ନେହାଙ୍କ ବାହାଘର ପରେ , ଆଦିତ୍ୟ କରିଦେଲେ ନେହାଙ୍କ ବିଷୟରେ ବଡ ଖୁଲାସା ।

adit

ଗତ କିଛି ଦିନ ହେବ ବଲିଉଡର ଗୀତ ସେନ୍ସେସନ ନେହା କକ୍କରଙ୍କୁ ଅନେକ ଖବର ଏବଂ ହେଡଲାଇନରେ ଦେଖିବାକୁ ମିଳିଥିଲା ​​| ସମ୍ପ୍ରତି, ନେହା ଗତ କିଛି ଦିନ ମଧ୍ୟରେ ବିବାହ କରିଥିଲେ, ଯାହା ପରେ ତାଙ୍କୁ ଏହି ନୂତନ ସମ୍ପର୍କ ବିଷୟରେ ଖବରରେ କ୍ରମାଗତ ଭାବରେ ଦେଖାଯାଇଥିଲା  | ଆମେ ଆପଣଙ୍କୁ କହିବୁ ଯେ ନେହା ପ୍ରସିଦ୍ଧ ପଞ୍ଜାବୀ ଗାୟକ ତଥା ଅଭିନେତା ରୋହନପ୍ରୀତ ସିଂଙ୍କୁ ବିବାହ କରିଛନ୍ତି ଏବଂ ତାଙ୍କ ସ୍ୱାମୀଙ୍କ ଚିତ୍ର ଏବଂ ଭିଡିଓ ଏବେ ସୋସିଆଲ ମିଡ୍ବିଆରେ ବାହାରକୁ ଆସୁଛି। ବିବାହର ସମସ୍ତ କାର୍ଯ୍ୟ ସମୟରେ ସେଲଫି ରାଣୀ ନେହା ରୋହନପ୍ରୀତଙ୍କ ସହ ଅନେକ ଚିତ୍ର ସେୟାର କରିଥିଲେ ଏବଂ ଏହି ଧାରା ଆଜି ଜାଏ ବି ଜାରି ରହିଛି | ଆଉ ଏବେ ପୁଣି ଥରେ ସେମାନେ ଦୁବାଇରେ ହନି ମୁନ କରୁଥିବାର ଫଟୋ ମଧ୍ୟ ଛାଡିଛନ୍ତି |

neha

ଏହି ସମୟରେ ଯେତେବେଳେ ନେହା ଦୁବାଇରେ ହନି ମୁନ ମନାଉ ଛନ୍ତି , ସେହି ସମୟରେ ଆଦିତ୍ୟ ନାରାୟଣଙ୍କ ଏକ ଉକ୍ତି ଏବେ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ଆମେ କହି ରଖୁଛୁ କି କିଛି ଦିନ ତଳେ ନେହା ଓ ଆଦିତ୍ୟାଙ୍କ ମଧ୍ୟରେ ବିବାହ ହୋଇ ପାରେ ବୋଲି ଚାରିଆଡେ ଚର୍ଚା ଯୋର ଧରିଥିଲା , ହେଲେ ଏହି ଖବର ଟି ମିଥ୍ୟା ଥିଲା ।

nehaa

ସେମିତି ରେ ବନ୍ଧୁଗଣ ଏହି ଦିନ ରେ ଏମାନଙ୍କ ବିବାହ କୁ ନେଇ ଆଦିତ୍ୟ ନାରାୟଣ ଙ୍କ ରାୟ ଆସିଛି , ଏବଂ ଆଦିତ୍ୟ ଏମିତି କିଛି କହି ଦେଇଛନ୍ତି ଜାହା ନେହା କର୍କର ଙ୍କୁ କଣ୍ଟା ପରି ଲାଗି ପାରେ ।ଏମିତି ରେ ଆଦିତ୍ୟ ନାରାୟଣ ଏମିତି କଥା କଣ ପାଇଁ କହିଲେ ଏବଂ ଏହା ପଛରେ କଣ କାରଣ ରହିଛି ସେହି ବିଷୟ ରେ ଆସନ୍ତୁ ଜାଣି ନେବା ସେମିତି ରେ ଏହି ଦିନ ରେ ଖବର ରହି ଥିଲା କି ଆଦିତ୍ୟ ଏବଂ ନେହା ନିଜ ନିଜକୁ ଡେଟ୍ କରୁ ଥିଲେ ବୋଲି ଏବଂ ଏମାନେ ବହୁତ ଜଲ୍ଦି ବିବାହ ମଧ୍ୟ କରିବା ପାଇଁ ଯାଉଛନ୍ତି , ହେଲେ ଏହାକୁ ନେଇ ନେହା କହି ଥିଲେ ଏହା ସୋ ର ଗୋଟିଏ ପାର୍ଟ ଥିଲା ଆମକୁ ଏଠାରେ ଏମିତି କରିବା ପାଇଁ କୁହା ଜାଇ ଥିଲା । ଏବଂ ପରେ ନେହା ଙ୍କ ବିବାହ ବିଷୟ ରେ କୁହା ଜାଉ ଥିଲା ତେବେ ବି ଲାଗିଲା କି ଏହା ବି ଗୋଟିଏ ପବବ୍ଲିକ୍ ଷ୍ଟଣ୍ଟ ଅଟେ ହେଲେ ଏଠାରେ କୈଣସି ପବ୍ଲିକ୍ ଷ୍ଟଣ୍ଟ ନୁହେଁ ବରଂ ନେହା ଙ୍କ ବିବାହ ଏହି ଦିନ ରେ ହୋଇ ସାରିଛି ତେବେ ଏଠାରେ ସବୁଠୁ ଆଶ୍ଚର୍ଯ୍ୟ କଥା କି ନେହା କର୍କର ଙ୍କ ଠାରୁ ରୋହନ୍ ପ୍ରୀତ୍ ସଂମ୍ପର୍ଣ୍ଣ 7 ବର୍ଷ ର ଛୋଟ ଅଟନ୍ତି ।

neha3

ମାନେ ଆପଣ ମାନେ ଜାଣି ଥିବେ ଏଠାରେ ରୋହନ୍ ପ୍ରୀତ୍ ଏହି ଦିନ ରେ ନିଜ ଠାରୁ 7 ବର୍ଷ ର ବଡ ଝିଅ ଙ୍କୁ ବିବାହ କରିଛନ୍ତି ଏବଂ ଏହା ବହୁତ ଇଣ୍ଟ୍ରେଷ୍ଟିଂ କଥା ଅଟେ , ସେମିତି ରେ ଆଦିତ୍ୟ ବି ଏହାକୁ ନେଇ ସୋକ୍ ରେ ରହିଛନ୍ତି ବୋଲି ସେ ଏହି ଦିନ ରେ ସୋସିଆଲ ମିଡିଆ ରେ କହିଛନ୍ତି ଏହି କଥା ତାଙ୍କପର ବିଶ୍ୱାସ ହେଉ ନାହିଁ ବୋଲି ସେ କହିଛନ୍ତି , ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *