12 ବର୍ଷ ପରେ ପୁରଣ ହେଲା ବାବୁସାନଙ୍କ ସୋପ୍ନ । ଅନୁଭବଙ୍କୁ ଛାଡି ଏବେ ବାବୁସାନଙ୍କ ସହ କରିବେ..

anua

ଆମେ ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ସେମମିତି ରେ ଆପଣ ମାନେ ଭାବୁଥିବେ କେବେ ବାବୁସାନ୍ ଙ୍କ ବର୍ଷା ପ୍ରିୟଦର୍ଶନୀ ଙ୍କୁ ନେଇ କେବେ ଗୋଟିଏ ଫିଲ୍ଣ ଆସିବ ହେଲେ ଆପଣ ମାନଙ୍କୁ ସୂଚନା ଦେବୁ ଏହି ଦିନ ରେ ଆସିବା ପାଇଁ ଯାଉଛି ଏମାନଙ୍କ ନୂଆ ଫିଲ୍ମ । ଜାହାର ସୁଟିଂ ଜାନୁଆରୀ ମାସ ରୁ ଆରମ୍ଭ ହେବ । ସେମାନଙ୍କ କହିବା ଅନୁସାରେ ଏହି ଦିନରେ ସେମାନଙ୍କ ପାଖକୁ ଗୋଟିଏ ଭଲ ଡାଇରେକ୍ଟର ଏବଂ ଗୋଟିଏ ଭଳ ସ୍କ୍ରୀପ୍ଟ ଆସିଛି । ସେହିଥି ପାଇଁ ଏହି ଫିଲ୍ମ କରିବା ପାଇଁ ଏହି ଦୁଇ କଳାକାର ମାନେ ରାଜି ହୋଇ ଜାଇଛନ୍ତି । ବନ୍ଧୁଗଣ ଆପଣ ମାନେ ଯେମିତି ଭଲ ଭାବେ ଜାଣି ଥିବେ ଓଲିଉଡ ର ସୁପର ଷ୍ଟାର ଅନୁବଭ ଏବଂ ବର୍ଷା ଙ୍କ ମଧ୍ୟରେ ଛାଡ ପତ୍ର ହେବାକୁ ଯାଉଛି ।

anubhav

ସେହି ପରି ଏହାକୁ ନେଇ ବନ୍ଧୁଗଣ ଗତ କାଲି ବର୍ଷା ପ୍ରିୟଦର୍ଶନୀ ବଡ ଖୋଲାସା କରିଛନ୍ତି । ସେ କହିବା ଅନୁସାରେ ଅନୁବଭ ମହାନ୍ତି ବର୍ଷା ଙ୍କୁ ସବୁ ସମୟ ରେ ଅନ୍ୟ ହିରୋ ଙ୍କ ସହିତ ଫିଲ୍ମ କରିବା ପାଇଁ ବାରଣ କରି ଥିଲେ । ଆପଣ ମାନେ ଦେଖି ଥିବେ ବର୍ଷା ଅଧିକାଶଂ ଫିଲ୍ମ ରେ କେବଳ ଅନୁଭବ ମହାନ୍ତି ଙ୍କ ସହିତ ଅଭିନୟ କରୁ ଥିଲେ । ଏବଂ ଯେବେ ଠାରୁ ସେ 2014 ରେ ଅନୁବଭ ଙ୍କୁ ବିବାହ କରିଲେ ସେହି ପର ଠାରୁ ସେ ଅନୁଭବ ଙ୍କ ଛଡା ଅନ୍ୟ ହିରୋ ମାନଙ୍କ ସହିତ ଫିଲ୍ମ କରି ନାହାଁନ୍ତି ।

babushan

ସେମିତି ରେ ତାଙ୍କର ଅନ୍ୟ ହିରୋ ମାନଙ୍କ ସହିତ ଅଭିନୟ କରିବାର ବହୁତ ଇଚ୍ଛା ରହିଛି । ତେବେ ଘର ଓ ପରିବାରକୁ ସମ୍ମାନ ଦେଇ ସେ ଅନ୍ୟ କେଉଁ ହିରୋ ସହିତ ଫିଲ୍ମ ନ କରିଥିବା କଥା ମଧ୍ୟ୍ୟ କହିଛନ୍ତି । ତେବେ ଏବେ ଯେତେବେଳେ ସେମାନଙ୍କ ମଧ୍ୟରେ ଡିଭର୍ସ ହେବାକୁ ଜାଉଛି ତେବେ ସେ ଅନ୍ୟ ହିରୋଙ୍କ ସହ ଫିଲ୍ମ କରିବାକୁ ମନ ବଳେଇଛନ୍ତି ।

anubhav

ସେମିତି ରେ ଆପଣ ମାନେ ନିଶ୍ଚିତ ଭାବେ ଜାଣି ଥିବେ ଫିଲ୍ମ ଇଣ୍ଡଷ୍ଟ୍ରୀ ରେ ବର୍ଷା କେବେ ବି ବାବୁ ସାନ୍ ଙ୍କ ସହିତ କୈଣସି ବି ଫିଲ୍ମ କରି ନାହାଁନ୍ତି । ସେମିତି ରେ ଏହି ଦିନ ରେ ସେମାନଙ୍କ ପାଇଁ ଭଲ ସୁଯୋଗ ରହି ଥିବା ବେଳେ ସେମାନେ ଏହି ଦିନ ରେ ନୂଆ ଫିଲ୍ମ କରିବା ପାଇଁ ଯାଉଛନ୍ତି । ଏବଂ ଏହି ଫିଲ୍ମ ଟି ର ନାମ ବର୍ତମାନ ସମୟ ରେ ଫିକ୍ସ ହୋଇ ନ ଥିବା ବେଳେ ଆଗାମୀ ସମୟରେ ନିଶ୍ଚିତ ଭାବେ ଜଣା ପଡିବ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *