ଘରେ ହନୁମାନଙ୍କ ଏହି ଫଟୋ ରଖି ପୂଜା କଲେ ହେବ ସବୁ ସମସ୍ୟା ଦୂର ||

hanumana

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଜାଣିବା କି କେଉଁ ପରି ଫୋଟ ଘରେ ଲଗେଇଲେ ହନୁମାନ ଙ୍କ ଆଶ୍ରୀବାଦ ଆପଣ ମାନଙ୍କୁ ପ୍ରାପ୍ତି ହେବ ଏବଂ ଜିବନ ରେ ସବୁ ସମସ୍ୟା ଦୂର ହେବ ତେବେ ବନ୍ଧୁଗଣ ଏହି ବିଷୟ ରେ ଜାଣିବା ପୂର୍ବ ରୁ ଆପଣ ମାନେ ପୋଷ୍ଟ କୁ ସେଷ ଯାଏ ପଢନ୍ତୁ ବୋଲି ଆମେ ମାନେ ଆପଣ ମାନଙ୍କୁ କହିବୁ , ତେବେ ବନ୍ଧୁଗଣ ଶାସ୍ତ୍ର ରେ କୁହା ଜାଇଛି ସଂଙ୍କୋଟ ମଚନ ହନୁମାନ କଳିଯୁଗ ରେ ବି ବିଦ୍ୟମାନ ରହିଛନ୍ତି , ଏପରି ବି କୁହା ଜାଇଛି କି ହନୁମାନ ନିଜର ଭକ୍ତ ଙ୍କର ଡାକ ନିଶ୍ଟିତ ଭାବେ ସୁଣି ଥାନ୍ତି , ଏବଂ ସେମାନଙ୍କ ଜିବନ ରୁ କଷ୍ଟ ମଧ୍ୟ ଦୂର କରି ଥାନ୍ତି ।hanuman

ଦରକାର କେବଳ ସଫା ମନ ଏବଂ ବିଶ୍ୱାସ ଆଜିର ଦିନରେ ଜିବନ ରେ ଅନେକ ପ୍ରକାରର ସମସ୍ୟା ଦେଖିବା ପାଇଁ ମିଳେ , ଯେଉଁ ଥିରେ ମଣିଷ କୁ ସଂଘର୍ଷ କରିବା ପାଇଁ ପଡେ ଏମିତି ରେ ସମସ୍ତେ ଭଗବାନ ଙ୍କୁ ପ୍ରଶନ୍ନ ଏବଂ ତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ଚେଷ୍ଟା କରନ୍ତି , ତେବେ ଆମେ ଆପଣ ମାନଙ୍କୁ ହନୁମାନ ଙ୍କ କୃପା କେମିତି ପାଇବେ ଏବଂ ଆପଣ ମାନଙ୍କ ମନସ୍କାମନା କେମିତି ପୂରଣ ହେବ ସେହି ବିଷୟ ରେ ଜାଣିବା । ତେବେ ପ୍ରଥମେ ବନ୍ଧୁଗଣ ଆପଣ ମାନେ ଘରେ ସୁଖ ଶାନ୍ତି ର କାମନା କରୁ ଥାନ୍ତି ତେବେ ଆପଣ ମାନେ ତେବେ ଉତ୍ତର କିମ୍ବା ଦକ୍ଷିଣ ମୂଖୀ ହନୁମାନ ଙ୍କ ପୂଜା କରିବା ଉଚିତ୍ ,hanumana

ଯଦି ଆପଣ ମାନେ ଚାହାଁନ୍ତି ନିଜର ପରିବାର ଲୋକ ମାନଙ୍କ ମଧ୍ୟ ରେ ସର୍ବଦା ପ୍ରେମ ରହୁ ବୋଲି ତେବେ ଆପଣ ମାନେ ହନୁମାନ ଙ୍କ ସେହି ପ୍ରତିମା କୁ ପୂଜା କରନ୍ତୁ ଯେଉଁ ଥିରେ ହନୁମାନ ଙ୍କ ସହିତ ରାମ ଲକ୍ଷ୍ମଣ ଏବଂ ସୀତା ରହି ଥିବେ । ଯଦି ଆପଣ ମାନେ ମନା ସମ୍ମାନ ଏବଂ ଉନ୍ନତି ପାଇବା ପାଇଁ ଚାହାଁନ୍ତି ତେବେ ଆପଣ ମାନେ ହନୁମାନ ସୂର୍ଯ୍ୟ ଦେବ ଙ୍କ ଉପାସନା କରୁ ଥିବା ମୃତି କୁ ପୂଜା କରିଲେ ଆପଣ ମାନଙ୍କୁ ଏହି ସବୁ ମିଳି ପାରିବ , ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *