ସିନ୍ଦୁରର ଅଧିକାରରେ ଅଭିନୟ କରିଥିବା ପବିତ୍ରାଙ୍କ ପରିବାରରେ କିଏ କିଏ ଅଛନ୍ତି ଦେଖନ୍ତୁ ।

pabitra

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ତରଙ୍ଗ ଟିଭି ରେ ପ୍ରଶାରିତ ହେଉ ଥିବା ସୁନ୍ଦର ଅଧିକାର ଧାରାବାହୀକ କୁ ଆପଣ ମାନେ ନିଶ୍ଚିତ ଭାବେ ଦେଖୁ ଥିବେ ଯଦି ଆପଣ ମାନେ ଦେଖୁ ଥିବେ ସେହି ଥିରେ ଅରୁଣା ଭୂମିକା ରେ ଅଭିନୟ କରୁ ଥିବା ଅରୁଣା ଙ୍କୁ ଆପଣ ମାନେ ନିଶ୍ଚିତ ଭାବେ ଜାଣି ଥିବେ । ତେବେ ଲୋକ ମାନଙ୍କୁ ସେ କେବଳ ସିନ୍ଦୁର ର ଅଧିକାର ଧାରାବାହୀକ ନୁହେଁ ଆଗରୁ ମଧ୍ୟ ଅନେକ ଧାରାବାହୀକ ରେ ଲୋକ ମାନଙ୍କ ସାମ୍ନା ରେ ଅଭିନୟ କରୁ ଥିବାର ଦେଖିବା ପାଇଁ ମିଳି ଥିଲେ ତେବେ ବନ୍ଧୁଗଣ ଅରୁଣା ଙ୍କର ପ୍ରକୃତ ନାମ ହେଲା ମୋନିକା ଏବଂ ସେ ଛୋଟ ବେଳୁ ହିଁ ଅଭିନୟ ପ୍ରତି ବହୁତ ଆକର୍ଶିତ ରହି ଥିବା ବେଳେ ସେ ଚାହୁଁ ଥିଲେ ।pab

ଏବଂ ସେ ଜିବନ ରେ ଏହି ଅଭିନୟ ଲାଇନ୍ ରେ କିଛି କରି ଦେଖେଇବେ ବୋଲି ଭାବି ଥିଲେ ଅରୁଣା ଏବେ ଭୁବନେଶ୍ୱର ରେ ରହୁ ଥିବା ବେଳେ ସେ ସେହି ଠାରୁ ହିଁ ସୁଟିଂ ସେଟ୍ କୁ ଜାଇ ଥାନ୍ତି । ତେବେ ଅରୁଣା ଆଗରୁ ଅନେକ ଧାରାବାହୀକ ରେ ନଜର ଆସିଛନ୍ତି , ସେହି ଧାରାବାହୀକ ରେ ଅଭିନୟ କୁ ଜିବନ୍ତ କରି ତୋଳି ଧିରିଛନ୍ତି , ଲୋକ ମାନେ ସେହି ସବୁ ଧାରାବାହୀକ ରେ ପସନ୍ଦ ମଧ୍ୟ କରିଛନ୍ତି , ସେହି ପରି ଏହି ଦିନ ରେ ସେ କାମ କରୁ ଥିବା ସିନ୍ଦର ର ଅଧିକାର ସିରିଏଲ ରେ ବି ତାଙ୍କର ଅଭିନୟ ବହୁତ ସୁନ୍ଦର ହୋଇଛି ।p

ସେମିତି ରେ ବନ୍ଧୁଗଣ ଆପଣ ମାନଙ୍କୁ ଅରୁଣା ଙ୍କ ଅଭିନୟ ସିୁନ୍ଦୁର ର ଅଧିକାର ଧାରାବାହୀକ ରେ କେମିତି ଲାଗୁଛି ଆପଣ ମାନେ ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ , ଏବଂ ଏମିତି ନୂଆ ନୂଆ ଓଲିଉଡ ଏବଂ ସିରିଏଲ ଦୁନିଆଁ ର ଖବର ଜାଣିବା ପାଇଁ ଆପଣ ମାନେ ଆମକୁ ଫୋଲ୍ଲ କରି ପାରିବେ , ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *