ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମର ଓଲିଉଡ ଇଣ୍ଡଷ୍ଟ୍ରୀ ରେ ବହୁତ ନାୟକ ଏବଂ ନାୟୀକା ମାନେ ରହିଛନ୍ତି ଯେଉଁ ମାନେ ବହୁତ ଅଳ୍ପ ବୟସ ରେ ହିଁ ସେମାନେ ମୃତ୍ୟୁ ବରଣ କରିଛନ୍ତି ଏବଂ ଯଦି ଦେଖିବେ 2020 ମସିହା ରେ ବି ଆମର ଓଲିଉଡ ଇଣ୍ଡଷ୍ଚ୍ରୀ ରେ ଏମିତି ବହୁତ ନାମୀ ଦାମୀ କଳାକାର ମାନଙ୍କ ମୃତ୍ୟୁ ବରଣ ହୋଇ ସାରିଛି ତେବେ ସେମିତି ରେ କଣ ଆପଣ ମାନେ ଜାଣନ୍ତି ସେମାନଙ୍କ ମୃତ୍ୟୁ ପଛରେ କାରଣ କଣ ଥିଲା ଆମେ ଆପଣ ମାନଙ୍କୁ ଆଜି ସେହି କଳାକାର ମାନଙ୍କ ମୃତ୍ୟୁ ପଛରେ କାରଣ ବିଷୟ ରେ କହିବୁ ବାସ୍ ଆପଣ ମାନେ ପୋଷ୍ଟ କୁ ସେଷ ଯାଏ ପଢନ୍ତୁ । ତେବେ ବନ୍ଧୁଗଣ ଆମ ଲିଷ୍ଟ ରେ ପ୍ରଥମେ ରହିଛନ୍ତି 1950 ମସିହା ଏପ୍ରିଲ୍ ମାସ 8 ତାରିଖ ରେ ଜନ୍ମ ଗ୍ରହଣ କରି ଥିବା ବିଜୟ ମହାନ୍ତି ବିଗତ ଦିନ ମାନଙ୍କ ରେ ହସ୍ପିଟାଲ ରେ ଚିକିତ୍ସିତ ହେଉ ଥିବା ସମୟ ରେ ମୃତ୍ୟୁ ହୋଇ ଜାଇ ଥିଲା ସେହି ପରି ଦୁଇ ନମ୍ବର ରେ ରହିଛନ୍ତି ସମ୍ୟରଂଞନ ପଣ୍ଡା ଜାହାକୁ ଆପଣ ମାନେ ଗୋବର ଭାବେ ପରିଚିତ କରେଇଛନ୍ତି ,
ବନ୍ଧୁଗଣ ଆପଣ ମାନଙ୍କୁ କେହି ଦେବୁ କି ତାଙ୍କର ଜିହ୍ଭ ରେ କେନସର ହେବା କାରଣ ରୁ ସେ 9 ମାସ ଧରି ହସ୍ପିଟାଲ ରେ ଚିକିତ୍ସିତ ହେଉ ଥିଲେ ଏବଂ ତାଙ୍କର ସେଷ ରେ ମୃତ୍ୟୁ ହୋଇ ଜାଇଛି ,ସେମିତି ରେ ଦେବୁକ୍ ବୋସ୍ ହେଲେ ଜଣେ ଭର୍ସଆଲ ଅଭିନେତା ହିରୋ ହେଉ ବା ଗୁଣ୍ଡା ସବୁ ରୋଲ କରୁ ଥିୁଲେ ସେ ହେଲେ ମଧ୍ୟ ହୃଦଘାତ ରେ ମୃତ୍ୟୁ ବରଣ କରି ଥିଲେ । ଏହା ପରେ ଆସୁଛନ୍ତି ଅନିତା ଦାସ୍ ସେ ସବୁ ବେଳେ ହିରୋ ର ମାଆ ଏବଂ ଅନେକ ଅଏମିତି ଭୂମିକା ରେ ଦେଖିବା ପାଇଁ ମିଳୁ ଥି୍ବା ଏହି ଅଭିନେତ୍ରୀ ଦିନେ ସକାଳୁ ତାଙ୍କର ମୃତ୍ୟୁ ହୋଇ ଗଲା ହେଲେ କାରଣ ଏବେ ଯାଏ ଜଣା ପଡି ନାହିଁ ।
ଏହା ପରେ ଆସୁଛନନ୍ତି ସଲିଲ୍ ମିତ୍ର । ସେ ବ ବହୁତ ଭଲ ଅଭିନେତା ରହି ଥିବା ବେଳେ ସଲିଲ୍ ଙ୍କ ଗାଡି ଦୁର୍ଘଟଣା ରେ ମୃତ୍ୟୁ ହୋଇ ଜାଇ ଥିଲା ସେହି ପରି ଏହା ପରେ ରହିଛନ୍ତି ଚଞ୍ଛ୍ ମିଷ୍ଟର ନନସେନ୍ସ ରେ କାମ କରି ବହୁତ ଚର୍ଚ୍ଚା ରେ ଆସି ଥିଲେ ସେ ହେଲେ ପରେ ସେ କ୍ୟନସର ଯୋଗୁଁ ମୃତ୍ୟୁ ବରଣ କରି ଥିଲେ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।