କଣ ସତରେ ବାହା ହେବାକୁ ଜାଉଛନ୍ତି ଅର୍ଚିତା , ଜାଣନ୍ତୁ କଣ ରହିଛି ଖବର

arichata

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ଦର୍ଷକବନ୍ଧୁ ଆମ ଓଲିଉଡ଼ର industry ଅଭିନେତ୍ରୀ ଅର୍ଚ୍ଚିତା ସାହୁଙ୍କ ବିବାହ । ହଁ ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟରେ ଆପଣମାନେ ଯଦି ସୋଷିୟାଲ ମିଡିଆ ରେ ଦେଖିବେ ଆମର ଓଲିଉଡ଼ର ଅଭିନେତ୍ରୀ ଅର୍ଚ୍ଚିତା ସାହୁଙ୍କର ବିବାହ କୁ ନେଇ ବେସ୍ ଚର୍ଚ୍ଚା ଚାଲିଛି ସୋଷିୟାଲ ମିଡିଆ ରେ ଭାଇରାଲ ହେଉଛି ଅର୍ଚ୍ଚିତା ସାହୁଙ୍କର ଏମିତି କିଛି ଫୋଟୋ ଯାହାକି ଅର୍ଚ୍ଚିତାଙ୍କ ଫେନ୍ ମାନଙ୍କ ମନରେ ପ୍ରଶ୍ନ ବାଚକ ସୃଷ୍ଟି କରିଛି ।ତେବେ କଣ ସତରେ ଅର୍ଚ୍ଚିତା ସାହୁ ବିବାହ କରିସାରିଛନ୍ତି ଯଦି ହଁ ତେବେ କଣ ପାଇଁ ଅର୍ଚ୍ଚିତା ସାହୁ ତାଙ୍କର ଫେନ ମାନଙ୍କୁ ଜଣାଇ ନାହାନ୍ତି ।ଏହା ପଛର ପର୍କୃତ କାରଣ କଣ ରହିଛି । ଦର୍ଶକ ବନ୍ଧୁ ଆପଣ ମାନେ ଅର୍ଚ୍ଚିତା ସାହୁଙ୍କର ବିବାହ ବିଷୟରେ ଟିକି ନିକିଖବର୍ ଜାଣିବାକୁ ପାଇବେ ।archta

ଏହା ସହିତ ଆପଣ ମାନଙ୍କ ମଧ୍ୟରୁ ଯେଉଁମାନେ ଅର୍ଚ୍ଚିତା ସାହୁଙ୍କୁ ବେସ୍ ପସନ୍ଦ କରନ୍ତି ଏବଂ ଆପଣ ମାନେ ଅର୍ଚ୍ଚିତା ସାହୁଙ୍କର ବିବାହ ବିଷୟରେ ଯାହା ସବୁ ସୋଷିୟାଲ ମିଡିଆ ରେ ଚର୍ଚ୍ଚିତ ଚାଲିଛି ତା ପଛରେ କଣ ସବୁ ରହସ୍ୟ ଅଛି ।ତେବେ ଆପଣ ମାନେ ଅର୍ଚ୍ଚିତା ଙ୍କ ବିବାହ ବିଷୟରେ ସବି କିଛି ଜାଣିବା ପୂର୍ବରୁ ପ୍ରଥମେ ଆପଣ ମାନେ ଅର୍ଚ୍ଚିତା ସାହୁଙ୍କ ବିଷୟରେ ସଂକ୍ଷିପ୍ତ ଭାବରେ ଜାଣି ରଖନ୍ତୁ ।ଅର୍ଚ୍ଚିତାଙ୍କ ବୟସ ଯାଇ ପହଞ୍ଚିଛି ମାତ୍ର ୩୦ବର୍ଷ ଏବଂ ଆପଣ ମାନଙ୍କର ପ୍ରିୟ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ୧୯୯୦ ମସିହା ଜୁନ ମାସ ୩୦ତାରିଖ ରେ ଜନ୍ମ ଗ୍ରହଣ କରିଥିଲେ ଏହା ସହିତ ଆପଣମାନେ ଯଦି ତାଙ୍କର ଶିକ୍ଷ୍ୟା ଗତ ଯୋଗ୍ୟତା ଉପରେ ନଜର ପକାଇବେ ସେ କଲିଙ୍ଗ ଇନ୍ସଚୁଟ ଅଫ ଇଣ୍ଡଷ୍ଟ୍ରିଆଲ ଟେକ୍ନୋଲଜି ରେ ନିଜର କଲେଜ ଟାଇମ୍ କୁ ଅତିବାହିତ କରିଥିଲେ ।

ଆସନ୍ତୁ ଜାଣିବା ଅର୍ଚ୍ଚିତାଙ୍କ ବିବାହ ସମ୍ପର୍କରେ ପୂର୍ବରୁ ମଧ୍ୟ ଏବଂ ବର୍ତ୍ତମାନ ସମୟରେ ବି ଆପଣମାନେ ଅର୍ଚ୍ଚିତା ଏବଂ ସବ୍ୟଙ୍କ ଯୋଡିକୁ ବେସ୍ ପସନ୍ଦ କରିଥାନ୍ତି । କିନ୍ତୁ ବର୍ତ୍ତମାନ ସମୟରେ ଆପଣ ମାନେ ଯଦି ଦେଖିବେ ଅର୍ଚ୍ଚିତାଙ୍କ ବିବାହ ଘରକୁ ନେଇ ସୋଷିୟାଲ ମିଡିଆରେ ଅର୍ଚ୍ଚିତା ଙ୍କ କିଛି ଫୋଟୋ ଯାହାକି ବେସ୍ ଟ୍ରେଣ୍ଡ କରିବାରେ ଲାଗିଛି ଏବଂ ସେହି ଫୋଟୋ ଗୁଡ଼ିକ ଦେଖି ଅନେକ ଫେନ୍ ମାନଙ୍କ ମଧ୍ୟରେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି ତେବେ ଅର୍ଚ୍ଚିତା କାହାକୁ ବିବାହ କରୁଛନ୍ତି କଣ ବିବାହ କରିସାରିଛନ୍ତି । କିନ୍ତୁ ଆପଣ ମାନେ ଗୋଟିଏ କଥା ସ୍ପଷ୍ଟ ହୋଇଯାଆନ୍ତି ଯେ ଅର୍ଚ୍ଚିତା ବର୍ତ୍ତମାନ ସୁଧା ବିବାହ କରିନାହାନ୍ତି ।arichta

ଏହା ସହିତ ଆପଣ ମାନେ ଯେଁଉ ଫୋଟୋ ଗୁଡ଼ିକ ସୋଷିୟାଲ ମିଡିଆ ରେ ଦେଖୁଛନ୍ତି ଏବଂ କହୁଛନ୍ତି ଯେ ଅର୍ଚ୍ଚିତା ଙ୍କ ଏହା ବିବାହ ଘର ର ଫୋଟୋ । କିନ୍ତୁ ଏହା ପ୍ରକୃତରେ ରିଏଲ୍ ଲାଇଫ ର ଫୋଟୋ ନୁହେଁ ଏବଂ ଯେଁଉ ଫୋଟୋ ଗୁଡ଼ିକ ଦେଖୁଛନ୍ତି ସେ ଫୋଟୋ ଗୁଡ଼ିକ ହେଉଛି ଅର୍ଚ୍ଚିତାଙ୍କ ପୂର୍ବରୁ ରିଲିଜ୍ ହୋଇଥିବା କିଛି ସିନେମା ର ଫୋଟୋ କିମ୍ବା ତାଙ୍କର କିଛି advertise ର ଫୋଟୋ ଯାହାକି ବର୍ତ୍ତମାନ ସମୟରେ ଚର୍ଚ୍ଚା ର ବିଷୟ ହେଉଛି ଏବଂ ଶେଷରେ ଆପଣ ମାନଙ୍କୁ କହି ରଖୁଛି ଯେ ଅର୍ଚ୍ଚିତା ସାହୁ ବିବାହ କରିନାହାନ୍ତି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *