ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ ତରଙ୍ଗ ଟିଭି ରେ ପ୍ରଶାରିତ ହେଉ ଥିବା ସବୁଠାରୁ ପପୁଲାର ମେଗା ସୋ ମାୟା ରେ ମୂଖ୍ୟ ନାୟିକା ଭାବେ କାମ କରୁ ଥିବା ଜସ୍ମିନ୍ ରଥ ଙ୍କ ପରିବାର ରେ କେଉଁ କେଉଁ ମାନେ ରହିଛନ୍ତି , ଆସନ୍ତୁ ଜାଣି ନେବା , ସେମତି ରେ ଆପଣ ମାନେ ନିଶ୍ଚିତ ଭାବେ ଏହି ବିଷୟ ରେ ଜାଣି ଥିବେ ବର୍ତମାନ ସମୟ ରେ ତରଙ୍ଗ ଟିଭି ରେ ପ୍ରଶାରିତ ହେଉ ଥିବା ଏହି ସିରିଏଲ ମାୟା ରେ ଜସ୍ମିନ୍ ରଥ ରୁଦ୍ରୀ ଭାବେ ପରିଚିତ ଏବଂ ଅଭିନୟ କରୁଛନ୍ତି । ଏବଂ ସେହି ପରି ବେଳେ ଜସ୍ମିନ୍ ରଥ ମାନେ ରୁଦ୍ରୀ ଙ୍କ ନାଗୁଣୀ ଚରିତ୍ର କୁ ମଧ୍ୟ ଦର୍ଶକ ମାନେ ବହୁତ ପରିମାଣ ପେ ପସନ୍ଦ ମଧ୍ୟ କରୁଛନ୍ତି , ଏହା ସହିତ ବର୍ତମାନ ସମୟ ରେ ଏହି ସିରିଏଲ ର TRP ଏବେ ବଢିବାରେ ଲାଗିଛି ।
ଓଡିଶା ବାଶୀ ଙ୍କୁ ମାୟା ସିରିଏଲ ରେ କାମ କରୁ ଥିବା କଳାକାର ଏବଂ ଏହାର କାହାଣୀ କୁ ମଧ୍ୟ ବହୁ ମାତ୍ରା ରେ ପସନ୍ଦ କରୁଛନ୍ତି, ସେମିତି ରେ ଆପଣ ମାନଙ୍କୁ ଜସ୍ମିନ୍ ରଥ ଙ୍କ ବିଷୟ ରେ କହିବା ପାଇଁ ସେ ଭୁବନେଶ୍ୱର ର ବାସିନ୍ଧା ଅଟନ୍ତି ଏବଂ ତାଙ୍କର ପରିବାର ରେ ବାପା ମାଆ ଏବଂ ତାଙ୍କର ଗୋଟିଏ ଛୋଟ ଭାଈ ଟେ ରହିଛନ୍ତି , ଏହି ଦିନ ରେ ନିଜର କଲେଜ୍ ପାଠ ପଢା ସହିତ ସେ ଏହି ସୋ ରେ ମଧ୍ୟ ଅଭିନୟ କରି ଥାନ୍ତି , ଜସ୍ମିନ୍ ରଥ ଙ୍କ ବୟସ 20 ବର୍ଷ ହୋଇ ଥିବା ବେଳେ ତାଙ୍କୁ ଲୋକ ମାନେ ବହୁତ ପରିମାଣ ରେ ପସନ୍ଦ କରୁଛନ୍ତି ।
ଏବଂ ସେ ସୋସିଆଲ ମିଡ଼ିଆ ରେ ବି ବହୁତ ସମୟ ଏକ୍ଟିଭ୍ ରହିବା ସହିତ ସେ ନିଜର ପ୍ରଶଂସକ ମାନଙ୍କୁ ସବୁ ବେଳେ ଆପଡେଟ୍ ମଧ୍ୟ ଦେଇ ଥାନ୍ତି।ସେମିତି ରେ ଆପଣ ମାନଙ୍କୁ ଏହି ତରଙ୍ଗ ଟିଭି ରେ ପ୍ରଶାରିତ ହେଉ ଥିବା ନୂଆ ମେଗା ସିରିଏଲ ମାୟା ରେ ଏହି ଅଭିନେତ୍ରୀ ଜସ୍ମିନ୍ ରଥ ମାନେ ରୁଦ୍ରୀ ଙ୍କ ଅଭିନୟ କେମିତି ଲାଗୁଛି ଆପଣ ମାନେ ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ, ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।