ଏହି ବୟସରେ (ଝିଅମାନେ) ପୁରୁଷଙ୍କ ପ୍ରତି ଅଧିକ (ଆକର୍ଷିତ) ହୋଇଥାନ୍ତି |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଏକ ନିର୍ଦ୍ଦିଷ୍ଟ ବୟସ ଆସି ଗଲେ ଝିଅମାନେ ପୁରୁଷଙ୍କ ପ୍ରତି ଅଧିକ ଆକର୍ଷିତ ହୋଇଥାନ୍ତି ଏବଂ ବିପରିତ ଲିଙ୍ଗ ଙ୍କ ପ୍ରତି ଆକୃଷ୍ଟ ହେବା ମଣିଷ ର ସ୍ୱଭାବ ହୋଇ ଥାଏ ଏବଂ ଆପଣ ମାନଙ୍କ ବୟସ ଅନୁସାରେ ପୁରୁଷ ଏବଂ ମହିଳା ମାନେ ଆକର୍ଷିତ ହୋଇ ଥାନ୍ତି , ଏବଂ ଏମିତି କିଛି ମହିଳା ଏବଂ ପୁରୁଷ ମାନେ ରହିଛନ୍ତି ଯେଉଁ ମାନଙ୍କ ମନ ରେ ଆକର୍ଷଣ ଆସି ନ ଥାଏ ଏମାନେ ସଂମ୍ପର୍କ ରଖିବା ପାଇଁ ପସନ୍ଦ କରନ୍ତି ନାହିଁ ଏବଂ ସେମାନେ ସବୁ ସମୟ ରେ ନିଜର କେରିଅର ଏବଂ ଉନ୍ନତି କୁ ଚାହିଁ ଥାନ୍ତି , ହେଲେ ସେମିତି ବେଳେ କିିଛି ଲୋକ ମାନେ ଏମିତି ରହି ଥାନ୍ତି ଯେଉଁ ମାନେ ଅଲ୍ପ ବୟସ ରୁ ହିଁ ପ୍ରେମ କରନ୍ତି ଏବଂ ବାପା ମାଆ ଙ୍କର ସମସ୍ତ ଟଙ୍କା ନିଜର ପ୍ରେମିକା ପଛରେ ଉଡାନ୍ତି ଏବଂ ପରେ ଝିଅ ମାନେ ଯେତେ ବେଳେ ଧୋକା ଦିଅନ୍ତୁ ତେବେ ସେମାନେ ନିଜର କେରିଅର କୁ ନଷ୍ଟ କରି ଦେଇ ଥାନ୍ତି ।love

ସେମିତି ରେ ଆମେ ଆପଣ ମାନଙ୍କୁ ଏଠାରେ କହିବା ପାଇଁ ଚାହିଁବୁ କି କେଉଁ ବୟସରେ ଝିଅ ମାନେ ଅଧିକ ପୁରୁଷ ଙ୍କ ପ୍ରତି ଆକର୍ଶିତ ହୋଇ ଥାନ୍ତି , ଏବଂ ଏହି ଦିନ ରେ ହୋଇ ଥିବା ଏକ ସର୍ଭେ ରୁ ଜଣା ପଡିଛି କି ପୁଅ ମାନେ 20 ରୁ 24 ବର୍ଷ ର ପୁଅ ମାନଙ୍କୁ ଅଧିକ ପରିମାଣ ରେ ପସନ୍ଦ କରନ୍ତି କାରଣ ଏହି ବୟସ ର ପୁଅ ମାନେ ମହିଳା ମାନଙ୍କ ସବୁ କଥା କୁ ମାନନ୍ତି । ଏବଂ ଏମାନେ ଅତି ସହଜ ରେ ମହିଳା ମାନଙ୍କ ହାତ ମୁଠା ରେ ରହି ଥାନ୍ତି ସେହି ପରି ଅନେକ ପୁରୁଷ ମାନଙ୍କୁ 25 ରୁ 30 ବର୍ଷ ର ମହିଳା ମାନଙ୍କୁ ଅଧିକ ପସନ୍ଦ କରନ୍ତି ଏବଂ ସେମାନେ ସେହି ସମୟରେ ବି ଅଧିକ ରୋମାଣ୍ଟିକ୍ ହୋଇ ଥାନ୍ତି, ଏବଂ ସେମାନେ ସେହି ସମୟ ରେ ମହିଳା ମାନଙ୍କ ଠାରୁ ଶାରୀରିକ ସଂମ୍ପର୍କ ଆଶା କରନ୍ତି ।loves

ଏମାନଙ୍କ ମନ ରେ ସବୁ ସମୟ ରେ ଶାରୀରିକ ସଂମ୍ପର୍କ ପ୍ରତି ଭାବନା ଆସେ ଏମାନେ ପୁଅ ମାନଙ୍କୁ ସବୁ ବେଳେ ଖରାପ ନଜର ରେ ଦେଖନ୍ତି ଏହି କାରଣ ପାଇଁ ମହିଳା ମାନଙ୍କ ଅଧିକ ମାତ୍ରା ରେ କ୍ଷ୍ୟରଣ ହୋଇ ଥାଏ ଏହା ସହିତ 30 ରୁ 35 ବର୍ଷର ମହିଳା ମାନେ ସବୁ ବେଳେ ନିଜର ବିପରିତ ଲିଙ୍ଗ ଙ୍କ ପ୍ରତି ଆକୃଷ୍ଟ ହୋଇ ଥାନ୍ତି , ଏବଂ ସେହି ସମୟରେ ସେମାନଙ୍କୁ କମ୍ ବୟସର ପୁରୁଷ ମାନେ ପସନ୍ଦ ଆସିବା ପାଇଁ ଲାଗନ୍ତି ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *