ଓଡିଆ ଫିଲ୍ମ ଆକ୍ଟର କୁନା ତ୍ରିପାଠିଙ୍କ ଘରେ କିଏ କିଏ ଅଛନ୍ତି ଏବେ ହିଁ ଦେଖନ୍ତୁ

kuna

ଆମେ ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ ଦେଖେଇବା ପାଇଁ ଜାଉଛୁ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀ ର ବରିଷ୍ଟ ଅଭିନେତା କୁନା ତ୍ରୀପାଠୀ ଙ୍କ ପରିବାର ରେ କେଉଁ କେଉଁ ମାନେ ରହିଛନ୍ତି , ତେବେ ବନ୍ଧୁଗଣ ଆପଣ ମାନେ ତାଙ୍କ ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣିବା ପାଇଁ କି ତାଙ୍କ ପରିବାର ରେ ଆଉ କିଏ ରହିଛନ୍ତି ପୋଷ୍ଟ କୁ ସେଷ ଯାଏ ପଡିବା ପାଇଁ ପଡିବ ତେବେ ଆସନ୍ତୁ ଜାଣିବା , ତେବେ ଆପଣ ମାନେ ନିଶ୍ଚିତ ଭାବେ ଜାଣି ଥିବେ ବହୁତ ଦିନ ଧରି ଓଡ଼ିଆ ସିନେମା ଏବଂ ସିରିଏଲ ମାନଙ୍କ ରେ ଅଭିନୟ କରି ଆସୁଛନ୍ତି ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀ ର ବରିଷ୍ଟ ଅଭିନେତା କୁନା ତ୍ରୀପାଠୀ ।kuna

ଏବଂ ତାଙ୍କର ଅଭିନୟ କୁ ଦର୍ଶକ ମାନେ ବହୁ ମାତ୍ରା ରେ ପସନ୍ଦ ମଧ୍ୟ କରୁଛନ୍ତି , ଏବେ କୁନା ତ୍ରୀପାଠୀ ଅନେକ ଗୁଡିଏ ଫିଲ୍ମ ଏବଂ ସିରିଏଲ ରେ କାମ କରୁ ଥିବାର ବି ଦେଖିବା ପାଇଁ ମିଳିଛନ୍ତି , ସେମିତି ରେ ଆପଣ ମାନେ ତ ଏହି ବିଷୟ ରେ ଜାଣି ଥିବେ ବହୁତ ଦିନ ଧରି ଓଟିଭି ରେ ପ୍ରଶାରିତ ହେଉ ଥିବା ସୋ ନ୍ୟୁଜ୍ ଫ୍ୟୁଜ୍ କାର୍ଯ୍ୟ କର୍ମ ରୁ ଆପଣ ମାନେ ବହୁତ ମାତ୍ରା ରେ ସପୋର୍ଟ ଦେଖେଇ କରି ଆସି ଥିଲେ । ହେଲେ କୈଣସି ଏକ କାରଣ ରୁ ଏହି କାର୍ଯ୍ୟ କର୍ମ ରୁ କୁନା ତ୍ରୀପାଠୀ ଛାଡି ଦେଇ ଥିଲେ , ଏବେ କୁନା ତ୍ରୀପାଠୀ ଆଉ ଏକ ନୂଆ ମେଗା ସିରିଏଲ ଖେଡେଙ୍ଗା ଫେମିଲି ରେ ପୁଣି ଥରେ ଆପଣ ମାନଙ୍କୁ ଦେଖା ଦେବେ ତଥା ଏହା ସହିତ ସେ ବାମ୍ଫ କାର୍ଯ୍ୟ କର୍ମ ରେ ବି ଦେଖା ଦେବେ , ସେମିତି ତାଙ୍କର ପରିବାର ବିଷୟ ରେ ଆପଣ ମାନଙ୍କୁ କହିଲେ ତାଙ୍କ ପରିବାର ରେ ତାଙ୍କର ଦୁଇଟି ଝିଅ ରହିଛନ୍ତି ତାଙ୍କର ପ୍ରକୃତ ଗ୍ରାମ ହେଲା ନୟାଗଡ ଜିଲ୍ଲା ରେ କିନ୍ତୁ ସେ ଏବେ କଟକ ଠାରେ ରହୁଛନ୍ତି ।k

ସେମିତି ରେ ଦର୍ଶକ ବନ୍ଧୁ ଆପଣ ମାନଙ୍କୁ ଓଡ଼ିଆ ଫିଲ୍ମ ସିରିଏଲ ମାନଙ୍କ ରେ କୁନା ତ୍ରୀପାଠୀ ଙ୍କ ଅଭିନୟ କେମିତି ଲାଗେ ଆପଣ ମାନେ ନିଶ୍ଟିତ ଭାବେ କମେଣ୍ଟ କରି ଜଣେଇ ଦେବେ , ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *