ପ୍ରେମିକା ସହ ବନ୍ଦ ଘରେ ଚାଲିଥିଲା ରାସଲୀଳା: ହଠାତ୍ କବାଟ ଖୋଲିଦେଲା ସ୍ତ୍ରୀ, ଆଉ ତା’ପରେ..

a5

ସତରେ ସମାଜ ଯେତେ ଶିକ୍ଷିତ ହେଲେ ମଧ୍ୟ ସମାଜରେ ଏବେ ମଧ୍ୟ ଲାଗି ରହିଛି ଅନୈତିକତା ର ଛାପ। ପୁଣି ସାମ୍ନା କୁ ଆସିଲା ଆଉ ଏକ ଅପରାଧ ର ଲମ୍ବା କାହାଣୀ। ଅନୈତିକ ସମ୍ପର୍କ ର କରୁଣ ପରିଣତି, ଯାହା ଦୋହୋଲାଇ ଦେଇଛି ଏକ ସଂପୂର୍ଣ୍ଣ ପରିବାରକୁ। ମଣିଷ ଯେତେ ଉପରକୁ ଉଠି ଚାଲିଲେ ମଧ୍ୟ ଯଦି ତାର ମାନବିକତା କୁ ସଠିକ ଭାବରେ ବ୍ୟବହାର ନକରେ ତେବେ ଏହାର କୌଣସି ମୂଲ୍ୟ ରହେ ନାହିଁ।ବାସ୍ତବରେ ବହୁତ୍ ଜଟିଳ ଏ ଦୁନିଆ ର ନୀତି। କେହି ବି ସାମାଜିକ କଟକଣା କୁ ମାନିବାକୁ ନାରାଜ। ତେବେ ଏବେ ସୋସିଆଲ ମିଡିଆରେ ପ୍ରତିଦିନ ଗୋଟେ ଗୋଟେ ଅନୌତିକ ସମ୍ପର୍କ ବିଷୟରେ ଖବର ଭାଇରାଲ ହେଉଛି ।

a11

ଯିଏ ଯାହା ଇଚ୍ଛା କରିବାରେ ବ୍ୟସ୍ତ ଏହି ସମୟରେ ବୃଦ୍ଧି ପାଉଛି ଅନୈତିକ ସମ୍ପର୍କ। ପ୍ରେମ ସବୁଠୁ ବଳବାନ। ଏହା କୌଣସି ସାମାଜିକ କଟକଣା କୁ ମାନି ନଥାଏ। ବେଳେ ବେଳେ ସମ୍ପର୍କ ର ସମସ୍ତ ସୀମା କୁ ଟପି ଯାଇ ଏହି କୁ ପ୍ରେମ ସମ୍ପର୍କ। କିନ୍ତୁ ଏହା ପ୍ରେମ ନଥାଏ,ଏହା ଅଟେ ଯୌନ ଉତ୍ତେଜନା କୁ ଉପଭୋଗ କରିବା ପାଇଁ ଏକ ପ୍ରୟାସ। ଯାହା ସମାଜ ପାଇଁ ଏକ କଳଙ୍କ ସଦୃଶ ଅଟେ। ସେହିପରି ଏକ ଘଟଣା ରାଜସ୍ଥାନର ବାରନ ଜିଲ୍ଲାରେ ଏବେ ଦେଖିବାକୁ ମିଳିଛି। ଏହା ଏବେ ଦେଖିବାକୁ ମିଳିଛି ଯେ, ପ୍ରେମିକା ସହ ରୋମାନ୍ସ କରୁଥିବା ବେଳେ ପତ୍ନୀ ହାତରେ ଧରାପଡିବା ପରେ ବେଶ ମାଡ଼ ଖାଇଛନ୍ତି ଜଣେ ବ୍ୟକ୍ତି। ନିଜ ସ୍ୱାମୀଙ୍କୁ ତାଙ୍କ ପ୍ରେମିକ ସହ ଧରି ବହେ ଛେଚିଲେ ଧର୍ମ ପତ୍ନୀ ।

a12

ଏଥିରୁ ବର୍ତ୍ତି ଯାଇନାହାନ୍ତି ପ୍ରେମିକା ଜଣଙ୍କ ମଧ୍ୟ। ସ୍ୱାମୀର ଅନୁପସ୍ଥିତି ରେ ଏଠାରେ ଚାଲିଥିଲା ଅନୈତିକ କାର୍ଯ୍ୟ।ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯାହାକୁ ଦେଖି ଏହା ସ୍ପଷ୍ଟ ଭାବରେ କୁହା ଯାଇ ପାରେ ଯେ ଅନୈତିକ ସମ୍ପର୍କର କରୁଣ ପରିଣତି କଣ ଅଟେ। ପରେ ଏହି ଘଟଣାରେ ଉକ୍ତ ପ୍ରେମିକ ଜଣଙ୍କୁ ଧରି ତାକୁ ଉଚିତ୍ ଶିକ୍ଷା ଦେଇଥିଲେ ଓ ନିସ୍ତୁକ ମାଡ଼ ମାରିଥିଲେ ଗ୍ରାମବାସୀ। ନିଜ ସ୍ତ୍ରୀ ର ଏହିଭଳି କଳା କାରନାମା ଦେଖି ସ୍ବାମୀ ମଧ୍ୟ ନିଜ ସ୍ତ୍ରୀ କୁ ବହୁତ୍ ଘୃଣା ଚକ୍ଷୁ ରେ ଦେଖିଥିଲେ।ତାପରେ ତାଙ୍କ ର ପ୍ରେମ ସମ୍ପର୍କ ବିଷୟରେ ସବୁ ବୁଝିବାକୁ ଚେଷ୍ଟା କରିଥିଲେ।

a13

ଏହା ପରେ ନିଜର ଏହି କଳା କାରନାମା ସମ୍ପର୍କରେ ଜାଣିବାକୁ ପାଇଥିଲେ ତାଙ୍କ ସ୍ତ୍ରୀ , ତାଙ୍କର ଅନୁପସ୍ଥିତି କୁ ଅନୁଭବ କରି ଉକ୍ତ ପ୍ରେମିକା ସହିତ ନିଜର ଶାରିରୀକ ସମ୍ପର୍କ କୁ ସ୍ଥାପନ କରିଥିଲେ। ସବୁଦିନେ ଅନ୍ଧାର ହୋଇ ନଥାଏ। ଦିନେ ନା ଦିନେ ସତ ବାହାରକୁ ଆସିଥାଏ। ସେହିଭଳି ଏହି ଘଟଣା ର ମଧ୍ୟ ଅନ୍ତ ଘଟିଥିଲା ଓ ସେମାନଙ୍କର ଶାରିରୀକ ସମ୍ପର୍କ ର ପର୍ଡାଫାଷ୍ ହୋଇଥିଲା। ଶେଷରେ ଉକ୍ତ ଅଭିଯୁକ୍ତ ଜଣଙ୍କୁ  ପୋଲିସ ରେ ଦେବା ସହିତ ତାଙ୍କ ନାମରେ ଅଭିଯୋଗ ମଧ୍ୟ କରିଥିଲେ।ତେବେ ପୋଲିସ ଏହି ଘଟଣାର ଖବର ବା ଏତଲା ପାଇବା ପରେ ସେ ଏହି ଅଭିଯୁକ୍ତ ପ୍ରେମିକ ଜଣଙ୍କୁ ଗିରଫ କରିଥିଲେ ।ଏବେ ତାକୁ କୋର୍ଟ ଫରୱାର୍ଡ ମଧ୍ୟ କରା ଯାଇଛି।

ଗିରଫ ପରେ ପୋଲିସ ଅଭିଯୋଗ ଆଧାରରେ ଉକ୍ତ ପ୍ରେମିକ ଜଣଙ୍କ ବିରୋଧରେ ଯାଞ୍ଚ କରିବା ଓ ତାଙ୍କ ସ୍ତ୍ରୀ ଙ୍କ ତଥ୍ୟ ନେବା ପରେ ଉଚିତ୍ କାର୍ଯ୍ୟାନୁଷ୍ଠାନ ନେବ ବୋଲି ଜଣା ପଡିଛି। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ । ତେବେ ଏହି ଭଳି ଲେଖା ପଢିବା ପାଇଁ ତଳେ ଲାଇକ ଗୋଟିଏ କରି ଦିଅନ୍ତୁ ।

Leave a Reply

Your email address will not be published. Required fields are marked *