ଏହି ୩ ଟି ପ୍ରଶ୍ନ ସବୁଦିନ ପଚାର ତୁମ ପ୍ରେମ ଏମିତି ବଢ଼ିବ ତୁମେ କେବେ ଭାବି ମଧ୍ୟ ପାରିବନି

love

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଏମିତି ତିନୋଟି ପ୍ରଶ୍ନ ବିଷୟ ରେ କହିବୁ ଜାହାକୁ ଆପଣ ମାନଙ୍କ ପାର୍ଟନର ସୁଣିବା ମାତ୍ରେ ଆପଣ ମାନଙ୍କ ପ୍ରେମ ଏତେ ପରିମାଣ ରେ ବଢି ଯିବ ତୁମେ ମାନେ ଭାବି ବି ପାରିବ ନାହିଁ ତେବେ ଆମେ ଆଜି ସେହି ସବୁ ପ୍ରଶ୍ନ ବିଷୟ ରେ କହିବୁ ବାସ୍ ଆପଣ ମାନଙ୍କୁ ପୋଷ୍ଟ କୁ ସେଷ ଯାଏ ପଢିବା ପାଇଁ ପଡିବ, ତେବେ ବନ୍ଧୁଗଣ ଏହି ସବୁ ପ୍ରଶ୍ନ ପଚାରି ଆପଣ ମାନେ ନିଜର ପାର୍ଟନର ଙ୍କୁ ପରିକ୍ଷା କରି ପାରିବା ସହିତ ତାଙ୍କ ବିଷୟ ଆପଣ ମାନେ ସଂମ୍ପର୍ଣ୍ଣ ଭାବେ ଜାଣି ପାରିବେ ,ତେବେ ଆଉ ଡେରି ନ କରି ଆସନ୍ତୁ ଜାଣି ନେବା ।love

ଯଦି ଆପଣଙ୍କ ପାର୍ଟନର ଏମିତି କୁହନ୍ତି କି ତୁମକୁ ପ୍ରକୃତ ପ୍ରେମ କରୁଛନ୍ତି ତେବେ ତାଙ୍କୁ ପଚାର କି ତୁମେ ମୋତେ ବିବାହ କରିବ କି ନାହିଁ, ତେବେ ଏମିତି ରେ ଆପଣ ମାନେ ଯେତେ ସାହାସୀ ହୋଇ ଥାନ୍ତୁ ନା କାହିଁକି ଯଦି ସାମ୍ନା ବାଲା ଆପଣଙ୍କୁ ଏମିତି ପ୍ରଶ୍ନ ପଚାରେ ତେବେ ତାର ନିଶ୍ଚିତ ଭାବେ ହାର୍ଟବିଟ୍ ବଢି ଯିବ ତେବେ ସେଠାରେ ସେ ଭାବିବ କି ତାର ଆଜାଦୀ ଏବେ ସେଷ ହୋଇ ଗଲା ଯେତେ ବେଳେ ସେ ଜାଣିବ କି ତୁମ ସହିତ ଜିବନ ସାରା ରହିବା ପାଇଁ ପଡିବ ତେବେ ସେ ସାକ୍ରିଫାୟ କରିବାରେ ଲାଗି ଥାଏ ତୁମେ ପଚାରିଲେ ତାଙ୍କ ଠାରୁ ତିନୋଟି ଉତ୍ତର ମିଳିବ ହଁ ବା ନାଁ , ଏବଂ ତତୀୟ ନମ୍ବର ହେଲା ଡିପ୍ଲୋମେଟିମ୍ ମିଳେ ।loves

ସେମାନେ ହଁ ବି ନୁହେଁଁ କି ନାଁ ବି କୁହନ୍ତି ନାହିଁ ,ଯେମିତି କି ସେମାନେ ବାହାନା ଦେଖାନ୍ତି କି ପରିବାର ଲୋକ ମାନେ ମାଗିବେ ନାହିଁ ଯଦି ଆମେ କଣ କରିବୁ ସେହି ପରି ଭାବେ ସେମାନେ ଏମିତି ବି କୁହନ୍ତି କି ଆମର କାର୍ଷ୍ଟ ଅଲଗା ଅଲଗା ତେବେ ଜାଣି ନିଅ ସେ ତୁମକୁ ପ୍ରକୃତ ପ୍ରେମ କରୁ ନାହାଁନ୍ତି, ଦୁଇ ନମ୍ବର ପ୍ରଶ୍ନ ହେଲା ତୁମେ ବିନା ଫିଜିକାଲ ରିଲେସନ ରେ ଭଲ ପାଇ ପାରିବ । ତେବେ ସେହି ପରି ବେଳେ ସେମାନେ ଆପଣ ମାନଙ୍କୁ କହି ଥାନ୍ତି ହଁ , କିମ୍ବା , ନାଁ , ବା ଡିପ୍ଲମେଟିକ୍ ଜାହା ହଁ ହେଲେ ଜାଣି ଯିବ ସେ ପ୍ରକୃତ ଭଲ ପାଉଛନ୍ତି । ହେଲେ ନାଁ ହେଲେ ସେ ଧୋକା ଦେବେ ଏବଂ ଡିପ୍ଲୋମେଟିକ୍ ହେଲା ଏମିତି କେମିତି ହେବ ମୁଁ ରହି ପାରିବି ନାହିଁ, ସମସ୍ତେ କରୁଛନ୍ତି ଆମେ କରି ଦେଲେ କଣ ଅସୁବିଧା ହେବ,ଏମିତି ହେଲେ ସେ କେବେ ବି ପ୍ରକୃତ ପ୍ରେମ କରି ପାରିବେ ନାହିଁ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *