆଗ ମାସ ମାନେ ଡିସେମ୍ବର ମାସ ରେ ଅମର ଏବଂ ଜେସୀ ଙ୍କ ନିର୍ବନ୍ଧ ହେବାକୁ ଜାଉ ଥିବା ବେଳେ ଆସନ୍ତା ବର୍ଷ ର ଫେବୃଆରୀ ମାସ ରେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରୀ ର ଲୋକ ପ୍ରିୟ ଅଭିନେତା ଅମର ଏବଂ ଲୋକ ପ୍ରିୟ ଅଭିନେତ୍ରୀ ଜେସୀ ଙ୍କ ବିବାହ ହେବାକୁ ଯାଉଛି ,
ସେମିତି ରେ ଦର୍ଶକ ବନ୍ଧୁ ଆପଣ ମାନଙ୍କୁ ଆଦି ଏବଂ ଭକ୍ତି ଙ୍କ ଯୋଡି କେମିତି ଲାଗୁଛି ଆପଣ ମାନେ ନିଶ୍ଚିତ ଭାବେ କମେଣ୍ଟ କରି ଜେଣଇ ଦେବେ , ଏହା ସହିତ ଏମିତି ପ୍ରତି ଦିନ ଓଡ଼ିଆ ଫିଲ୍ମ ଏବଂ ସିରିଏଲ ଦୁନିଆଁ ର ଖବର ପାଇବା ପାଇଁ ଆପଣ ମାନେ ନିଶ୍ଚିତ ଭାବେ ଆମକୁ ଫ୍ଲୋଲ କରନ୍ତୁ, ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।