ଅନୁଭବ ଠାରୁ ଅଲଗା ହେବା ପରେ ଦେଖନ୍ତୁ ଏବେ କେମିତି ରହୁଛନ୍ତି ବର୍ଷା , ସାମ୍ମାନାକୁ ଆସିଳା ତଥ୍ୟ

brasha

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ନିଶ୍ଚିତ ଭାବେ ଜାଣି ଥିବେ ଗତ କିଛି ଦିନ ହେଲା ଓଲିଉଡ ସୁପର ଷ୍ଟାର ଅନୁଭବ ଏବଂ ଓଲିଉଡ କୁଇନ୍ ବର୍ଷା ପ୍ରିୟଦର୍ଶନୀ ଙ୍କ ମଧ୍ୟ ରେ ବିବାଦ ଲାଗି ରହି ଥିଲା ଏବେ ବିବାଦ ଥମିବାର ନାମ ତ ନେଉ ନାହିଁ ହେଲେ ସବୁ ଦିନ ଆସୁଛି ନୂଆ ନୂଆ ତଥ୍ୟ ତେବେ ଅନୁବଭ ଙ୍କ ଫେନ ପେଜ୍ ରେ ବର୍ତମାନ ସମୟ ରେ ବର୍ଷା ଙ୍କୁ ନେଇ କିଛି ଏମିତି ହିଁ କଥା ଭାଇରଲ ହେବାରେ ଲାଗିଛି ଏବଂ ଜାହା ଦ୍ୱାରା କିଛି ନୂଆ ନୂଆ କଥା ସାମ୍ନା କୁ ଆସୁଛି ତେବେ ଆସନ୍ତୁ ଜାଣି ନେବା ସେହି ବିଷୟ ରେ ତେବେ ବନ୍ଧୁଗଣ ଆପଣ ମାନଙ୍କୁ କହିବୁ କି ବର୍ତମାନ ସମୟରେ ଅନୁଭବ ଙ୍କ ଫେନ ପେଜ୍ ରେ ବର୍ଷା ଏବଂ ଅନୁଭବ ଙ୍କ ସହିତ ହୋଇ ଥିବା କିଛି ହ୍ୱାଟସପ୍ ଚାର୍ଟ ର ସ୍କ୍ରିନ୍ ସର୍ଟ ବର୍ତମାନ ସମୟ ରେ ଭାଇରଲ ଲାଗି ଥିଲା ସେମିତି ରେ ବର୍ତମାନ କ୍ଷେତ୍ର ରେ ବର୍ଷା ସୋସିଆଲ ମିଡ଼ିଆ ରେ ନିଜର ନୂଆ ଅବତାର ରେ ଏଣ୍ଟ୍ରୀ କରି ଲୋକ ମାନଙ୍କ ସେବା ବି କରୁ ଥିବାର ଦେଖିବା ପାଇଁ ମିଳିଛନ୍ତି,brash

ତେବେ ଏମାନଙ୍କ ଏହି ପରି କାର୍ଯ୍ୟକ୍ରମ ସବୁ ଆଡେ ଚର୍ଚ୍ଚା ର ବିଷୟ ପାଲଟିଛି , ସେମିତି ରେ ଏହି ଦିନ ରେ ଆଉ ଗୋଟିଏ ଭିଡ଼ିଓ ବି ସୋସିଆଲ ମିଡ଼ିଆ ରେ ଭାଇରଲ ହେବାରେ ଲାଗିଛି ଯେଉଁ ଥିରେ ବର୍ଷା ପ୍ରିୟଦର୍ଶନୀ ନିଜର ନିଜର ଦେଢସୁର ଙ୍କ ଛୋଟ ଝିଅ ସହିତ ଖେଳୁ ଥିବାର ଦେଖିବା ପାଇଁ ମିଳିଛନ୍ତି ଜାହା ବର୍ତମାନ ସମୟ ରେ ବହୁତ ପରିମାଣ ଭାଇରଲ ହେବାରେ ଲାଗିଛି ଏବଂ ଏହି ଭିଡ଼ିଓ ରେ ବର୍ଷା ପ୍ରିୟଦର୍ଶନୀ ସେହି ଛୋଟ ଝିଅ ସହିତ ଖେଳୁ ଥିବାର ମଧ୍ୟ ଦେଖିବା ପାଇଁ ମିଳୁ ଥିବା ବେଳେ ଏହି ଭିଡ଼ିଓ କୁ ତାଙ୍କର ଫେନ୍ସ ମାନେ ବହୁତ ମାତ୍ରାରେ ପସନ୍ଦ ମଧ୍ୟ କରୁଛନ୍ତିbrasha

ଏବଂ ସେହି ପରି ବେଳେ ଆପଣ ମାନେ ଜାଣି ଥିବେ ବର୍ତମାନ ସମୟ ରେ କୋରନା ପରିସ୍ଥିତି ପାଇଁ ରାଜ୍ୟ ସବୁ ପିଲା ମାନେ ସ୍କୁଲ ଜାଇ ପାରୁ ନ ଥିବା ବେଳେ ପିଲା ମାନେ ଅନଲାଇନ୍ କ୍ଲାସ୍ କରୁ ଥିବାର ଆପଣ ମାନେ ଦେଖୁ ଥିବେ ସେମିତି ବେଳେ କିଛି ପିଲା ମାନେ ଏମିତି ରହିଛନ୍ତି ଏହି ସବୁ କରି ପାରୁ ନାହାଁନ୍ତି ଛୋଟ ପିଲା ମାନେ ସେହି ପିଲା ମାନଙ୍କୁ ଜାଇ ବର୍ଷା ଏହି ଦିନ ଶିକ୍ଷା ଗ୍ରହଣ କରିବାରେ ସାହାଯ୍ୟ କରି ଥିବାର ଦେଖିବା ପାଇଁ ମିଳିଛନ୍ତି ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *